ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାତ୍ଯା ୟାସ ରେ କ୍ଷୟକ୍ଷତି ହୋଇଥିବା ପଞ୍ଚାୟତ ରେ ସରକାର ସଠିକ ଆକଳନ କରି ଯେତେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଗୋଟିଏ ମାସର ରିଲିଫ, ଗୋ ଖାଦ୍ୟ ପ୍ରଦାନ କରିବା ସହ ଯୁଦ୍ଧ କାଳୀନ ପରିସ୍ଥିତି ପାନୀୟ ଜଳ, ବିଜୁଲି ସହ ମେଡିକାଲ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଯେଉଁ ଠି ପାଣି ଛାଡିଜାଇଛି ସେଠାରେ ରାଜ୍ୟ ସରକାର ସଠିକ […]

ବାସ୍ତବବ୍ୟୁରୋ:(ସାଲେପୁର) ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ର କାଲୁରିଆ ଗାଁ ରାସ୍ତା ରେ। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୨ କୋଟି ୮୨ ଲକ୍ଷ ଟଙ୍କା ବିନିଯୋଗ ରେ ହୋଇଥିବା ବେଳେ ମାତ୍ର ୨୦ ଦିନ ନ ପୁରୁଣୁ ରାସ୍ତା ର ଅବସ୍ଥା ବେହାଲ୍‌। ରାସ୍ତା ର ପାଖାପାଖି ୫୦୦ ମିଟର ଫାଟି ଯାଇଥିବା ବେଳେ ରାସ୍ତାର ଦୁଇ ପାଖରେ […]

ବାସ୍ତବବ୍ୟୁରୋ:(ଭଦ୍ରକ) ବାତ୍ୟା ପରେ ମାତ୍ର ୨୪ ଘଂଟାରେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାଲାଗି ଡିଣ୍ଡିମ ପିଟୁଥିବା ବେଳେ ଆଜିକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ଓ ଆରୁହା ଗ୍ରାମ ବିଦ୍ୟୁତ ସେବାରୁ ବଂଚିତ । ବାରମ୍ବାର ଦାବି ଓ ପ୍ରତିବାଦ କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି । କରୋନା କାଳରେ […]

ବାସ୍ତବବ୍ୟୁରୋ:(ଚୌଦ୍ବାର) ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ ର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକ ଙ୍କ ର ୨ କେଜି ରୁ ୩ କେଜି ରୁ ଉର୍ଦ୍ଧ୍ବ ଚାଉଳ କମ ଥିବା ର ଅଭିଯୋଗ ଆସିଛି | ଯାହାକୁ ନେଇ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୮୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୪୭୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୭୧୩୩ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଟୁଇଟର ଏପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟକୁ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା) ନିୟମ, ୨୦୨୧ ସମ୍ବନ୍ଧରେ ସବିଶେଷ ବିବରଣୀ ଦେଇନାହିଁ। ଉତ୍ସଗୁଡ଼ିକ ଏହି ବିଷୟରେ ସୂଚନା ଦେଇଥିଲେ | ଚଳିତ ବର୍ଷ ଫେବୃଆରୀରେ ନୂତନ ନିର୍ଦ୍ଦେଶାବଳୀକୁ ସୂଚିତ କରାଯାଇଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମ ମାନିବାକୁ ତିନି ମାସ […]

ବାସ୍ତବବ୍ୟୁରୋ:(କଟକ) ରୋଗିଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ ପଡୁଥିଲା ବେଳେ ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ ବୋଲି କଟକ CMC ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଆଉ ହଇରାଣ ହେବାକୁ ପଡିବ ନାହିଁ । ସୁବିଧାରେ ରୋଗୀଙ୍କ ତଥ୍ୟ ପାଇପାରିବେ ସଂପର୍କୀୟ। ଏଥିଲାଗି ସିଏମସି ପକ୍ଷରୁ ପ୍ରତି କୋଭିଡ ହସ୍ପିଟାଲରେ ୨୪ଘଣ୍ଟିଆ […]

ବାସ୍ତବବ୍ୟୁରୋ:(ଚୌଦ୍ଵାର) ତମ୍ବା ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଧରିବାରେ ସଫଳ ହେଇଛି ଜଗତପୁର ପୋଲିସ । ଜବତ ହୋଇଥିବା ତମ୍ବାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି । ଏଥିସହ ଗାଡ଼ି ଚାଳକକୁ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଗାଡ଼ି ଚାଳକ ଜଣକ ଟାଙ୍ଗୀ ଥାନା ଭଟିମୁଣ୍ଡା ଅଞ୍ଚଳର ଶଙ୍କର୍ଷଣ ପୃଷ୍ଟି (୪୦) । ଶୁକ୍ରବାର ବଢି ଭୋର୍ ସମୟରେ ଏକ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଓଡିଶାରେ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୨ଟି ଦୀର୍ଘସୂତ୍ରୀ ଓ ସ୍ଥାଇ ବ୍ୟବସ୍ଥା ଦାବି କରିଛନ୍ତି। ବିଶେଷ କରି ଓଡ଼ିଶାରେ […]

ବାସ୍ତବବ୍ୟୁରୋ:(ଚୌଦ୍ଵାର) ଚୌଦ୍ୱାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚୌଦ୍ୱାର ଶାଖା ମିଳିତ ଉଦ୍ୟମରେ ସ୍ଥାନୀୟ ଓ ଟି ଏମ୍ କଲୋନୀ ସ୍ଥିତ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଅଫିସ ଗୃହରେ , ଚୌଦ୍ୱାର ପୌରାଞ୍ଚଳ ଓ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମାଂଚଳ ରେ କୋଭିଡ ରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସା ହେଉଥିବା ରୋଗୀ […]

Pin It on Pinterest