ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର।ଡିଜିପି ଅଭୟଙ୍କ ସୂଚନା ଅନୁସାରେ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ କିନ୍ନର ମାନେ ଆବେଦନ କରି ପାରିବେ ।ଏହି ପଦବୀ ପାଇଁ ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ସ୍ଥିର କରାଯାଇଛି ।ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଖୁଶିବ୍ୟକ୍ତ କରିଛନ୍ତି ବିଭିନ୍ନ କିନ୍ନର ସଂଘ | […]
ରାଜ୍ୟ
ବାସ୍ତବବ୍ୟୁରୋ:(କୋଣାର୍କ)କୋଣାର୍କ- ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର୍ଶ୍ଵର ସାରଡା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର ପ୍ଲାଣ୍ଟ ସାମ୍ନା ରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ବିକ୍ଷୋଭ।ସାରଡା ଗ୍ରାମବାସୀ ଙ୍କୁ ଏହି ଘରୋଇ ଦୁଗ୍ଧ କମ୍ପାନୀ ଦୁଗ୍ଧ ଚାଷ କରିବାକୁ ଋଣ ଯୋଗାଇ ଦେଇଥିଲା।ଚାଷୀ ମାନଙ୍କ ଠାରୁ ପ୍ରତିଦିନ ୧୫୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣ ର ଦୁଗ୍ଧ ଏହି ଘରୋଇ କମ୍ପାନୀ ଗ୍ରହଣ କରୁଥିବା ବେଳେ, ମହାମାରୀ କରୋନା […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେ ମାସ ଯେତିକି ସରିସରି ଆସୁଛି ସେତିକି କମିକମି ଆସୁଛି କରୋନା ସଂକ୍ରମଣ ହାର | ଲୋକଙ୍କ ମନରେ ଆସିଛି ଆଶ୍ବସ୍ତି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋ,ଇଛନ୍ତି । ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ […]
ବାସ୍ତବ ବ୍ୟୁରୋ:(ଚାନ୍ଦବାଲି) ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଉଦଘାଟନ କରିଥିଲେ । କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଅନୁଭବ ହେଉଛି ତେଣୁ ରକ୍ତବିନା କାହା ଜୀବନ ନ […]
ବାସ୍ତବବ୍ୟୁରୋ:(କୋଲକତା)ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ।ତୃଣମୂଳରୁ ବିଜେପିରେ ସାମିଲ ହୋଇଥିବା ନେତା ମାନେ ପୁଣି ଘରକୁ ଫେରିବାକୁ ଛଟପଟ ହେଲେଣି | ମମତାଙ୍କ ସହ ମନାନ୍ତର ହେତୁ ଦଳରୁ ତାଡିଆଖାଇଥିବା ନେତା,ସର୍ବ ପ୍ରଥମେ ବିଜେପିକୁ ଦେଇଥିଲେ ମୁକୁଲ ରୟ |ହେଲେ ଏବେ ଘରକୁ ଫେରିଛନ୍ତି ଅର୍ଥାତ୍ ସେ ଟିଏମସି ଫେରିଛନ୍ତି। ବାସ୍ତବରେ ସେ ତାଙ୍କ ପୁଅ ସୁଭ୍ରାନ୍ସୁଙ୍କ ସହ ତୃଣମୂଳ […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ସାମିଲ ହୋଇଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ | ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ ଜିଲ୍ଲାର ଛାମୁଆ କଂଗ୍ରେସ ନେତା ତଥା କର୍ମୀମାନେ ଭାରତ ପେଟ୍ରୋଲ ପମ୍ପ୍ ତିନିମୁହାଣୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି | ଏଥିରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା […]
ବାସ୍ତବବ୍ୟୁରୋ:(ମାହାଙ୍ଗା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ,ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ,ନିଶ୍ଚନ୍ତ କୋଇଲି ବ୍ଲକ କଂଗ୍ରେସ ତରଫ ରୁ କଟିକଟା ପଦ୍ମିନୀ ପେଟ୍ରୋଲ […]
ଝାରସୁଗୁଡା ବିମାନବନ୍ଦରରେ ଲାଗିବ Instrumental Landing System । ବର୍ଷା ସମୟରେ ଅବା କୋହଲା ପାଗରେ ବିମାନସେବା ବାତିଲ ହେବନାହିଁ । ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ । ଖାଇବା ତେଲ ମଧ୍ୟ ଲିଟର ପିଛା ୨୦୦ ଟପିଲାଣି । ଏପଟେ ଖାଉଟି ହେଲେଣି ହଇରାଣ । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ […]
କଟକ:(ଦୀପକ୍ କୁମାର)କଟକ କମିସନରେଟ ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା । ମଙ୍ଗଳାବାଗ ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଛି । […]


