ନବୀନ କୁମାର୍ ସାହୁ,(ଜଳେଶ୍ୱର)ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସିଂଲା ବଜାର ନିକଟରେ ଥିବା ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ବସ୍ତା ଅବକାରୀ ବିଭାଗ ର ଚଢଉ | ୪୦୦ ରୁ ଉର୍ଧ୍ବ ନକଲି ବିଦେଶୀ ମଦ ବୋତଲ ଜବଦ କରିବା ସହ ମଦ ତିଆରି ପାଂଇ ବ୍ଯବହାର ହେଉଥିବା ୪୦ ଲିଟର ସ୍ପିରିଟ , ୧୦୦୦ ରୁ ଉର୍ଧ୍ବ ଠିପି ଏବଂ ଷ୍ଟିକର ଜବଦ […]

ଦେବକାନ୍ତ ମହାନ୍ତି,ଚାନ୍ଦବାଲି,ପେଟ୍ରୋଲ, ଡିଜେଲ ସମେତ ସମସ୍ତ ଅତ୍ୟାବଶକିୟ ସାମଗ୍ରୀର ଦର ଦର ଦାମ ବୃଦ୍ଧିକୁ ବିରୋଧ କରି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଦଶ ଦିନିଆ ଭାରତ ବନ୍ଧ ଡାକରାରେ ଶେଷ ଦିନ ପୂର୍ବରୁ ଆଜି ଚାନ୍ଦବାଲି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନଗର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ମହାଳିକଙ୍କ ନେତୃତ୍ୱରେ ଏକ ଅଭିନଵ ଭାବେ ବିରୋଧ କରାଯାଉଛି । ଦଳୀୟ କାର୍ଯ୍ୟାଳୟରୁ ଶତାଧିକ କର୍ମୀ ସାଇକେଲ ଶୋଭାଯାତ୍ରାରେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୯୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୭୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୨୩୨୦୯ ଜଣ ସୁସ୍ଥ […]

ବବିତା ସାମଲ(ଭଦ୍ରକ)ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ ଏକଥା କଣ ଅଗୋଚର 5Tଙ୍କ ନଜର ଏଠି କଣ ଅପହଞ୍ଚ ଏ କଥା ଆମେ କହୁନୁ କହୁଛନ୍ତି ଭଦ୍ରକ ପୌରାଞ୍ଚଳ ବାସୀ ।ଆପଣମାନେ ଦେଖିଲେବି ବୁଝି ପାରିବେ ଏହି ଭଦ୍ରକ ପୋୖରାଞ୍ଚଳର ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର l୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା, ଯାହାକି ବାସ୍ତବିକ ସତକଥା ,ନ ଦେଖିଲେ କଥା ହଜମ ହେବନାହିଁ l ପୌରାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା)କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଥିବା ସାଇରାମ ରୋଡ଼ ଲାଇନସ ଟ୍ରାନ୍ସପୋର୍ଟ କର୍ମଚାରୀ ଙ୍କୁ ଗଳା କାଟି ବିଭର୍ଚ୍ଛ ହତ୍ୟା କରାଯାଇଛି।ମୃତ ବ୍ୟକ୍ତି ଜଣଙ୍କ ଚୌଦ୍ୱାର ଓଟିଏମ୍ କଲୋନୀ ର ଅଶୋକ ମହାନ୍ତି ବୋଲି ଜଣାପଡିଛି।ଗତକାଲି ରାତ୍ରି ପ୍ରାୟ ୯ ଘଟିକା ସମୟରେ କୌଣସି କାରଣରୁ କିଛି ଲୋକଙ୍କ ସହ ତାର ଝଗଡା ହେଇଥିଲା ଏବଂ ସେମାନେ ତାକୁ […]

ମନୋଜ ମହାନ୍ତି(ଭୁବନେଶ୍ବର) ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ, ଖଣ୍ଡିଗିରି ଅଂଚଳରେ ଥିବା ସତ୍ୟ ସାଇ ଏନ୍‌କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାକୁ ଲକ୍ଷ୍ୟକରି ଏଭଳି ନିଷ୍ପତି ନେଇଛି BMC । ବିଏମ୍‌ସି ପକ୍ଷରୁ କୁହାଯାଇଛିକି, ସେଠାରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ କିମ୍ବା ବାହାରୁ କୌଣସି ବ୍ୟକ୍ତି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଗୁରୁବାର ଅପରାହ୍ନ ୨.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିବେ ଲକ୍‌ଡାଉନ୍‌ ସମ୍ବଧୀୟ ବଡ଼ ଘୋଷଣା । କରୋନା ସ୍ଥିତି ନେଇ ବିଶେଶଜ୍ଞ ମାନଙ୍କ ମୋଟା ପରିସ୍ତିଟି କୁ ନାଜରେ ରଖି ହୋଇପାରେ ଲକ୍‌ଡାଉନ୍‌ ରେ କିଛିଟା ପରିବର୍ତନ । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍‌ ଶୁକ୍ରବାର ଶେଷ ହେଉ ଥିବାରୁ, ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ ସେନେଇ କିଛି ବଡ଼ ଘୋଷଣା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୭୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୨୨୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୧୮୦୪୧ ଜଣ ସୁସ୍ଥ ହୋଇ […]

ନବୀନ ସାହୁ:(ଜଳେଶ୍ୱର)ସଂପର୍କରେ ଦୂରତା ଆଣିଛି କୋରନା, କୋଉଠି ପରିବାରର ସବୁଛି ଲୁଟି ନେଇଛିତ କୋଉଠି ଲୁହାଗାଡ଼ାଇବାକୁ ଛାଡି ଯାଇଛି ଶେଷ ସନ୍ତକ ।ମହାମାରୀ କୋରନା ପାଇଁ ,କେତେ ବାପା ମା ସର୍ବହରା ହେଇଛନ୍ତି ଆଉ କେତେ ପିଲା ଅନାଥ ହେଇଛନ୍ତି ତାହାର ହିସାବ ନାହିଁ ।ଏମିତି ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଛି ।ଏହା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୪//୦୭//୨୦୨୧–ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ଫଚାୟତର ଜାଗୁଳା ଗାଁରେ ବଧୁ ହତ୍ୟା ଅଭିଯୋଗ ହୋଇଛି । ଧମରା ଫଚାୟତର କରବିର ମାଝୀ ଙ୍କ ନାବାଳିକା କନ୍ୟାସୀମା ମାଝୀ (୧୬) ଜାଗୁଳା ଫଚାୟତର ଅଜୟ ଲେଙ୍କା ଙ୍କ ପୁଅ ଦୁନିଆ ଲେଙ୍କା ଙ୍କୁ ଭଲ ପାଇ ବିବାହ କରିଥିଲେ, ୫ ମାସ ପୁର୍ବରୁ ସୀମାକୁ ଦୁନିଆ ଲେଙ୍କା ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ […]

Pin It on Pinterest