ଜଳେଶ୍ୱର:(ନବୀନ ସାହୁ) ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାଶୁଳିଆ ଆଦିବାସୀ ସାହିରେ ବାଶୁଳି ପୁଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି ,ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା,ପୂଜା ସରିବା ପରେ ଗ୍ରାମବାସି ମାନେ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ କିଛି ଗ୍ରାମବାସୀ […]

ବାସ୍ତବବ୍ୟୁରୋ:(ଚୌଦ୍ୱାର,ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ଆଜି ସୋମବାର ସକାଳ ୧୧ଟା ବେଳକୁ ଚୌଦ୍ୱାର ପୌରପାଳିକାର ଅନ୍ତର୍ଗତ ହିଙ୍ଗୁଲାଇ ପଡିଆ ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚୌଦ୍ୱାର ପୋଲିସ ସେଠାରେ ଅଚାନକ ଚଢାଉ କରିଥିଲେ । ୫ ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ କାବୁ କରିବା […]

ବାସ୍ତବବ୍ୟୁରୋ:(କଳାହାଣ୍ଡି)ସାପ କାମୁଡା ରେ ଯୁବକ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଠଘରl ଗ୍ରାମ ର ବିରକl ମାଝୀ ଙ୍କ 37 ବର୍ଷ ପୁଅ ମୀନକେତନ ମାଝୀ ରାତି ରେ ସୋଇ ଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା l ଫଳରେ ପ୍ରଥମେ ତାଙ୍କୁ ଥୁଆମୂଳ ରାମପୁର ଚିକତ୍ସାଲୟ ନେଇଥିଲେ ସେଠାରେ ତାଙ୍କର ଅବସ୍ଥା ସଂକତାପର୍ଣ୍ଣ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଥିଲା […]

ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବଜାରପୁର ପଂଚାୟତ ରାଜଘରପୁର୍ ଗାଁର ସଳେନ୍ଦ୍ର ନାରାୟଣ ସଂସ୍କୃତି ବିଦ୍ୟାଳୟର ସରକାରୀ ସଂସ୍କୃତ ଶିକ୍ଷକ ଜଗତ୍ ଜୀବନ ମହାପାତ୍ରଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ସୁଣିବା ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟତ୍ରୀ ମହଲରେ ଶୋକର ଲହରୀ ଖେଳିଯାଇଛି । ଶ୍ରୀ ମହାପାତ୍ର ଜଣେ ଛାତ୍ର ବଛଳ ଶିକ୍ଷକ,ପୁଜକ,ପଣ୍ଡିତ,ପରଉପକାରୀ, ଓ ଧର୍ମ ପରାୟଣ ବ୍ୟକ୍ତି ଥିବାରୁ […]

ବାସ୍ତବବ୍ୟୁରୋ:(ଭବାନୀପାଟଣା)ନିଜ ଜନ୍ମ ମାଟି ର ମହକ ଅଲଗା ଗାଁ ର ପାଣି ପବନ ରେ ଛୋଟ ରୁ ବଡ଼ ହୋଇ ଅନେକ ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇଲେ ନିଜ ଗାଁ କୁ ଭୁଲି ସହର ମୁହାଁ ହେଉଥିବା ବେଳେ ଆଜି ମଧ୍ୟ ଏମିତି କିଛି ମଣିଷ ଅଛନ୍ତି ଯିଏ ଗାଁ ର ମାଟି ପାଣି ପବନ ସହ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି ସେହିପରି ଜଣେ ଗାଁ କୁ […]

ବାସ୍ତବବ୍ୟୁରୋ:(ଜଳେଶ୍ୱର)ମହାମାରୀ କୋରୋନା ର କବଳରେ ଆଜି ସମଗ୍ର ବିଶ୍ବ। ସେଥିରୁ ବର୍ତ୍ତିନାହିଁ ମଧ୍ୟ ଭାରତ। କୋରୋନା କୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ, ସଟଡାଉନ ସହିତ ବିଭିନ୍ନ କଟକଣା ଜାରି ରହିଛି ସାରା ଭାରତ ବର୍ଷରେ ଏବଂ ଟୀକା କରଣ ମଧ୍ୟ ଜାରି ରହିଛି। ଟୀକା କରଣ ପାଇଁ ସମଗ୍ର ଭାରତ ବର୍ଷ ରେ ପ୍ରାୟତଃ ସମଗ୍ର ବିଭାଗ ତତ୍ପର। ସେଥିରୁ ଓଡ଼ିଶା ମଧ୍ୟ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି) ବିଷଧର ସାପ ଧରିବା ତାଙ୍କ ନିଶା ଓ ପେଶା ନିଜ ଜୀବନ କୁ ବିପଦ ରେ ପକାଇ ଅନ୍ୟ ଲୋକ ଙ୍କଧନ ଜୀବନ ସୁରକ୍ଷା ପାଇଁ ଦିନ ରାତି ସେଵା ପ୍ରଦାନ କରୁଥିବା ସାପ ଧରାଳି ଯୁବକ ଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗା ରେ ରହୁଥିବା ବିରେନ୍ଦ୍ର କୁମାର ସାହୁ ଆଜିକୁ ୧୩ ବର୍ଷ ହେବ ବିଷାକ୍ତ ସାପ ଧରି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୩୭୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୨୪୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୭୪୦୨ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସୋସିଆଲ ମିଡ଼ିଆ ଆଜି ସାରା ବିଶ୍ଵରେ ପ୍ରତେକ ଲୋକଙ୍କର ଦୈନଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକ ହୋଇଯାଇଛି |ଆସ୍ତେ ଆସ୍ତେ ଖବର କାଗଜ ଠାରୁ ଦୁରେଇ ଯାଉଛନ୍ତି ପାଠକ |କାରଣ ସାରା ବିଶ୍ଵର ଖବର ଆଖି ପିଛୁଳାକେ ସୋସିଆଲ ମିଡ଼ିଆ ଦ୍ୱାରା ମିଳିଯାଉଛି |ତେଣୁ ସବୁଠାରେ ସୋସିଆଲ ମିଡ଼ିଆର ଚାହିଦା,ହେଲେ ଅନ୍ୟ ରାଜ୍ୟ ମାନଙ୍କରେ ଏହାର ସଂଘ ବା ୟୁନିୟନ ଥିବାବେଳେ ଆମ ରାଜ୍ୟରେ ସେମିତି କିଛି ନଥିଲା […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ବିଜୁ ମହିଳା ଜନତା ଦଳର ନବୀକରଣ କରାଯାଇଛି । ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ମାନଙ୍କୁ ନେଇ ନୂଆ ଟିମ୍‌ରେ ୫ ଉପଦେଷ୍ଟା ମନୋନୀତ କରାଯାଇଥିବା ବେଳେ, ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ […]

Pin It on Pinterest