ବାସ୍ତବବ୍ୟୁରୋ:(କଳାହାଣ୍ଡି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକଙ୍କୁ ଦି ମୁଠା ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା ।ହେଲେ ଅର୍ଥାଭାବରୁ କେଉଁଠି ରାସନ କାର୍ଡ ବନ୍ଧା ପଡିଥିବା ବେଳେ, କେଉଁଠି ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ହିତାଧିକାରୀ ।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ସୂଚନା […]

ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ବସ୍ତିରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି, ଯାହାକି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଆକ୍ରମଣ ହୋଇଥିବାବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି, ମୃତ ଯୁବକ ଜଣକ ଙ୍କ ହେଲେ ଚନ୍ଦନ ପ୍ରଧାନ, ଖବର ପାଇ ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

ବାସ୍ତବବ୍ୟୁରୋ:ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା ମହାମାରୀ |କମିବାରେ ଲାଗିଛି ସଂକ୍ରମଣ ହାର,ରାଜ୍ୟବାସୀଙ୍କ ମନରେ ଆସିଛି ଟିକିଏ ଆଶ୍ବସ୍ତି | ଏହି ସମୟରେ ଆଜି ସରକାରଙ୍କ ଘୋଷଣାକୁ ଚାତକ ପରି ଚାହିଁଛନ୍ତି ସମସ୍ତେ |ସରକାର କଣକରିବେ ଘୋଷଣା ଅନଲକ୍ ହେବକି ନା ଏମିତି ଅନେକ ପ୍ରଶ୍ନ |ହେଲେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ଯାହା ଆମର ଅନୁମାନ ସହ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ,ଜୁନ ୩୦ […]

ଜୁନ ୩୦ ଯାଏ ବଢିପାରେ ଲକଡାଉନ |କରୋନା କଟକଣାରେ ହୋଇପାରେ ଟିକିଏ କୋହଳ |ରାଜ୍ୟର ରେଡ ଜୋନରେ ଦିନ ୧୧ ଟା ଯାଏ ଥିବା କୋହଳ ବଢିପାରେ ୨ ଟା ପର୍ଯ୍ୟନ୍ତ |ସେହିପରି ଏଲୋ ଜୋନରେ ୨ ଟା ପରିବର୍ତ୍ତେ ସନ୍ଧ୍ୟା ୫ ଟା ଯାଏ ହୋଇପାରେ କୋହଳ | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ […]

ବାସ୍ତବ ବ୍ୟୁରୋ:(ଚାନ୍ଦବାଲି)କରୋନାର ୨ୟ ଲହର ଭୟାଭୟତାକୁ ନଜରରେ ରଖି ମୈଉସୁଧା ପଞ୍ଚାୟତ ର ଛାତ୍ର ରାକେଶ ରାଉଳ ତାଙ୍କର ସାଥୀ ମାନଙ୍କୁ ନେଇ କରୋନା ମହାମାରୀ ଉପରେ ସଚେତନତା କରିବା ସହ ଜୁରୁନ୍ଦା ସାନିଟାଇଜ କରି ଗାଁ ଗାଁ ବୁଲି ମାସ୍କ, ବିସ୍କୁଟ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ଗ୍ରାମା ଅଞ୍ଚଳ ରେ କିଛି ଗରିବ ଲୋକ ଅଛନ୍ତି ଯାହାର ଆର୍ଥିକ ସ୍ବଛଳ ରହୁନାହିଁ ସେମାନେ ମାସ୍କ ଓ ସାନିଟାଇଜର […]

ବାସ୍ତବବ୍ୟୁରୋ :(ନୂଆଦିଲ୍ଲୀ )ଶେଷରେ ଟ୍ୱିଟର ଆଇଟି ନିର୍ଦ୍ଦେଶାବଳୀ ଗ୍ରହଣ କରିବାକୁ ବାଧ୍ୟ ହେଲା |ଟ୍ୱିଟର ସୋସିଆଲ ମିଡିଆ ସାଇଟ୍ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି, ଖୁବ୍ ଶୀଘ୍ର କେନ୍ଦ୍ର ପାଖରେ ସବିଶେଷ ତଥ୍ୟ ରଖିବ |ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି ଟ୍ୱିଟର ମଙ୍ଗଳବାର କହିଛି। ଟ୍ୱିଟର ଖୁବ୍ ଶୀଘ୍ର ଏହାର ବିବରଣୀ କେନ୍ଦ୍ର […]

ବାସ୍ତବ ବ୍ୟୁରୋ:ଚୌଦ୍ଵାର :(ଦୀପକ୍ କୁମାର) ଚୌଦ୍ଵାର ପୋଲିସ୍ କୁ ରଜରେ ମିଳିଛି ସଫଳତା । ଗିରଫ କରିଛି ଆଠ ଜଣ ଜୁଆଡ଼ିଙ୍କୁ । ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଉତ୍ତରେଶ୍ୱର ମନ୍ଦିର ପାଖରେ କିଛି ଲୋକ ଜୁଆ ଖେଳୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ପୋଲିସ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୌଦ୍ଵାର ପୋଲିସ୍ ଉକ୍ତ ସ୍ଥାନ ରୁ ଆଠ ଜଣ ଜୁଆଡ଼ି କୁ ଗିରଫ […]

ବାସ୍ତବବ୍ୟୁରୋ :(ଗଂଜାମ) ତ୍ରୟ ମାସିକ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଶା ସାଥି ଗୀତାରାଣୀ ପଲେଇ ଙ୍କ ନେତୃତ୍ୱରେ ଆଜି ବୁଢା଼ମ୍ବ ଗ୍ରାମରେ କରୋନା ସଚେତନତା ରାଲି, ସଭା ଓ ଟୀକାକାରଣ ସମ୍ପର୍କ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ରୁ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ସଚେତନ କରାଇବା ସହ ଟୀକା କରଣ ବୃଦ୍ଧି ପାଇଁ ଟୀକା ନେବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନତା […]

ବାସ୍ତବବ୍ୟୁରୋ :(ଚାନ୍ଦବାଲି )୧୫//୦୬//୨୦୨୧ -ଲୋକ ମାନଙ୍କୁ ବିସ୍ତାର କରିବା ଓ ପୂର୍ଣ୍ଣହ ଘରକୁ ଫେରିବା ଠୁ ଆରମ୍ଭ କରି ରିଲିଫ୍ ମଧ୍ୟ ଦିଆଯାଉଥିଲା। ଆଜିକୁ ଦିର୍ଘ ୧୮ ଦିନ ହେବ ସେବା କାର୍ଯ୍ୟ ପରେ ଆଜି ତାହାର ଅନ୍ତ ଘଟିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ତରଫରୁ ବାତ୍ୟା ୟସ ସମୟରେ ଜରୁରୀ କାଳୀନ ହେଲ୍ପ ଲାଇନ ନମ୍ବର ଯୋଗେ ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ […]

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ଆଜି (ମଙ୍ଗଳବାର) ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି । ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି ।  ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି। ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ […]

Pin It on Pinterest