ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଘଟିଥିବା ବିନାଶ ହେତୁ ହର୍ଷ ବର୍ଦ୍ଧନରୁ ଛଡ଼ାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ ମାନସୁଖ ମାଣ୍ଡଭିଆଙ୍କୁ ଦିଆଯାଇଛି। ଗୁଜୁରାଟରୁ ଆସିଥିବା ମାନସୁଖରେ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ମଧ୍ୟ ରହିବ। ଏଥି ସହ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଶର ନୂତନ ରେଳମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ସେ ଆଇଟି ମନ୍ତ୍ରୀ ମଧ୍ୟ ହେବେ। ରେଳ ମନ୍ତ୍ରୀ ବର୍ତ୍ତମାନ ପୀୟୁଷ ଗୋୟଲଙ୍କ ଠାରୁ କାଢି ,ତାଙ୍କୁ […]
ରାଜ୍ୟ
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜାରି କରାଯାଇଛି କ୍ୟାବିନେଟ୍ ତାଲିକା ।ଆଜି ୪୩ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଶପଥ ଗ୍ରହଣ କରିବେ । ଏହି ୪୩ ଜଣଙ୍କ ମଧ୍ୟରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାଁ ଆଗରେ ଅଛି। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଶ୍ୱିନୀ […]
ବାସ୍ତବବ୍ୟୁରୋ:(ଭଦ୍ରକ)ପ୍ରତେକ ଦିନ ଚୋରାମଦ ବିକ୍ରି ବଡ଼ିବାରେ ଲାଗିଛି |ଗତକାଲି ବିଳମ୍ବିତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ମତୋ ବଜାରରେ ଥିବା ପୁରୁଣା ସରକାରୀ ମଦଦୋକାନ ନିକଟରୁ ୨୨୦ ଲିଟର ଚୋରା ମଦ ସହ ଦୁଇ ଜଣକୁ ଗିରଫ […]
ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ସାରାରାଜ୍ୟରେ କଂଗ୍ରେସ ତରଫରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଉଛି, ସେଥିରୁ ବାଦ ପଡିନି ଭଦ୍ରକ |ଆଜି ଭଦ୍ରକ ତହସିଲ କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା କଂଗ୍ରେସର ବହୁ ଟାଣୁଆ ନେତା ଏକତ୍ରିତ ହୋଇ କୋଭିଡ କଟକଣା ମାନି ଧାରଣାରେ ବସିଛନ୍ତି | ସବୁଠାରୁ ବଡ କଥା ହେଉଛି ମୋଦିସରକାର କୋରାନକୁ ଦୂରେଇବା ପାଇଁ ଘଣ୍ଟ ଥାଳି ବାଡେଇବା ପାଇଁ କହିଥିଲେ କିନ୍ତୁ ଆଜି ତୈଳ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୯୭୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୦୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୯୭୩୬୨ ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ (ଜୁଲାଇ ୭) ଦେହାନ୍ତ ହୋଇଛି। ୯୮ ବର୍ଷୀୟ ଦିଲୀପ କୁମାର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କ ମୃତ୍ୟୁ ଖବର ଆସିଲା। ତାଙ୍କ ମୃତ୍ୟୁ ଦିଲୀପ କୁମାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ଏବଂ ସେମାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ […]
ଜ୍ୟୋତିରାଦିତ୍ୟ ସିନ୍ଧିଆ, ସରବାନନ୍ଦ ସୋନୋୱାଲ, ନାରାୟଣ ରାଣେ, ଜେଡିୟୁ ନେତା ଆରସିପି ସିଂଙ୍କ ଭଳି ପ୍ରମୁଖ ନେତାଙ୍କୁ ଦିଲ୍ଲୀ ଡାକରା । ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆସନ୍ତା କାଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟକୁ ବିସ୍ତାର କରିବାକୁ ଯାଉଛନ୍ତି। ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ପୃଥକ ‘ସହଯୋଗ ମନ୍ତ୍ରଣାଳୟ’ ଗଠନ କରି ‘ସାହାକର ସେ ସମୃଦ୍ଧତା’ର ଦୂରଦୃଷ୍ଟି ହାସଲ କରିଛନ୍ତି। ଏହି ମନ୍ତ୍ରଣାଳୟ […]
ବାସ୍ତବବ୍ୟୁରୋ:(ନର୍ଲା)-ଲୋଟାରୀ କ୍ଲବ୍ ଭୁବନେଶ୍ୱର ପକ୍ଷରୁ ନର୍ଲା ଥାନା ପରିସରରେ ୭୨ ତମ ବନ ମହୋତ୍ସବ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଡି ଏସ ପି ଅଭିଷେକ ପାଣିଗ୍ରାହୀ ଙ୍କ ତତ୍ତ୍ଵ ବଧାନର ଆମ୍ବ ପଣସ, ଡାଳିମ୍ବ ,ଜାମୁକୋଳି, ଆତ ବୃକ୍ଷ ରୋପଣ କରାଯାଇଅଛି ।ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ଙ୍କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜୟ ଦୁର୍ଗା ସ୍ପୋର୍ଟସ କ୍ଲବ୍ ସର୍ଗିଗୁଡ଼ା ପକ୍ଷରୁ […]
ବାସ୍ତବବ୍ୟୁରୋ:(ମାହାଙ୍ଗା) ଟାଟା ଏସି ଗାଡ଼ିରେ ପ୍ରେଶ୍ ଲେଖି ଗୋରୁ ଚାଲାଣ କରାଯାଉଥିବା ବେଳେ ଧରାହେଲା ନକଲି ସାମ୍ବାଦିକ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଭିମରାଜପୁର ଗ୍ରାମ ଠାରେ ଟାଟା ଏସି ମାଲ୍ ବୁହା ଗାଡ଼ି ନମ୍ବର OD. 05 AW 8031 ଗାଡ଼ିରେ ପ୍ରେଶ୍ ଲେଖି ଖୁଣ୍ଟନୀଥାନା ଅଞ୍ଚଳ ଭୋଗରା ର ରାମଚନ୍ଦ୍ର ସାହୁ ଙ୍କ ପୁଅ ଅଶୋକ ସାହୁ ଓ ଏହାର ସହଯୋଗୀ ଜଗତପୁର ଥାନା […]
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ବେଉରା) ରାସ୍ତାକୁ ଓହ୍ଲାଇଲା ରିଟେଲ ଡିଲର ସଙ୍ଘ । କୋଭିଡ ମହାମାରୀ ସମୟରେ ନିୟମିତ ଆଧାରରେ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଗହମ ଯୋଗାଇ ଆସୁଛନ୍ତି । ହେଲେ ଏଯାବତ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ସଂଘ ।କେନ୍ଦ୍ର ସରକାର କମିଶନ ବାବଦକୁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପଠାଇ ସାରିଥିଲେ ସୁଦ୍ଧା ଏଯାବତ ରାଜ୍ୟ ସରକାର କମିଶନ […]


