ବାସ୍ତବବ୍ୟୁରୋ :ଭୁବନେଶ୍ୱର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ।ସାଂସଦ ସପ୍ତଗିରି ଉଳାକା ଟ୍ୱିଟ କରି ସୂଚନା ଦେଇଛନ୍ତିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରଞ୍ଜନ ସୁସ୍ଥ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୬୮୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୨୫୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ […]

ବାସ୍ତବବ୍ୟୁରୋ :(ଭୁବନେଶ୍ବର) ଗତବର୍ଷ ଆଜିର ଦିନରେ ୧୧୯୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲେବି ଜଣେ ବି ସଂକ୍ରମିତ ଚିହ୍ନଟ ହୋଇ ନଥିଲେ ହେଲେ ଆଜି, ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ପ୍ରତିଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୮୦୬ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ […]

ବାସ୍ତବବ୍ୟୁରୋ :ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଗିରଫ କରିଛି ଓଡ଼ିଶା ପୁଲିସ ।କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ପୋଲିସ ଗିରଫ କରିଛି ହାଇଦର କୁ । ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ହାଇଦର,ଏପ୍ରିଲ ୧୦ ତାରିଖରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନିଶା ଖୁଆଇ ,କଟକ ଏସସିବିରୁ ଗ୍ୟାଙ୍ଗଷ୍ଟର ଫେରାର ହୋଇଯାଇଥିଲା | […]

ବାସ୍ତବବ୍ୟୁରୋ :ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,କୋଭିଡ-୧୯ ଟୀକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି | ରାଜ୍ୟରେ ଟିକାର ଅଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ […]

ବାସ୍ତବବ୍ୟୁରୋ :ଗୋଟିଏ ଦିନରେ ଦୁଇ ଲକ୍ଷରୁ କରୋନା ଅଧିକ ସଂକ୍ରମଣ ଜୀବାଣୁ ରେକର୍ଡ ହେବା ପରେ ଭାରତରେ ମୋଟ ସଂକ୍ରମଣ ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ରେ ପହଞ୍ଚିଛି। ଏହି ସମୟରେ ଏହି ରୋଗ ହେତୁ ୧୦୩୮ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ରୋଗର ସକ୍ରିୟ ମାମଲା ବର୍ତ୍ତମାନ ୧ .୪ ମିଲିୟନ ଅତିକ୍ରମ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ବାସ୍ତବବ୍ୟୁରୋ :(ଭୁବନେଶ୍ବର) ରାଜ୍ୟର କରୋନା ସ୍ତୁତିକୁ ନଜରରେ ରଖି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।ଏହା ସହ ଆସନ୍ତା ୧୯ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ହେବା ନେଇ ନିର୍ଦେଶନାମା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁଯାଇ,ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ […]

ବାସ୍ତବବ୍ୟୁରୋ 🙁 କଟକ) ସୁନେଲି ପରଦାର ସୁପରହିଟ ଯୋଡି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ଏବେ ଅଦାଲତରେ ସୁପରହିଟ |ଆଜି ଦିଲ୍ଲୀ ପଟିଆଲା ତା କାଲି ସୁପ୍ରିମକୋଟ,ଶେଷରେ “ଆରେ ଢମଣା ବୁଲିବାଲିକରି ସେଇ ଅଗଣା” ପାରିବାରିକ ବିବାଦ ପାଖ ଛାଡ଼ୁନି ସାଂସଦ ଅଭିନେତା ଅନୁଭବଙ୍କର । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କଟକ ଏସଡିଜିଏମ୍ କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ନିଜ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିବା […]

ବାସ୍ତବବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିକି ,ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରିହେବ । ସେ କହିଛନ୍ତି ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି | ନିର୍ବାଚନ କମିଶନ ପିପିଲି ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ନିର୍ବାଚନ ତାରିଖ ସ୍ଥିର କରିବେ ନିର୍ବାଚନ ଆୟୋଗ ।ବିଜ୍ଞପ୍ତି […]

ବାସ୍ତବବ୍ୟୁରୋ :ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଗୋଟିଏ ଦିନ ପରେ,ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ, ଗଣମାଧ୍ୟମ ଜରିଆରେ ଓଡ଼ିଶାବାସୀଙ୍କୁ ପ୍ରଶ୍ନ କରିଛନ୍ତି |କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ? ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓଡ଼ିଶା ପୁଲିସର ଅପରାଧୀକୁ ଧରିବାରେ ବିଫଳ ।ଗାଙ୍ଗଷ୍ଟର […]

Pin It on Pinterest