ବାସ୍ତବବ୍ୟୁରୋ:’ହାଇଦରକୁ ଖସାଇବା ପାଇଁ ଡିସେମ୍ବରରୁ ଚାଲିଥିଲା ପ୍ଲାନ୍, ‘ଫେରାରର ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି’,ସୁପରିକଳ୍ପିତ ଭାବେ ଫେରାର କରାଯାଇଛି’ଗ୍ୟାଙ୍ଗଷ୍ଟାର ହାଇଦରକୁ | ‘ଏଠି ଏସଟିଏଫ କରୁଥିଲା କଣ ? ଏମିତି ଅନେକ କଟୁ ସତ୍ୟ ଓ ପ୍ରଶ୍ନ ପରେ ପ୍ରଶ୍ନ,ଏ ଆଉ କେହି ନୁହନ୍ତି ଓଡିଶା ରାଜନୀତିର ପିତାମହ,ବର୍ଷିୟନ ରାଜନୀତିଜ୍ଞ ବିଜୟ ମହାପାତ୍ରଙ୍କର |ଶ୍ରୀ ମହାପାତ୍ରଙ୍କ ପ୍ରଥମ ଯୁକ୍ତି ‘ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ’ ।ସତ ଲୁଚାଇବାକୁ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୧୯୪୮ ମସିହା ଏପ୍ରିଲ ୧୩ ତାରିଖ,ମାନେ ଆଜିର ଦିନରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସ୍ୱୀକୃତି ପାଇଥିଲା |ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ,ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ । ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ […]

ବାସ୍ତବବ୍ୟୁରୋ:ଆଜି ସକାଳେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ ପାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଅଛନ୍ତି ।ହେଲିକପ୍ଟର ଯୋଗେ ସକାଳ ୭ଟା ୪୦ମିନିଟରେ ବାଲେଶ୍ବର ସହରର ପୋଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇ ଛନ୍ତି । ପହଁଚିବା ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ […]

ବାସ୍ତବବ୍ୟୁରୋ:ଭୁବନେଶ୍ବର ୧୩।୦୪ : ଆମ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି | ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ କରୋନା ନୂଆ ସଂକ୍ରାମିତଙ୍କ ସଂଖ୍ୟା ୧୭୮୪ । ଏବେ ସୁଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୩୦୮୬ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାନୁଯାୟୀ ଏହି ସଂକ୍ରମିତଙ୍କ ମଧ୍ୟରୁ ୧୦୩୫ […]

ବାସ୍ତବବ୍ୟୁରୋ: ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ମାସ୍କ ଚେକିଂ ନାଁରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନିତିଦିନିଆ । ହେଲେ ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର କରିବାକୁ ନେଇ ଜିଲ୍ଲା ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାସହ, ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏସପିଙ୍କ ଚାମ୍ବରରେ ପଶି ରିଲିଫ […]

ଲୋକମାନେ ଟିକା ନେବା ପୂର୍ବରୁ ଶରୀରରେ କୁପ୍ରଭାବ ଓ ସୁପ୍ରଭାଵ କୁ ନେଇ ଅନେକ ଚିନ୍ତାରେ ପଡନ୍ତି, ଏହି ଚିନ୍ତାଧାରାକୁ ଦୂର କରିବା ପାଇଁ ଶରୀରରେ ଜଳର ଅଭାବ ନହେବା ଜରୁରୀ ତା’ସହ ବିଶେଷଜ୍ଞ ଙ୍କ ପରାମର୍ଶ ବି ଜରୁରୀ | ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ତରଙ୍ଗ ଜୋରସୋରରେ କାୟା ମେଲି ଚାଲିଛି ,ସେହିଭଳି ଦେଶରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି।ହେଲେ କାହିଁ ନାକାହିଁ ଟିକା ନେବାରେ ପାର୍ଶ୍ୱ ପ୍ରତିକ୍ରିୟା […]

ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭୁବନେଶ୍ବରରୁ ପ୍ରତିଦିନ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ବାହାରୁଛନ୍ତି । ବିଏମ୍‌ସି ସୂଚନା ଅନୁସାରେ ମୁଖ୍ୟତଃ ଅନ୍ୟ ରାଜ୍ୟ ବା ସହରରୁ ରେଳ ଯୋଗେ ଭୁବନେଶ୍ୱର […]

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସଙ୍କ କହିବାନୁସାରେ,କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା ଅଛି।ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ।ତାତି କମିବା ସହ ପାଗ ଥଣ୍ଡାଳିଆ ରହିବ।ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ […]

ବାସ୍ତବବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ ।ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଥିବାବେଳେ, ୧୪ ତାରିଖ ଯାଏ ଚାଲିବ କରୋନା ଟିକା ଉତ୍ସବ | ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଘୋଷଣା ଓ ରାଜ୍ୟରେ ଟୀକା ଅଭାବ କାହିଁନା କାହିଁ ତାଳ ମେଲର ଅଭାବ |ଖାଲି ଓଡିଶା ନୁହେଁ ସବୁ ରାଜ୍ୟର ଟୀକାର ସ୍ତିତି ବୁଝି ଏ ସିଧ୍ୟାନ୍ତରେ ପହଂଚିବାର ଥିଲା |ଓଡ଼ିଶାରେ […]

ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି | ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ […]

Pin It on Pinterest