ବାସ୍ତବବ୍ୟୁରୋ: ମାନବିକତା ହଜି ଆସୁଛି ସତ ହେଲେ ମରିନି, ସାରା ଦୁନିଆ କରୋନା ମହାମାରୀର ଆତଙ୍କରେ ଆତଙ୍କିତ | ବାପ ମାଆଙ୍କୁ ମିଳୁନି କାନ୍ଧ,ସନ୍ତାନ କୁ ଡାକ୍ତରଖାନାରେ ଛାଡି ପଳାଉଛନ୍ତି | ହେଲେ ଏହି ଦୂରଦିନରେ ନୂଆପଡା ଜିଲ୍ଲାରେ ନିଜ ଅଟୋରିକ୍ସାକୁ ଆମ୍ବୁଲାନ୍ସ କରି ମାଗଣା ସେବା ଯୋଗାଉଛନ୍ତି କୁମର ତାଣ୍ଡି | ନିଜ ଅଟୋ ରେ କରୋନା ପୀଡିତଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଯାଆନ୍ତି କୁମାର,ଚିକିତ୍ସା ପରେ ଘରକୁ ଛାଡିବା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୪୮୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୭୬୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୪୭୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

ବାସ୍ତବବ୍ୟୁରୋ: ସିଏମ୍ ଏନ ରଙ୍ଗାସା ମିଶପଥ ଗ୍ରହଣ କରିବାର ୪୮ ଘଣ୍ଟା ପରେ କରୋନା ସଂକ୍ରମିତ |ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି, ରବିବାର ଦିନ କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର କହିଛନ୍ତି ଯେ ରଙ୍ଗାସାମୀଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଡୁଚେରୀର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ରଙ୍କ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ରାଜ୍ୟରେ କମିବାର ନା ଧରୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢ଼ୁଚିତ ଦିନେ କମଛି ।ହସ ଲିଭିଛି ଜନତାଙ୍କ ମୁହଁରୁ, ସମସ୍ତଙ୍କ ମନରେ ପ୍ରଶ୍ନ ମୋ ପାଳି ପଡି ଜୀବନୀତ ଏହାରି ଭିତରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୧୦୦୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟାଇନ୍‌ରେ […]

ଆସାମର ମୁଖ୍ୟମନ୍ତ୍ରୀଙ୍କ ନାମକୁ ସିଲ୍ କରିବା ପାଇଁ ଆଜି ବିଧାୟକଙ୍କ ଏକ ବୈଠକ ବସିଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ସରବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ । ବାସ୍ତବବ୍ୟୁରୋ:ଏନଡ଼ିଏ ଆସାମରେ ଐତିହାସିକ ବିଜୟର ୬ ଦିନ ପରେ ମଧ୍ୟ ବିଜେପି ଆଜି ରାଜ୍ୟରେ ‘କୋନ ବନେଗା’ ମୁଖ୍ୟମନ୍ତ୍ରୀ’ଙ୍କ କବଳରୁ ବର୍ତି ପାରିନଥିଲା । ଆସାମର ପରବର୍ତ୍ତୀ ସିଏମ୍ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଙ୍କଟରୁ ମୁକୁଳିବା ପାଇଁ ପ୍ରାୟତଃ ରାଜ୍ୟ ଲକ୍ ଡାଉନ୍କୁ ଆପଣେଇଛନ୍ତି |ଏବେ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ବୁଲା ଗାଈ-ଗୋରୁ,କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାରେ | ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ରିଲିଫ ପାଣ୍ଠିରୁ ପାଞ୍ଚୋଟି ମହାନଗର ନିଗମ ୪୮ଟି ମ୍ୟୁନିସ୍‌ପାଲିଟି ଓ ୬୧ଟି ଏନ୍ଏସିକୁ ଷାଠିଏ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି । ବିଭିନ୍ନ […]

ବାସ୍ତବବ୍ୟୁରୋ:ପୁଡ଼ାଶୁଳ ଛକ ନିକଟରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ |କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଡ୍ରାଇଭର୍‌ଙ୍କ ଓ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ମିଲ୍କିଥିବା ଖବର ଅନୁଯାଇ,ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ମଲିଆଣି ପଟରୁ ଆସୁଥିବା ଏକ ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଫଳରେ ମନ୍ତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି […]

ଲାଞ୍ଚର ସଦ୍ୟତମ ମାମଲା ରାଜସ୍ଥାନର ଜୟପୁରରୁ ଆସିଛି। ଏଠାରେ ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏକ ଘରୋଇ ହସ୍ପିଟାଲର ଜଣେ ପୁରୁଷ ନର୍ସଙ୍କୁ କରୋନା ରୋଗୀଙ୍କ ପାଇଁ ଆଇସିୟୁ ବେଡ୍ ବ୍ୟବସ୍ଥା କରିବା ନାମରେ ଲାଞ୍ଚ ନେଇ ଗିରଫ କରିଛି। ବାସ୍ତବବ୍ୟୁରୋ:ଭାରତରେ କରୋନା ମହାମାରୀ ଚରମ ସୀମାରେ ରହିଛି। ଏହି ସଙ୍କଟ ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ପରସ୍ପର ପ୍ରତି ସାହାଯ୍ୟର ହାତ ବଢା଼ଉଛନ୍ତି ଏବଂ ଅନ୍ୟ ପଟେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟରେ ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ । ଏମସିଏଲ୍‌ ବୋର୍ଡ ଏଥିପାଇଁ ଅନୁମୋଦନ ଦେଇଥିବାରୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପତ୍ର ଆଧାରରେ,ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ […]

ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୪୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି […]

Pin It on Pinterest