ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ଆଜି (ମଙ୍ଗଳବାର) ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି । ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି। ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ […]
ରାଜ୍ୟ
ବାସ୍ତବବ୍ୟୁରୋ: (ଚାନ୍ଦବାଲି) ୧୫\୬\୨୧-ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହେବା ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ୨ୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା। ତାହାସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢି […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)୪୦୦ ବର୍ଷର ଧାର୍ମିକ ପରମ୍ପରାକୁ କ୍ଷୁର୍ଣ୍ଣ କରାନଯାଇ,ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲାପାଳ କେନ୍ଦ୍ରାପଡା଼ଙ୍କୁ ବିଧାନସଭା ଯୁବ କଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର ପ୍ରଦାନ I ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟାସରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ […]
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି।ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି।ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି।କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ।ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ।ତାଙ୍କ ବାପା ଏବେ ବୟଷ ର ଅପରାହ୍ନରେ […]
ବାସ୍ତବବ୍ୟୁରୋ:(ଗଂଜାମ) ଗଞ୍ଜାମଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଘର ଭିତରେ ଚାଲି ଥିଲା ଏହି ଫାକ୍ଟ୍ରି।ଏଠାରେ ରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ନକଲି ବ୍ରାଣ୍ଡର ପାଣି ା ପାଟପୁର ଥାନା ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଶହ ଜବତ କରିଥିବା ସୂଚନା ଦେଈଛନ୍ତୀ । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ […]
ବାସ୍ତବବ୍ୟୁରୋ:(ପୋଲସରା) ରାଜେନ୍ଦ୍ର କୁମାର ପାଢୀ(ମୁନା), ବୁଗୁଡା ନଗର ବିଜେଡିର ସଭାପତି ଙ୍କ ଜୁନ ୧୦ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଅପରାହ୍ନ ଗୋଟାଏ ବେଳେ ଦେହାନ୍ତ ହୋଇଯାଇଛି। ମୁନାଭାଇ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ଅଞ୍ଚଳରେ ଏକ ଅତି ଜଣାଶୁଣା ନାମ। ଜଣେ ସୁସଂଗଠକ, ଜଣେ ପରୋପକାରୀ, ଅସାହାୟର ବନ୍ଧୁ, ସମସ୍ତଙ୍କ ଆଦରର ମୁନାଭାଇ ଜୁନ ୧୦ ତାରିଖ ଦିନ ନିଜର ଜନ୍ମଦିନରେ ସମସ୍ତଙ୍କୁ ଛାଡି […]
ବାସ୍ତବବ୍ୟୁରୋ:(ଜଳେଶ୍ୱର)ବେଆଇନ ମୋରମ୍ ଚାଲାଣ କୁ ନେଇ ଜଳେଶ୍ଵର ବିଜେପି ତରଫରୁ ସାମ୍ୱାଦିକ ସମ୍ମିଳନୀ। ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ବରଡିହା ପଂଚାୟତ ର ରାଇସୋଲ ଗ୍ରାମ ନିକଟରେ ଏକ ଟ୍ରକ (ମୂରୁମ ନେଉ ଥିବା ସମୟରେ ରାସ୍ତା ଦବି ଯିବାରୁ ଟ୍ରକ ଟି ଓଲୋଟି ପଡ଼ିଥିଲା । ଟ୍ରକ ନମ୍ବର- OD-01-AH-2666 ଘଟଣା ସ୍ଥଳ ରୁ ଡ଼୍ରାଇଭର ,ହେଲ୍ପର ଫେରାର […]
ବାସ୍ତବବ୍ୟୁରୋ: (ଭବାନୀପାଟଣା)ଆଜି କଳାହାଣ୍ଡି ଜିଲ୍ଲା ରେ ନକଲି ଔଷଧ ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।ହିମାଚଳ ପ୍ରଦେଶ ରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆସନ୍ତାକାଲି ଅର୍ଥାତ ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ଯରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ଯାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ […]
ବାସ୍ତବବ୍ୟୁରୋ:(ପୋଲସରା)ସାରା ବିଶ୍ୱରେ କରୋନା ମହାମାରି ର ଆତଙ୍କ ଲାଗି ରହିଥିବା ବେଳେ ସେଥିରୁ ଓଡିଶା ମଧ୍ୟ୍ ବାଦ୍ ପଡିନାହିଁ ା ଓଡ଼ିଶାରେ କାରୋବା ପ୍ରଥମ ଲହାରରେ ସବୁଠାରୁ ଅଧିକ ହଇଚଇ ସୃଷ୍ଟି କରିଥିଲା ଗଞ୍ଜାମଜିଲ୍ଲା |ଦ୍ୱିତୀୟ ଲହାରରେ ମଧ୍ୟ ଗଂଜାମ ବାଦ ଯାଇନି | ଲୋକସମ୍ପର୍କ ବିଭାଗ ରିପୋର୍ଟ ଅନୁଯାଇ ଆଜି ଗଂଜାମ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ଏମିତିକି ଲୋକଙ୍କ ଜୀବିକା ନିଜର କୌଳିକ […]