ବାସ୍ତବବ୍ୟୁରୋ :ଗୁରୁବାର ଭୋର ୪ଟା ସମୟରେ ଥରିଲା ରାୟଗଡା,ଅନୁଭୂତ ହେଲା ମୃଦୁ ଭୂକମ୍ପ ।ମିଳିଥିବା ସୂଚନାନୁଯାୟୀ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲେ ମଧ୍ୟ, ଏବେ ଯାଏଁ ଭୁକମ୍ପ ତ୍ରିବତା ରିକ୍ଟର ସ୍କେଲ୍‌ର କେତେ ଥିଲା , ତାହା ଜଣାପଡିନାହିଁ । ସୂଚନାନୁଯାୟୀ ,ଆଜି ଭୋର ୪ଟା ରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଲୋକେ ନିଜ ଘରୁ […]

ବାସ୍ତବବ୍ୟୁରୋ :ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା, ସଂକ୍ରମଣର ତରଙ୍ଗ କାୟା ବିସ୍ଥାରୁଛି । ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଲକ୍‌ଡାଉନ୍‌ ସପକ୍ଷରେ କେହି ନଥିଲେବି ପରିବେଶ ଓ ପରିସ୍ତିତିକୁନେଇ ସୁନ୍ଦରଗଡ଼ ର ବଡଗାଁ ପଞ୍ଚାୟତକୁ ସରପଞ୍ଚ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । , ସୁନ୍ଦରଗଡ଼ ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି, ସ୍ଥାନୀୟ ସରପଞ୍ଚକଡ଼ା ପଦକ୍ଷେପ […]

ବାସ୍ତବବ୍ୟୁରୋ : ପିପିଲି ଉପ ନିର୍ବାଚନର ,କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ।ଆଉ ଦୁଇ ଦିନ ପରେ ହୋଇଥାନ୍ତା ନିର୍ବାଚନ ହେଲେ କରୋନାରେ ଦେହାନ୍ତ ଘଟିଥିବା କୁହାଯାଏ । ଭୁବନେଶ୍ଵର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ |ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହେବାପରେ କରନା ପରୀକ୍ଷା ରେ, ୧୦ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଥିଲା | ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ବୁଧବାର) […]

ବାସ୍ତବବ୍ୟୁରୋ 🙁 ଭୁବନେଶ୍ୱର)ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଏଜି ଛକରେ ଥିବା, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୁର୍ତିଇରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅବସରରେ, ଗଣମାଧ୍ୟମ ପ୍ରତିନିଧି, କରୋନା ଟିକାର ଅଭାବ ନେଇ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ଚାହିଁଥିଲେ ।ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି “ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ […]

ବାସ୍ତବବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗ କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କରିଛନ୍ତି । ଏହି ୬ ଟି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ରାୟଗଡା ଓ କୋରାପୁଟ | ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ଅଛି |ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର […]

ବାସ୍ତବବ୍ୟୁରୋ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି କି, ରାଜ୍ୟର କରୋନା ସ୍ତିତି ଅନୁଧ୍ୟାନ କଲା ପରେ ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ | ସିବିଏସଇ ବୋର୍ଡ ଦଶମ ପରୀକ୍ଷା ବାତିଲ ହେବା ପରେ, ସାମ୍ବାଦିକଙ୍କ ପ୍ରଶ୍ନର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ, କେନ୍ଦ୍ର ସରକାର CBSE ବୋର୍ଡ ପରୀକ୍ଷା […]

ବାସ୍ତବବ୍ୟୁରୋ:କରୋନା ସଙ୍କଟର ମୁକାବିଲା ପାଇଁ ବିଦେଶୀ ଟିକାକୁ ଫାଷ୍ଟ ଟ୍ରାକ୍ ଅନୁମତି ପ୍ରଦାନ କରିବାକୁ, ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ବିଦେଶୀ ଟିକା ଆମଦାନୀ କରିବାକୁ ଦାବି କରିଥିଲେ, କିନ୍ତୁ ପ୍ରତ୍ୟାଖ୍ୟାନ କରି ଯାଇ , କେନ୍ଦ୍ର ମନ୍ତ୍ରୀମାନେ କମେଣ୍ଟ କରିଥିଲେ। ପରୋକ୍ଷରେ ସମାନ କଥା କହି ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, “ପ୍ରଥମେ ସେମାନେ ତୁମକୁ ଅଣଦେଖା […]

 ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ। ଏଥିସହ ଓଡ଼ିଆ ନବବର୍ଷ।  ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୩୫୩ରେ ପହଞ୍ଚିଛି […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ବା ପଣାସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା।ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ […]

ବାସ୍ତବବ୍ୟୁରୋ:ବବି ବାବୁଙ୍କ ପାଠ କମ୍‌ ବସ୍ତାନୀ ବଡ଼… ଏ କଥା କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ | ଏ ଉକ୍ତିର ତାତ୍ପର୍ଯ୍ୟ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରିବା ପଛରେ ଭର୍ତ୍ତୃହରି ମହତାବଙ୍କର ପ୍ରମୁଖ ଭୂମିକା ରହିଛି। ୧୨ ତାରିଖରେ କଟକରେ ପ୍ରଜାତନ୍ତ୍ରର ବିଷୁବ ମିଳନ କାର୍ଯ୍ୟକ୍ରମରେ ଏକଥା କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେଲାପରି,କଲି […]

Pin It on Pinterest