ବାସ୍ତବବ୍ୟୁରୋ:ନି.ପ୍ର(କଟକ) ବ୍ରାଞ୍ଚ ବ୍ୟାଙ୍କ ମ୍ୟାନେଜର ନାଁ କହି ଲକ୍ଷାଧିକ ଟଙ୍କା ଲୁଟ । ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ହୋଇଥିଲା ଅଭିଯୋଗ । ଯାହାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ୍ ପୋଲିସ । ଏହି ଲୁଟ ମାମଲାରେ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, […]

ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ବାତ୍ଯା ୟାସରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଅଞ୍ଚଳର ଅନୁଧ୍ଯାନ ପାଇଁ ଆଜି(ସୋମବାର ) ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଧାମରାବନ୍ଦରସ୍ଥିତ ଅ।ଦାନୀ ହ୍ଯାଲିପେଡରେ ଓହ୍ଲାଇବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହା ପରେ ଜିଲା ପ୍ରଶାସନର ଖସଡା ଅନୁଯାୟୀ କେନ୍ଦ୍ରୀୟ ଟିମର ସଦସ୍ଯମାନେ ପ୍ରଥମେ ଧାମରା ସମୁଦ୍ରମୁହାଣର ସାବିତ୍ରୀ ସାରାଇ,ଚନ୍ଦିନପାଳ, କାଳିନାଳୀ ,ବିଦ୍ୟୁତପ୍ରଭା , ଆଦି ପ୍ରଭାବିତ ଅଞ୍ଚଳ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୯୩୭୬ ଜଣ […]

ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ, ଆଜି ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ,ଅବଶିଷ୍ଟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ | ଜାରି ରହିବ ପ୍ରାକ୍‌ ମୌସୁମୀ ବର୍ଷା । ଏଥିସହ ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ […]

ବାସ୍ତବବ୍ୟୁରୋ:(ଭବାନୀପାଟଣା) ଧଳା ଯାହାର ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧାରୁଆ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ନିକଟରେ ଛପିରହିଥିବା ବେଳେ ଡ୍ରଗ୍ସ ଚାଲାଣ କାରି ଏକ ଆର୍ଟିଗା ଗାଡ଼ି ରେ ସମ୍ବଲପୁର ରୁ ଭବାନୀପାଟଣା ଆସୁଥିବା ସମୟରେ କାବୁକରିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୩୮.୭୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବର କରିଥିବା […]

ବାସ୍ତବବ୍ୟୁରୋ:ନି.ପ୍ର- କୋଭିଡ ସଂକ୍ରାମିତଙ୍କ ଚିକିସ୍ଛା ସୁବିଧା ପାଇଁ, ଓଡ଼ିଶାର ୫ଟି ସହରରେ ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର । ଆଜି ଏହି ସେବା ଶୁଭାରମ୍ଭ କରିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପର୍ଯ୍ୟରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ,ଡୋରଷ୍ଟେପ ଅକ୍ସିଜେନ ସେବା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଏହି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର, […]

ବାସ୍ତବବ୍ୟୁରୋ:ନି.ପ୍ର (ଚୌଦ୍ୱାର) ଚୌଦ୍ୱାର ଥାନା ଅନ୍ତର୍ଗତ ଧୁମାବତୀ ଛକ ନିକଟରେ ଥିବା ଏକ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ଗୁରୁବାର ସନ୍ଧ୍ୟାପରେ ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଚୋରମାନେ ଦୋକାନ ଘରର ମୁଖ୍ୟ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦେବା ସହିତ ଦୋକାନରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇ ଦୋକାନରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାରୁ […]

ବାସ୍ତବବ୍ୟୁରୋ:ନି.ପ୍ର (ସାଲେପୁର) କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରି ମାନବଜାତିକୁ ମହାସଂକଟ ମଧ୍ୟ କୁ ଟାଣିନେଉଛି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରି ସମସ୍ତ ଜନସାଧାରଣ ଙ୍କୁ ମାସ୍କ ପରିଧାନ, ସାନିଟାଇଜକରଣ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଭଳି ସ୍ତିତି ରେ ଖୋଦ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ […]

ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ବଡ଼ ମେଡ଼ିକାଲ SCB ରେ ଫାଙ୍କା ପଡୁଛି କୋଭିଡ ବେଡ଼ । ଯାହା କିଛି ମାତ୍ରାରେ ଲୋକଙ୍କୁ ଆଶ୍ୱସ୍ଥ କରାଉଛି । ହେଲେ ICU ବେଡ଼ ସ୍ଥିତି ଯେମିତି ଥିଲା ସେମିତି ରହିଛି । କାରଣ ଯେଉଁ ରୋଗୀର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେଉଛି ସେ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି ହେଉଛି । ଆଉ ଅନେକ ଦିନ ପର୍ଯ୍ୟନ୍ତ ରହୁଛନ୍ତି । ଯାହା ଅନ୍ୟ ରୋଗୀ ମାନଙ୍କ ପାଇଁ […]

ବାସ୍ତବବ୍ୟୁରୋ:ନି.ପ୍ର (ଭୁବନେଶ୍ଵର) ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୯୨୧ଜଣ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ୩୦୮୧ ଜଣ ଅଛନ୍ତି । ୪୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି। ଆଗରୁ ସଂକ୍ରମଣ ହାର ୨୩ ପ୍ରତିଶତ ଉପରେ ରହୁଥିଲା,ଯାହା […]

Pin It on Pinterest