ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ବିରୋଧରେ ଚାଲିଥିବା ଲଢେଇରେ ଆଗରେ ଯୁଧ୍ୟ କରୁଥିବା ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକ ସୁସ୍ଥ ଭାରତ ପ୍ରତି ତାଙ୍କର କର୍ତ୍ତବ୍ୟ, ଉତ୍ସାହ ଏବଂ ପ୍ରତିବଦ୍ଧତା ଉତ୍କୃଷ୍ଟ ଅଟେ। ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କୋଭିଡ -୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆଗରେ ଲଢ଼ୁଥିବା ନର୍ସମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଏକ ସୁସ୍ଥ ଭାରତ ପ୍ରତି ତାଙ୍କର […]
ରାଜ୍ୟ
ଚୀନ୍ କମ୍ପାନୀ ହୁଆୱେ ଏବଂ ଜେଟିଇ ବିନା ଭାରତ 5G ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରିଛି ଏବଂ ଏହାକୁ ଏକ ସାର୍ବଭମ୍ୟ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛି। ବାସ୍ତବବ୍ୟୁରୋ:ଚୀନ୍ କମ୍ପାନୀ ହୁଆୱେ ଏବଂ ଜେଟିଇ ବିନା 5G ପରୀକ୍ଷା କରିବା ପାଇଁ ଭାରତ ନିକଟରେ କରିଥିବା ନିଷ୍ପତ୍ତିକୁ ଆମେରିକା ଏକ ସାର୍ବଭମ୍ୟ ନିଷ୍ପତ୍ତି ବୋଲି କହିଛି। ଆମେରିକାର ବୈଦେଶିକ ବିଭାଗର ଜଣେ […]
ବାସ୍ତବବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ କମିଶନର,ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ଏବେ ବିଏମ୍ସି ର ନୂଆ କମିଶନର ଭାବେ ୧୯୯୭ ବ୍ୟାଚ୍ର ଆଇଏଏସ୍ ଅଫିସର, ସଞ୍ଜୟ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିବା ’ସହିତ ତାଙ୍କୁ ସ୍ମାର୍ଟ ସିଟି […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ:କାରନାର ଭୟ ପ୍ରତିଟି ମୁହୁର୍ତରେ ଦେଶବାସୀଙ୍କ ଭୟଭୀତ କରୁଥିବା ବେଳେ, ମାଡିଆସୁଛି ଆଉ ଏକ ମହାବିପଦ |ହୋଇପାରେ ମହାବାତ୍ୟା । ଏ ବର୍ଷର ପ୍ରଥମ ବାତ୍ୟା ,ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ତାରିଖ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର ।ଆଜି ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଏହି ଷୋହଳଟି ଜିଲ୍ଲା ଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର|ସବୁ ଜିଲ୍ଲାର ସଦର ମହକୁମାରେ […]
ବାସ୍ତବବ୍ୟୁରୋ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ,୨୯ ,୯୪୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଏଥି ସହିତ ଦେଶରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ ,୨୯ ,୯୨ ,୫୧୭ କୁ ବୃଦ୍ଧି ପାଇଛି | ଦେଶରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟାର ୭୪ ପ୍ରତଶତ ମୁଖ୍ୟତଃ କେଉଁ ୧୦ ଟି ରାଜ୍ୟର ଆସନ୍ତୁ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୪୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୮୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା […]
ବାସ୍ତବବ୍ୟୁରୋ:ଗତ ସୋମବାର ସନ୍ଧ୍ୟା ୬ଟା ୪୫ମିନିଟରେ,ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ବାମୀ ଗୋପୀନାଥ ମହାନ୍ତି । ସେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଂଗ ଗାଁରେ ୧୯୪୮ ମସିହା ଫେବୃଆରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଗତ ଅପ୍ରେଲ ୨୮ତାରିଖରୁ […]
ବାସ୍ତବବ୍ୟୁରୋ:କୌଣସି ଦେଶରେ ସାଇବର ଆକ୍ରମଣ ହେତୁ ଆପଣ ଜରୁରୀକାଳୀନ ପରିସ୍ଥିତିର ଖବର ପଢି ନଥିବେ , କିନ୍ତୁ ଆମେରିକାରେ ଏହା ଘଟିଛି ଏକ ବଡ଼ ସାଇବର ଆକ୍ରମଣ ହୋଇଛି | ଏହି ସାଇବର ଆକ୍ରମଣ ପରେ ଆମେରିକା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କୁହାଯାଉଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ସାଇବର ଆକ୍ରମଣ। ଆମେରିକାର ବୃହତ୍ତମ ଇନ୍ଧନ ପାଇପ ଲାଇନ ଉପରେ ଏହା ଏକ […]