ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:ଜଳେଶ୍ୱର(ନବୀନ ସାହୁ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ କରେଇ ଦବା ନେଇ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅନ୍ତର୍ଗତ ମାଳିପାଳ ଗାଁରେ କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା the royel bank of scotland ବ୍ୟାଙ୍କ ରୁ ଲୋନ କରାଇ ଦବା କହି ଭେଲୋରା ଅଞ୍ଚଳରେ ଜୈନିକ ମହିଳା ଲୋକ ମାନଙ୍କ ଠାରୁ ୩୦୦ ରୁ ୫୦୦ ଟଙ୍କା […]

ବାସ୍ତବବ୍ୟୁରୋ: ଗଞ୍ଜାମ(ଅଭିମନ୍ୟୁ ମିଶ୍ର) ଗଞ୍ଜାମ ଜିଲ୍ଲାର ଆସିକା ସାଂସଦ ଓ ବିଧାୟିକା ଙ୍କ ଦ୍ବାରା ଶୁଭ ଉଦଘାଟନ ହେଲା କଇଁଫୁଲିଆ ବନ୍ଧ ସୌନ୍ଦର୍ଯ୍ୟକରଣ।ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ରାମଲିଙ୍ଗେଶ୍ବର ଏବଂ ଭଞ୍ଜନଗର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଭଳି ଆସିକାରେ ଥିବା କଇଁଫୁଲିଆ ବନ୍ଧକୁ ମଧ୍ୟ ସେହିଭଳି ଢଙ୍ଗରେ ସୌନ୍ଦର୍ଯ୍ୟ କରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା […]

ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡ। ପୁରୁଷୋତ୍ତମପୁର ବ୍ଳକର ରଣଝାଲୀ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ବଡ଼ ଧରଣର ଛତୁ ଫାର୍ମରେ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଫଳରେ ଫାର୍ମଟି ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୂର୍ବରୁ ବେଗୁନିଆପଡ଼ା ବ୍ଲକର ବେଗୁନିଆପଡ଼ା ଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଏବେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡକୁ ନେଇ ଛତୁ […]

‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ଆଭିମୁଖ୍ୟରେ ବିପର୍ଯ୍ୟୟର ମୁକାବିଲା କରାଯାଉଛି – ମୁଖ୍ୟମନ୍ତ୍ରୀ

ବାସ୍ତବବ୍ୟୁରୋ:(ବୁଗୁଡା)ଓଡିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ ପକ୍ଷରୁ ଆବାହକ ତଥା ରାଜ୍ୟ ସଭାପତି ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ମାଣିତରା ସ୍ବାସ୍ଥ୍ୟସେବା କେନ୍ଦ୍ର ପରିସରରେ ଏକ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ସମିତିର ବ୍ଳକ ସଭାପତି କାଳି ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡ.ଦୟାନିଧି ରାଉତ ଏବଂ ଅନ୍ୟତମ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୬୯୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୨୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪୮୯୬୦ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:(ଗଞ୍ଜାମ) ଏବେ ଗଞ୍ଜାମ ଜିଲ୍ଲାରେ ଟିକାକରଣ ଜୋରଦାର ଚାଲିଛି । ଦୈନିକ ୫୦ ହଜାର ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହରି କୁ ଆଖିରେ ରଖି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଗଂଜାମ ଜିିଲ୍ଲାପାଳ ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଦୋକାନୀମାନେ ଟିକା ନେବାପରେ, ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର କୁ ଦୋକାନ […]

ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ ବିଡାନାସୀ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟ ନଈରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ ।ଆଜି ସକାଳେ ଏକ ଅଜଣା ଲୋକ ଭାସୁଥିବା ର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ସେ ମୃତ ବୋଲି ସ୍ପଷ୍ଟ ହୋଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।ତେବେ ମୃତକର ପରିଚୟ ମିଳିପାରି ନଥିବାବେଳେ ସ୍ଥାନୀୟ ଥାନାକୁ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ମାଲିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଓ ସେମାନେ ଜେଲ ଯାଇଥିବା ଘଟଣା ମନରେ ନଲିଭୁଣୁ , ବର୍ତ୍ତମାନ ସେହି ଗ୍ରାମପଞ୍ଚାୟତର ସାରଦାପାସ ଗ୍ରାମର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକକୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସୁନଥିବାରୁ ଏଠାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ତାଙ୍କ ମନ […]

Pin It on Pinterest