ସ୍ପର୍ଶ ନକରି କରୋନା ପରୀକ୍ଷା କରାଯିବ, କାଶର ଶବ୍ଦ ଶୁଣିବା ପରେ କରୋନା ଅଛି କି ନାହିଁ ତାହା କହିବ ଆପ୍ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସମସ୍ତ ଦେଶ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ପ୍ରାଦୁର୍ଭାବ ହ୍ରାସ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା ଆବଶ୍ୟକ। ଯଦି ଆପଣ ସାମାନ୍ୟ […]
ରାଜ୍ୟ
ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଅନୁଯାଇ,ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ଅଛି । ବାସ୍ତବବ୍ୟୁରୋ:ବରିଷ୍ଠ ଜନସଂପର୍କ ଅଧିକାରୀ କହିଛନ୍ତିକି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ,ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ।କୋଭିଡ ପୂର୍ବରୁ […]
ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଦେଖାଦେଇଛି । ଆଜି ଓ ଆସନ୍ତାକାଲି ରାଜ୍ୟର 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା ଦେଖାଦେଇଛି । ଝାରସୁଗୁଡା, ସୁନ୍ଦରଗଡ , ଅନୁଗୁଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି ଏସଆରସି । ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । […]
ବାସ୍ତବବ୍ୟୁରୋ: ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା | ଗତକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଥିଲା।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର […]
ବାସ୍ତବବ୍ୟୁରୋ:ଗତକାଲି ଶିମିଳିପାଳ ତଥା ଓଡ଼ିଶାର ୨୬ ଜିଲ୍ଲାରେ ଜଳୁଥିବା ଜଙ୍ଗଲ ଘଟଣାକୁ ନେଇ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ଉଦ୍ବେଗ ପ୍ରକାଶ କରିବାର ଦିନକ ପରେ, ଅର୍ଥାତ ଆଜି ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ, ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ | ଶ୍ରୀ ମଲ୍ଲିକ […]
କୋଭିଡ-୧୯ କଟକଣା ମଧ୍ୟରେ ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଥିବା ବେଳେ ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ନବୀନ ମମତାଙ୍କ ଶୀଘ୍ର ସୁସ୍ଥ ହେବା ସହିତ ଆରୋଗ୍ୟ କାମନା କରିଛନ୍ତି । ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ […]
୭ ବର୍ଷରେ ଦ୍ୱିଗୁଣ ହେଲା ଏଲପିଜି ସିଲିଣ୍ଡର ମୂଲ୍ୟ -ଥିଲା ୪୧୦ ଆଜି ୮୧୯ ବାସ୍ତବବ୍ୟୁରୋ:ଏହି କରୋନା ମହାମାରୀ କାଳରେ ଆକାଷଛୁଅଁ ହୋଇଛି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ |ଏହି ବୃଦ୍ଧି ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେଉଁଠାରେ ପେଟ୍ରୋଲ ଦେଶର ଅନେକ ଅଞ୍ଚଳରେ ୧୦୦ ଅତିକ୍ରମ କରିଛି। ଏଥି ସହିତ,ନିତ୍ୟ ଆବଶ୍ୟକତାର ମୁଖ୍ୟ ଅଙ୍ଗ ପାଲଟିଥିବା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ଏକ […]
ମୁଁ ମୋର ନାମ ଭୁଲିପାରେ କିନ୍ତୁ ନନ୍ଦିଗ୍ରାମକୁ କେବେବି ଭୁଲି ପାରିବି ନାହିଁ | ନାମାଙ୍କନ ଦାଖଲ କରିବା ପରେ ଏ କଥା କହିଛନ୍ତି ମମତା ବାନାର୍ଜୀ | ବାସ୍ତବବ୍ୟୁରୋ:(କୋଲକାତା) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନନ୍ଦିଗ୍ରାମରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମଲେଖା ପୂର୍ବରୁ ଶିବ ମନ୍ଦିରରେ ପୂଜା କରିବାକୁ ମମତା ପହଞ୍ଚିଥିଲେ। ଫର୍ମ ଦାଖଲ କରିବା ପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ […]
ଆଜି ମୟୂରଭଞ୍ଜ ବନ୍ଦ ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ | ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରିବାରେ, ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ‘ଭଞ୍ଜସେନା’ ପକ୍ଷରୁ ଏହି ୯ଘଣ୍ଟିଆ ବନ୍ଦ ସକାଳୁ ଆରମ୍ଭ ହୋଇଛି। ଜିଲ୍ଲାର ଅଗ୍ରଣୀ ସଂଗଠନ […]
ବାସ୍ତବବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋତମା ଏୟାର ଷ୍ଟ୍ରିପ୍ ରେ ପହଞ୍ଚିବାପରେ, ହେଲିକାପ୍ଟରରେ ତିଖାଲି ଯାଇ ୨ ହଜାର କୋଟି ଟଙ୍କାରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ […]


