ବାସ୍ତବବ୍ୟୁରୋ:ନି.ପ୍ର (କଟକ) ଯୋବ୍ରା ଆନିକଟ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଦୁହିଁଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ କେଉଁ କାରଣରୁ ଏହି ଦମ୍ପତି ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଦୁଇ ତିନି ମାସ ମଧ୍ୟରେ […]
ରାଜ୍ୟ
ବାସ୍ତବବ୍ୟୁରୋ:(କଳାହାଣ୍ଡି) ତୁହା କୁ ତୁହା ବର୍ଷା।ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।ପାଣି ଉପରେ ପଡିଛି ପିଚୁ।ଗ୍ରାମ ବାସୀ ର ପ୍ରତିବାଦ କୁ ବିଭାଗୀୟ ଯନ୍ତ୍ରୀଙ୍କ ବେଖାତିର।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ- ସର୍ଗିଗୁଡା -ପ୍ରଧାନମନ୍ତ୍ରୀ ସଡକ ସାମୟିକ ରକ୍ଷଣାବେକ୍ଷଣ ନିର୍ମାଣ କାମ ରେ। ଯାହା ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଦୀର୍ଘ ୮ବର୍ଷ ରୁ ଏହି ରାସ୍ତା ର ରକ୍ଷଣାବେକ୍ଷଣ […]
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବକ ଜଣକ ଚୌଦ୍ୱାର ତଳ ବଜାର ର ଅର୍ଯୁନି ବୋଲି ଜଣା ପଡ଼ିଥିବା ବେଳେ ସେ ଏକ ତେଜରାତି ଦୋକାନ କାମ କରୁଥିଲେ । ଆତ୍ମହତ୍ୟା ର କାରଣ ଜଣା ପଡି ନାହିଁ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତ […]
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କିନ୍ନର ନେଲେ କରୋନା ଟୀକା। କଟକ ମହାନଗର ନିଗମ ପକ୍ଷରୁ କିନ୍ନର ମାନଙ୍କ ପାଇଁ ମତ୍ତଗଜପୁର ଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରାଯାଇଥିଲା। ସେହି କ୍ୟାମ୍ପରେ ସହରର ବହୁ କିନ୍ନର ମାନେ ନେଇଛନ୍ତି କରୋନା ଭ୍ୟାକସିନ୍ । ତେବେ କିନ୍ନର ମାନଙ୍କ ପାଇଁ ପୁର୍ବରୁ ଘରୋଇ ହସ୍ପିଟାଲରେ ଟୀକାକରଣ ର ବ୍ୟବସ୍ତା କରାଯାଇଥିଲା। ହେଲେ ଆଜି ନିଗମ ପ୍ରଶାସନ ପକ୍ଷରୁ ପ୍ରଥମ କରି କିନ୍ନର ମାନଙ୍କ ପାଇଁ ସୁବନ୍ଦୋବସ୍ତ […]
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ମଧୂପାଟଣା ଥାନା ପୋଲିସ କୁ ବଡ଼ ମିଳିଲା ସଫଳତା । ବ୍ରାଉନ ସୁଗାର ଚାଲାଣ ବେଳେ ଧରା ପଡିଲେ ୨ ଜଣ ଯୁବକ । ତାଙ୍କ ନିକଟରୁ ୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଗ୍ରାମରେ ଥିବା ଆମ୍ବ ତୋଟା […]
ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ଯ ଲାଭ କରିଥିବା ବେଳେ କନ୍ଯାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ଯ ପ୍ରାପ୍ତ ହୋଇଛନ୍ତି। ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା […]
ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ୟୁନିଟ୍-୬ ହାଇସ୍କୁଲର ସମୁଦାୟ ୭.୬୭ ଏକର ଜମି ଦୁଇଟି ପ୍ଲଟ୍ ଆକାରରେ ଥିବାବେଳେ ଏଥିରୁ ୨.୪୫ ଏକର ଜମି ବ୍ୟବହାର ହେଉନାହିଁ ବୋଲି ଦର୍ଶାଇ […]
ବାସ୍ତବବ୍ୟୁରୋ:(ନି.ପ୍ର କଣାସ) ପୁରୀ ଜିଲ୍ଲା କଣାସ ବ୍ଲକ କେଶରପୁର ଗାଁ ରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡ ରେ ରାମଚନ୍ଦ୍ର ସୁନ୍ଦରାୟ ଙ୍କ ଗୋଟିଏ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଉଛି ଏହି ଘରକୁ ଗୁହାଳ ଭାବେ ବ୍ୟବହାର ହେଉଥିଲା।ଅଗ୍ନି ଲାଗିବାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହା ହୋଇଥାଏ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ରେ କୌଣସି ଧନ ଜିବନ ଖେୟକ୍ଷତି ହୋଇ ନାହିଁ।କିଛି କୁଣ୍ଡା ଧାନ […]
ବାସ୍ତବବ୍ୟୁରୋ:(ଚୌଦ୍ୱାର) ଆଜି ଦିନ ଦିପହର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ହରିଆନ୍ତା ଛକ ନିକଟରେ ଏକ କାର ରୋଡ଼ ସାଇଡ଼ ରେ ବାସନ ବିକୁ ଥିବା ଏକ ମହିଳା ଉପରକୁ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ହି ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ଘଟଣା ରୁ ପ୍ରକାଶ ଯେ ଏ କାର କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ହରିଆନ୍ତା ଛକ ନିକଟରେ କାରଟି […]
ବାସ୍ତବବ୍ୟୁରୋ:ନି.ପ୍ର (କାନପୁର) ଗତ କଲି (ସୋମବାର) କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହରେରେ, ମହାବିଦ୍ୟାଳୟ ର ଭାରା ପ୍ରାପ୍ତ ଅଧ୍ଯକ୍ଷ ଓଡ଼ିଆ ପ୍ରାଧ୍ଯାପକ ପ୍ରଫେସର ସୁରେନ୍ଦ୍ର କୁମାର ଦାସଙ୍କ ବିଦାୟ କାଳୀନ ସମାରୋହ କୋଭିଡ୍ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦାୟ କାଳୀନ ସମାରୋହ ରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଜୟ କିଶୋର ଦାଶ ସଭାପତିତ୍ବ କରିଥିଲେ। ପ୍ରଥମେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିଦାୟକାଳୀନ ଅଧ୍ଯକ୍ଷ ପ୍ରଦୀପ […]


