ବାସ୍ତବବ୍ୟୁରୋ:(ଗଂଜାମ) ଗଞ୍ଜାମଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଘର ଭିତରେ ଚାଲି ଥିଲା ଏହି ଫାକ୍ଟ୍ରି।ଏଠାରେ ରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ନକଲି ବ୍ରାଣ୍ଡର ପାଣି ା ପାଟପୁର ଥାନା ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଶହ ଜବତ କରିଥିବା ସୂଚନା ଦେଈଛନ୍ତୀ । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ […]
ରାଜ୍ୟ
ବାସ୍ତବବ୍ୟୁରୋ:(ପୋଲସରା) ରାଜେନ୍ଦ୍ର କୁମାର ପାଢୀ(ମୁନା), ବୁଗୁଡା ନଗର ବିଜେଡିର ସଭାପତି ଙ୍କ ଜୁନ ୧୦ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଅପରାହ୍ନ ଗୋଟାଏ ବେଳେ ଦେହାନ୍ତ ହୋଇଯାଇଛି। ମୁନାଭାଇ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ଅଞ୍ଚଳରେ ଏକ ଅତି ଜଣାଶୁଣା ନାମ। ଜଣେ ସୁସଂଗଠକ, ଜଣେ ପରୋପକାରୀ, ଅସାହାୟର ବନ୍ଧୁ, ସମସ୍ତଙ୍କ ଆଦରର ମୁନାଭାଇ ଜୁନ ୧୦ ତାରିଖ ଦିନ ନିଜର ଜନ୍ମଦିନରେ ସମସ୍ତଙ୍କୁ ଛାଡି […]
ବାସ୍ତବବ୍ୟୁରୋ:(ଜଳେଶ୍ୱର)ବେଆଇନ ମୋରମ୍ ଚାଲାଣ କୁ ନେଇ ଜଳେଶ୍ଵର ବିଜେପି ତରଫରୁ ସାମ୍ୱାଦିକ ସମ୍ମିଳନୀ। ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ବରଡିହା ପଂଚାୟତ ର ରାଇସୋଲ ଗ୍ରାମ ନିକଟରେ ଏକ ଟ୍ରକ (ମୂରୁମ ନେଉ ଥିବା ସମୟରେ ରାସ୍ତା ଦବି ଯିବାରୁ ଟ୍ରକ ଟି ଓଲୋଟି ପଡ଼ିଥିଲା । ଟ୍ରକ ନମ୍ବର- OD-01-AH-2666 ଘଟଣା ସ୍ଥଳ ରୁ ଡ଼୍ରାଇଭର ,ହେଲ୍ପର ଫେରାର […]
ବାସ୍ତବବ୍ୟୁରୋ: (ଭବାନୀପାଟଣା)ଆଜି କଳାହାଣ୍ଡି ଜିଲ୍ଲା ରେ ନକଲି ଔଷଧ ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।ହିମାଚଳ ପ୍ରଦେଶ ରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆସନ୍ତାକାଲି ଅର୍ଥାତ ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ଯରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ଯାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ […]
ବାସ୍ତବବ୍ୟୁରୋ:(ପୋଲସରା)ସାରା ବିଶ୍ୱରେ କରୋନା ମହାମାରି ର ଆତଙ୍କ ଲାଗି ରହିଥିବା ବେଳେ ସେଥିରୁ ଓଡିଶା ମଧ୍ୟ୍ ବାଦ୍ ପଡିନାହିଁ ା ଓଡ଼ିଶାରେ କାରୋବା ପ୍ରଥମ ଲହାରରେ ସବୁଠାରୁ ଅଧିକ ହଇଚଇ ସୃଷ୍ଟି କରିଥିଲା ଗଞ୍ଜାମଜିଲ୍ଲା |ଦ୍ୱିତୀୟ ଲହାରରେ ମଧ୍ୟ ଗଂଜାମ ବାଦ ଯାଇନି | ଲୋକସମ୍ପର୍କ ବିଭାଗ ରିପୋର୍ଟ ଅନୁଯାଇ ଆଜି ଗଂଜାମ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ଏମିତିକି ଲୋକଙ୍କ ଜୀବିକା ନିଜର କୌଳିକ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୯୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ:(ସତ୍ୟବାଦୀ)ସରକାର ଙ୍କ ପକ୍ଷରୁ ୨୦୦୦ ମସିହାରେ ଶିଳ୍ପୀଗ୍ରାମର ମାନ୍ୟତା ପାଇଥିବା ରଘୁରାଜପୁରୁ, ନିଜର ଐତିହ୍ୟ କଳା ସଂସୃତି ପଟଚିତ୍ର ପାଇଁ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଛି। ଅନ୍ୟପଟେ ଏହି ଗ୍ରାମ ଗୋଟି ପୁଅ ନାଚ ପାଇଁ ମଧ୍ୟ ପ୍ରସିଦ୍ଧ । ଦାଣ୍ଡସାହିର ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ରଘୁରାଜପୁର ପ୍ରସିଦ୍ଧ । ଯାହାକି କାଲିର ପୂରାତନ ଗ୍ରାମଟିଏ ଥିଲା ତାହା ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ । […]
ବାସ୍ତବବ୍ୟୁରୋ:(କୋଣାର୍କ)- ଆଜି ଅପରାହ୍ନରେ କୋଣାର୍କ -ଭୁବନେଶ୍ୱର ର ମୁଖ୍ୟ ରାସ୍ତା ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ଧଳା ରଙ୍ଗର ବୋଲେରୋ (ନମ୍ବର) OD 02 BG 6181 ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ର ପଦିନିପଦା ଗାଁ କୁ […]
ବାସ୍ତବବ୍ୟୁରୋ: (ବରୀ) ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ରଘୁନାଥପୁର ପଂଚାୟତରେ ସୂଚନା ଅନୁସାରେ ରଘୁନାଥପୁର ଗାଁ ର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକରେ ଘର କରି ରହୁଥିଲେ ଗୋବିନ୍ଦ ବେହେରାଙ୍କ ପୁଅ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରସିଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳେ ପୋଲିସ […]


