ହାଇଲାଇଟ୍ସ:ଦେଶରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧ ,୬୧ ,୨୪୦ କୁ ବୃଦ୍ଧି ପାଇଛି।ଗତ ବର୍ଷ ଅକ୍ଟୋବର ୧୬ ରେ, ୨୪ ଘଣ୍ଟା ମଧ୍ୟରେ ୬୩ ,୩୭୧ ନୂତନ ମାମଲା ଗ୍ରହଣ କରାଯାଇଥିଲା |ଦେଶରେ ରୋଗୀଙ୍କ ପୁନରୁଦ୍ଧାର ହାର ୯୪ .୮୫ ପ୍ରତିଶତକୁ ଖସି ଆସିଛି। ବାସ୍ତବବ୍ୟୁରୋ:ଭାରତରେ ଗୋଟିଏ ଦିନରେ ୬୨ ,୨୫୮ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ କରାଯାଇଥିଲା ଏବଂ ଏହା ସହିତ ଶନିବାର(ଆଜି) […]
ରାଜ୍ୟ
ବାସ୍ତବବ୍ୟୁରୋ:ଗୋଟିଏ ଦିନରେ ରାଜ୍ୟରେ ୨୩୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୨୪ ତାରିଖ ତୁଳନାରେ ୨୦ ଅଧିକ। ନୂଆପଡ଼ାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୨, କଟକ ୨୯, ବରଗଡ଼ ୨୪, କଳାହାଣ୍ଡି ୧୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୫ ଲେଖାଏଁ ଓ ସମ୍ବଲପୁରରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଓ […]
ବାସ୍ତବବ୍ୟୁରୋ:’ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା’ ଏ କଥା କହିଛନ୍ତି ପିପିଲି ଉପ ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରାର୍ଥୀ, ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ।ବହୁ କଳ୍ପନା ଜଳ୍ପନା ଆନ୍ତଘଟାଇ ଶାସକ ବିଜେଡି ଆଜି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ବିଜେଡିରେ ଖୁସିର ଲହରୀ | ସାମ୍ବାଦିକ ସମିଳନୀରେ ରୁଦ୍ରପ୍ରତାପ […]
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ସନ୍ଧ୍ୟା ୬ଟା ଯାଏଁ ଗାଡି, ରେଳ ଚଳାଚଳ ଓ ଦୋକାନ ବଜାର ବନ୍ଦ ପାଇଁ ଡାକରା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ମାମଲା […]
ବାସ୍ତବବ୍ୟୁରୋ:ପୂର୍ବତଟ ରେଳପଥ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ,ଆସନ୍ତା ଏପ୍ରିଲ ୧୩ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବ |ଏହି ଟ୍ରେନ (୦୮୪୨୩) ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍ରେ ପହଞ୍ଚିବ। ସେହିପରି (୦୮୪୨୪) ଟ୍ରେନ ନୟାଗଡ଼ରୁ ସକାଳ ୬ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଓ […]
ବାସ୍ତବବ୍ୟୁରୋ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବା ପରିପେକ୍ଷୀରେ କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖିବା ସହ ଫୋନ୍ ଯୋଗେ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏ ସମ୍ଵଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ସିଂହଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ।ଟିଟିପିଏସ୍ ବନ୍ଦ ହେବ ନାହିଁ ଓ […]
ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ? ଆପଣ ଜାଣିଲେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବେ | ବାସ୍ତବବ୍ୟୁରୋ:ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅଧିକ ଓଜନ ଏବଂ ମେଦବହୁଳତାର ଶିକାର ହୋଇ ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ, ଉଭୟଙ୍କ ମଧ୍ୟରେ କିପରି ପାର୍ଥକ୍ୟ ହେବ? ପ୍ରତ୍ୟେକ ମଣିଷର ଆଦର୍ଶ ଓଜନ […]
ବାସ୍ତବବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ବିଜ୍ଞପ୍ତି ଜାରି କରିଛି | ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା । +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।ଏହି ପରୀକ୍ଷା ୩୦ ତାରିଖରେ ହେବ | କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ […]
ବାସ୍ତବବ୍ୟୁରୋ:ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ଅନୁଯାଇ, ଭୁବନେଶ୍ୱର-ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଆସନ୍ତା ଏପ୍ରିଲ ୭ ତାରିଖରୁ ଚାଲିବା ଆରମ୍ଭ କରିବ। ଭୁବନେଶ୍ୱର-ଭଦ୍ରକ ମେମୁ(୬୮୪୦୮) ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ରେ ବାହାରି ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ।ଠିକ ସେହିପରି ଏପ୍ରିଲ ୮ରୁ ସକାଳ ୬ଟା ୧୫ରେ ଭଦ୍ରକ-ଭୁବନେଶ୍ୱର ମେମୁ(୬୮୪୦୭) ଭଦ୍ରକରୁ ବାହାରି ପୂର୍ବାହ୍ନ ୯ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, […]
ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ରାଜ୍ୟରୁ ସଂଗ୍ରହ ହୋଇଛି ୪୨ କୋଟିରୁ ଅଧିକ ଟଙ୍କା । ଏହି ଅର୍ଥକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବିକାଶ ପାଇଁ ପଠାଯାଇଛି । ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ରୁ ବିଦ୍ୟୁତ ଉତ୍ପାଦନ ଆଜିଠାରୁ ବନ୍ଦ ହୋଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ଏହି ପ୍ଲାଣ୍ଟ ଆସନ୍ତା ୩୧ ତାରିଖରୁ ସବୁଦିନ ପାଇଁ ବନ୍ଦ ହେବାକୁ ବସିଥିଲାବେଳେ ପର୍ଯ୍ୟାୟକ୍ରମେ ଉତ୍ପାଦନ ବନ୍ଦ […]


