ଜୁନ ୩୦ ଯାଏ ବଢିପାରେ ଲକଡାଉନ |କରୋନା କଟକଣାରେ ହୋଇପାରେ ଟିକିଏ କୋହଳ |ରାଜ୍ୟର ରେଡ ଜୋନରେ ଦିନ ୧୧ ଟା ଯାଏ ଥିବା କୋହଳ ବଢିପାରେ ୨ ଟା ପର୍ଯ୍ୟନ୍ତ |ସେହିପରି ଏଲୋ ଜୋନରେ ୨ ଟା ପରିବର୍ତ୍ତେ ସନ୍ଧ୍ୟା ୫ ଟା ଯାଏ ହୋଇପାରେ କୋହଳ | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ […]

ବାସ୍ତବ ବ୍ୟୁରୋ:(ଚାନ୍ଦବାଲି)କରୋନାର ୨ୟ ଲହର ଭୟାଭୟତାକୁ ନଜରରେ ରଖି ମୈଉସୁଧା ପଞ୍ଚାୟତ ର ଛାତ୍ର ରାକେଶ ରାଉଳ ତାଙ୍କର ସାଥୀ ମାନଙ୍କୁ ନେଇ କରୋନା ମହାମାରୀ ଉପରେ ସଚେତନତା କରିବା ସହ ଜୁରୁନ୍ଦା ସାନିଟାଇଜ କରି ଗାଁ ଗାଁ ବୁଲି ମାସ୍କ, ବିସ୍କୁଟ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ଗ୍ରାମା ଅଞ୍ଚଳ ରେ କିଛି ଗରିବ ଲୋକ ଅଛନ୍ତି ଯାହାର ଆର୍ଥିକ ସ୍ବଛଳ ରହୁନାହିଁ ସେମାନେ ମାସ୍କ ଓ ସାନିଟାଇଜର […]

ବାସ୍ତବବ୍ୟୁରୋ :(ନୂଆଦିଲ୍ଲୀ )ଶେଷରେ ଟ୍ୱିଟର ଆଇଟି ନିର୍ଦ୍ଦେଶାବଳୀ ଗ୍ରହଣ କରିବାକୁ ବାଧ୍ୟ ହେଲା |ଟ୍ୱିଟର ସୋସିଆଲ ମିଡିଆ ସାଇଟ୍ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି, ଖୁବ୍ ଶୀଘ୍ର କେନ୍ଦ୍ର ପାଖରେ ସବିଶେଷ ତଥ୍ୟ ରଖିବ |ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି ଟ୍ୱିଟର ମଙ୍ଗଳବାର କହିଛି। ଟ୍ୱିଟର ଖୁବ୍ ଶୀଘ୍ର ଏହାର ବିବରଣୀ କେନ୍ଦ୍ର […]

ବାସ୍ତବ ବ୍ୟୁରୋ:ଚୌଦ୍ଵାର :(ଦୀପକ୍ କୁମାର) ଚୌଦ୍ଵାର ପୋଲିସ୍ କୁ ରଜରେ ମିଳିଛି ସଫଳତା । ଗିରଫ କରିଛି ଆଠ ଜଣ ଜୁଆଡ଼ିଙ୍କୁ । ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଉତ୍ତରେଶ୍ୱର ମନ୍ଦିର ପାଖରେ କିଛି ଲୋକ ଜୁଆ ଖେଳୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ପୋଲିସ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୌଦ୍ଵାର ପୋଲିସ୍ ଉକ୍ତ ସ୍ଥାନ ରୁ ଆଠ ଜଣ ଜୁଆଡ଼ି କୁ ଗିରଫ […]

ବାସ୍ତବବ୍ୟୁରୋ :(ଗଂଜାମ) ତ୍ରୟ ମାସିକ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଶା ସାଥି ଗୀତାରାଣୀ ପଲେଇ ଙ୍କ ନେତୃତ୍ୱରେ ଆଜି ବୁଢା଼ମ୍ବ ଗ୍ରାମରେ କରୋନା ସଚେତନତା ରାଲି, ସଭା ଓ ଟୀକାକାରଣ ସମ୍ପର୍କ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ରୁ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ସଚେତନ କରାଇବା ସହ ଟୀକା କରଣ ବୃଦ୍ଧି ପାଇଁ ଟୀକା ନେବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନତା […]

ବାସ୍ତବବ୍ୟୁରୋ :(ଚାନ୍ଦବାଲି )୧୫//୦୬//୨୦୨୧ -ଲୋକ ମାନଙ୍କୁ ବିସ୍ତାର କରିବା ଓ ପୂର୍ଣ୍ଣହ ଘରକୁ ଫେରିବା ଠୁ ଆରମ୍ଭ କରି ରିଲିଫ୍ ମଧ୍ୟ ଦିଆଯାଉଥିଲା। ଆଜିକୁ ଦିର୍ଘ ୧୮ ଦିନ ହେବ ସେବା କାର୍ଯ୍ୟ ପରେ ଆଜି ତାହାର ଅନ୍ତ ଘଟିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ତରଫରୁ ବାତ୍ୟା ୟସ ସମୟରେ ଜରୁରୀ କାଳୀନ ହେଲ୍ପ ଲାଇନ ନମ୍ବର ଯୋଗେ ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ […]

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ଆଜି (ମଙ୍ଗଳବାର) ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି । ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି ।  ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି। ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ […]

ବାସ୍ତବବ୍ୟୁରୋ: (ଚାନ୍ଦବାଲି) ୧୫\୬\୨୧-ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହେବା ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ୨ୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା। ତାହାସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢି […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)୪୦୦ ବର୍ଷର ଧାର୍ମିକ ପରମ୍ପରାକୁ କ୍ଷୁର୍ଣ୍ଣ କରାନଯାଇ,ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲାପାଳ କେନ୍ଦ୍ରାପଡା଼ଙ୍କୁ ବିଧାନସଭା ଯୁବ କଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର ପ୍ରଦାନ I ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟାସରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ […]

ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି।ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି।ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି।କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ।ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ।ତାଙ୍କ ବାପା ଏବେ ବୟଷ ର ଅପରାହ୍ନରେ […]

Pin It on Pinterest