ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କିଛି ଦିନ ଦଳେ ରାଜ୍ୟ ବସ ମାଲିକ ସଂଘ ଜୁଲାଇରୁ ସେପ୍ଟେମ୍ବର ଯାଏ ଟିକସ ଛାଡ଼ ସହ ପ୍ରତି ବସ ପିଛା ୧ ଲକ୍ଷ ଟଙ୍କାର ସୁଧ ବିହୀନ ଋଣ ଓ ବସ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ପାଇଁ ଦାବି କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ,ରାଜ୍ୟରେ ବସ୍ ଟିକସ ଛାଡ଼ ପାଇଁ ବିଚାର ଚାଲିଛି।ଲକଡାଉନ୍ ପରବର୍ତ୍ତୀ ବସ୍ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯିବା […]
ରାଜ୍ୟ
ବାସ୍ତବବ୍ୟୁରୋ:(ଭଦ୍ରକ)୧୪/୦୭- ଆଶାଢ଼ ଶୁକ୍ଳ ପଞ୍ଜମୀ ତିଥିରେ,ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଂଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । କରୋନା […]
ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ ଲାଗିବ ରୂପା କବାଟ, ଗତ ରାତିରୁ ଆରମ୍ଭ ହୋଇଛି କାମ । ବେହରଣ ଦ୍ଵାରକୁ କଢା ଯାଇ ମ୍ୟୁଜିଅମରେ ରଖାଯାଇଛି । ସେହି ଦ୍ୱାର ବନ୍ଧରେ ଷ୍ଟିଲ ଫ୍ରେମ ଲଗାଯାଇଥିବା ବେଳେ ସେଥିରେ ବର୍ମାଟିକ କାଠରେ ତିଆରି ଦ୍ଵାରକୁ ଲଗାଯିବ ଏବଂ ଏହା ଉପରେ ରୂପା ଛାଉଣୀ କରାଯିବ । ତେବେ ଏନେଇ ଗତକାଲି ରାତିରେ ଦକ୍ଷିଣ ଦ୍ୱାର ଦେଇ କାଠ କବାଟ ମନ୍ଦିର ଭିତରକୁ ନିଆଯାଇଛି […]
ନବୀନ ସାହୁ (ଜଳେଶ୍ୱର) ଏସଟିଏଫ ଦ୍ବାରା ଚାଲନ୍ତି ଏବଂ ଗୁଡିଖାଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ବସ୍ତା ଏବଂ ଜଳେଶ୍ଵର ଥାନା ଅଞ୍ଚଳରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ କରିଛନ୍ତି ଏସଟିଏଫ ଟିମ । ଖବର ଅନୁଯାଇ,ଏହି ଅଂଚଳରେ ବାହୁଡ଼ି ଧରି ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବାରୁ, ଏସଟିଏଫ ନଜରରେ ଅହିଅଞ୍ଚଳର କିଛି ସନ୍ଦିଗ୍ଧ ଙ୍କ ଉପରେ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟ୍ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭର୍ଚୁଆଲ୍ ବୈଠା କରିଥିଲେ। ଏହି ସମୟରେ ମୋଦୀ ଖେଳାଳିଙ୍କ ପ୍ରସ୍ତୁତି ବିଷୟରେ ଜାଣିଥିଲେ ଏବଂ ସେମାନଙ୍କ ସହ ଖେଳ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଆଥଲେଟମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳାଳିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା […]
(ଦେଵକାନ୍ତ ମହାନ୍ତି,ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ଚାନ୍ଦକୁଡ଼ା ଫଚାୟତରେ ବିଳମ୍ବିତ ରାତ୍ରୀରେ ଏକ ଦୋକାନ ଘରର ପଛପଟ କବାଟ ଭାଙ୍ଗି ୪ ଜଣ ଚୋର ଚୋରୀ କରୁଥିବା ସମୟର ଦୋକନ ନିକଟରେ ରହୁଥିବା ପରିବାର ଲୋକ ଉଠି ପଡ଼ିବାରୁ ୩ ଜଣ ଚୋର ଖସି ଯିବା ବେଳେ ଜଣେ ଚୋର ଧରା ପଡ଼ିଯାଇଥିଲ l ଗ୍ରାମବାସୀ ଚୋରକୁ ବାନ୍ଧି ମାଡ଼ ମାରିବା ସହ ଏକ ଗଛରେ ବାନ୍ଧି ପୋଲିସକୁ ଖବର […]
ଭଦ୍ରକ(ଶୁଭ୍ରକାନ୍ତ ରାଉତରାୟ)ରାଜ୍ୟ ହେଉ କିମ୍ବା କେନ୍ଦ୍ର,ସରକାରଙ୍କ ପ୍ରଦତ୍ତ ଅନୁଦାନର ସଠିକ ବିନିଯୋଗ ହେଉନାହିଁ । ଆସୁଥିବା ଅନୁଦାନକୁ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇ ଦେଲେ କଥା ସରିଲା । କରୋନା କାଳରେ ପୌରାଞ୍ଚଳ ପାଇଁ ‘ଉଇ’ ଯୋଜନାରେ ଆସିଥିବା ବିପୁଳ ପରିମାଣର ଅର୍ଥରାଶୀର ବାସ୍ତବ ବିନିଯୋଗ ହୋଇ ନାହିଁ । କେତେକ ସ୍ଥାନୀୟ ରାଜନୈତିକ ନେତାଙ୍କ ସଲାସୁତୁରାରେ ପୌର କର୍ତ୍ତୃପକ୍ଷଙ୍କ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସିଥିବା ଅର୍ଥରାଶୀର […]
ଅଭୟ ସାହୁ(ସାଲେପୁର)ବରଷକେ ଥରେ ରତ୍ନ ମଣ୍ଡପ ରୁ ଓଲ୍ହାଇ ଆସନ୍ତି ଜନ୍ମ ବେଦୀ କୁ ଭକ୍ତ ମାନେ ଚାହିଁ ବସିଥାନ୍ତି ଏହିଦିନ କୁ ଏହି ଦିନ ଧାଡ଼ି ପହଣ୍ଡି ହୋଇ ତିନି ଠାକୁର ରଥାରୂଢ ହୋଇଥାନ୍ତି ଏହି ଦିନ ଭକ୍ତ ଆଉ ଭଗବାନ ଙ୍କର ଅପୂର୍ବ ମିଳନ ହୋଇଥାଏ ସବୁ ବର୍ଗ ର ଲୋକଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ହୋଇଥାଏ ରଥ ଦଉଡୀ ଧରି ଭକ୍ତ ମାନେ ଟାଣି […]
ବାସ୍ତବବ୍ୟୁରୋ:(ଭଦ୍ରକ)ଦିନକୁ ଦିନ ଭଦ୍ରକରେ ଚୋରାମଦ ବିକ୍ରି ବଢ଼ିବାରେ ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ ୧୧ ଘଟିକା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ବଜାର ନିକଟରେ ଏକ ସ୍କୁଟି ରେ ଦୁଇଜଣ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୩୬୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୯୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୧୫୪୦୦ ଜଣ ସୁସ୍ଥ ହୋଇ […]


