ବାସ୍ତବବ୍ୟୁରୋ: ଏବେ ଦିନକୁ ଦିନ ରାଜ୍ୟରେ ବଢୁଥିବା କୋଭିଡ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିସନ୍ଧ୍ୟାରେ କରିବେ ସମୀକ୍ଷା ବୈଠକ।ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିସନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାର ସୂଚନା ମିଳିଛି । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ।ଦିନକୁ […]

ବାସ୍ତବବ୍ୟୁରୋ:ମୁଖାତାର୍ ଅନସାରୀର ପ୍ରତ୍ୟାବର୍ତ୍ତନ ସହିତ ବଡ ଖବର! ‘ବ୍ୟାରେକ୍ ନମ୍ବର ୧୫ ‘ ମୁଖତାର ନୂଆ ଠିକଣା ହେବ |ବନ୍ଦା ଜେଲର ବ୍ୟାରେକ ନମ୍ବର ୧୫ ମାଫିଆ ଡନ୍ ମୁଖତାର ଅନସାରୀର ନୂଆ ଠିକଣା ହେବ | ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲର ବଡ଼ ବଡ଼ ଗଛ କାଟି ଦିଆଯାଇଛି। ଏହା ସହିତ ମୁଖତାର ର ଜେଲ ଚାରିପାଖରେ ଥିବା କୋଠାଗୁଡ଼ିକ ଉପରୁ ମଧ୍ୟ ନଜର ରଖାଯିବ। ବ୍ୟାରେକ ନମ୍ବର […]

ବାସ୍ତବବ୍ୟୁରୋ:ଦୁଇ ସପ୍ତାହ ଭିତରେ ଛତିଶଗଡରେ ଦ୍ୱିତୀୟ ନକ୍ସଲ ଆକ୍ରମଣ ହୋଇଛି ।ଏଥର ଏହି ଘଟଣାରେ ସୁରକ୍ଷା ବାହିନୀର ୨୭ ସୈନିକ ସହିଦ ହୋଇଥିବାବେଳେ ମୋଟ ୪୬ ସୈନିକ ଆହତ ହୋଇଥିଲେ। ବିଜାପୁର ଆକ୍ରମଣ ପରେ ଅନ୍ତର୍ଜାତୀୟ ଜଗତର ଦୃଷ୍ଟି ଆକର୍ଷଣ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘଟଣାରେ ଆହତ ଯବାନମାନଙ୍କୁ ଭେଟି ସେମାନଙ୍କ ବିଷୟରେ ଜାଣି ସେମାନଙ୍କୁ ଉତ୍ସାହିତ କରିଥିଲେ। ଶାହା ସୈନିକ ମାନଙ୍କ ସହିତ ଖାଦ୍ୟ ମଧ୍ୟ […]

ବାସ୍ତବବ୍ୟୁରୋ:ପାଣିପାଗ ବିଭାଗର ସୂଚନାନୁଯାଇ ଦୁଇଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ଓ କାଳବୈଶାଖୀ କମିବ ।ରାଜ୍ୟବାସୀ ଯୋଗୁ କାଳବୈଶାଖୀ ତାତିରୁ ଟିକିଏ ନିସ୍ତାର ପାଇଥିଲେ ହେଲେ ପୁଣି ଉପରମୁହାଁ ହେବ ତାପମାତ୍ରା । ସୋମବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ‌ଉପରେ ଥିଲା । ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୦.୫ ଡିଗ୍ରୀ ଛୁଇଁଥିଲା । ମାଲକାନଗିରି, ଟିଟିଲାଗଡ଼, […]

ସରକାର କହିଛନ୍ତି ଯେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତରେ ଅପାର ସମ୍ଭାବନା ରହିଛି। ଭାରତ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି କରିପାରିବ ଏବଂ ଏହା ୨୦୨୬ -୨୭ ସୁଦ୍ଧା ୨ .୫ ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ। ବାସ୍ତବବ୍ୟୁରୋ:ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭ୍ (PLI) ପରେ ସରକାର ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏହି ଯୋଜନା ଆଣିଛନ୍ତି […]

ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ଏପ୍ରିଲ ମାସର ଆରମ୍ଭରୁ ପ୍ରଦ୍ୱୀଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦେଖି,ରାଜ୍ୟ ସରକାର କରୋନା ଟିକାର ଅଭାବ ଅନୁଭବ କରି ,କେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ପାଇଁ ଚିଠି ଲେଖିଛନ୍ତି | ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁଯାୟୀ ଏବେ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଗଚ୍ଛିତ […]

ବାସ୍ତବବ୍ୟୁରୋ:ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି ବିରୋଧରେ ହାଇକୋର୍ଟର ଦ୍ଵାରସ୍ତ ହୋଇଛି ଭାରତୀୟ ବିକାଶ ପରିଷଦ।ଏହି ବର୍ଦ୍ଧିତ ବିଦ୍ୟୁତ୍ ବିଲ୍କୁ ବିଭିନ୍ନ ରାଜନୈତକ ଦଳ ବିରୋଧ କରୁଥିଲେବି ଖାଲି ଭାଷଣ ବାଜିରେ ସୀମିତ ରହିଥିବାବେଳେ, ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ପିଟିସନ ଦାଖଲ କରିଛି | ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶ୍ଳୁକ ବୃଦ୍ଧି […]

ମାଇକ୍ରୋବାୟୋଲୋଜିଷ୍ଟଙ୍କ କହିବାନୁସାରେ, ଭୂତାଣୁ ପାଞ୍ଚ ଦିନ ଧରି ସକ୍ରିୟ ରହିଥାଏ | ସଂକ୍ରମଣ ରୋକିବା ନିୟମ ମାନୁଥିବା ଦୋକାନରୁହିଁ ମାଂସ କିଣନ୍ତୁ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ବିଚାରକୁ ନେଇ, ସଂକ୍ରମଣ ପ୍ରତିରୋଧ ପ୍ରୋଟୋକଲ ବିଷୟରେ ସଚେତନତା ପାଇଁ ପୁଣି ଥରେ ଆଲୋଚନା ହେଉଛି | ଉଦ୍ଧାର ପାଇଁ ICAR ଦ୍ୱାରା ଦିଆଯାଇଥିବା ପରାମର୍ଶରେ ଚମଡା ପର୍ସ, ବେଲ୍ଟ, ବ୍ୟାଗ, ଜୋତା ଇତ୍ୟାଦି ବ୍ୟବହାର ଏବଂ […]

ବାସ୍ତବବ୍ୟୁରୋ:କରୋନାସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି (ରବିବାର) ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିର । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ,ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ,ପ୍ରଭୃତିସ୍ଥାନକୁ ବିଶୋଧନ କରାଯିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦକରାଯାଇଥିଲା ।ଗତକାଲି ମନ୍ଦିର ସାନିଟାଇଜ୍‌ କରିବା ପରେ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରଖୋଲାଯିବା ପରେ, ସକାଳୁ ଭକ୍ତମାନେ ମହାପ୍ରଭୁଙ୍କୁ […]

ବାସ୍ତବବ୍ୟୁରୋ: ପବ୍ ଡ୍ୟାନ୍ସର ଜଗନ୍ନାଥ ମଲ୍ଲିକ ନୀଳାଦ୍ରିବିହାର ଆଦର୍ଶ ବସ୍ତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଖବର ଅନୁଯାଇ, ଜଗନ୍ନାଥ ପେସାରେ ଜଣେ ରଙ୍ଗ ମିସ୍ତ୍ରୀ ହେଲେ ନିଶା ଡାନ୍ସ | ମାଟ୍ରିକ୍‌ ପାସ ପରେ ଅର୍ଥାଭାବରୁ ସେ […]

Pin It on Pinterest