ବାସ୍ତବବ୍ୟୁରୋ:ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ,ସକାଳ ୭ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି | ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି,ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବାର ନିଷ୍ପତି […]

ଚଳିତ ମାସ ୨୩ ତାରିଖରୁ ଆରମ୍ଭ କରି ମେ ‘୨୮ ପର୍ଯ୍ୟନ୍ତ ଚାଲିବ ଜେଇଇ ମେନ୍ ପରୀକ୍ଷା ।  ଏହି ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।  ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ ‘୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ ।  ରାଜ୍ୟରେ ତାତି ବଢ଼ୁଛି […]

କରୋନାରେ ମା’ର କ୍ଷୀର ରଙ୍ଗ ସବୁଜ ହୋଇଯାଏ, ନବଜାତ ଝିଅ ମଧ୍ୟ ସଂକ୍ରମିତ , ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ | ବାସ୍ତବବ୍ୟୁରୋ:ମହିଳା ଦାବି କରିଛନ୍ତି ଯେ କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କ କ୍ଷୀର ରଙ୍ଗ ବଦଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମହିଳାଙ୍କ ଦାବି ପରେ ବୈଜ୍ଞାନିକ ଏବଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୩ ବର୍ଷୀୟ ଏନା […]

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି । ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି। ଆଜି କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚନ ଆରମ୍ଭ ହୋଇଛି । ଆଜି ସକାଳ ୭ […]

ଟିଏମସି ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଘୋଷଣା — ତେବେ କଣ ବିଜେପି ଜିବେକି ବାସ୍ତବବ୍ୟୁରୋ:ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ଦୀନେଶ ତ୍ରିବେଦୀ ଶୁକ୍ରବାର (ଆଜି) ରାଜ୍ୟସଭାରେ ସଦସ୍ୟତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି| ‘ପଶ୍ଚିମବଙ୍ଗରେ ହିଂସା’ ଏବଂ ‘ଶ୍ୱାସରୁଦ୍ଧ ପରିସ୍ତିଥି ଦର୍ଶାଇ ଇସ୍ତଫା ଘୋଷଣା କରିଛନ୍ତି, ଯଦିଓ ଆସାନଙ୍କ ତରଫରୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି |କାରଣ ଇସ୍ତପା ପାଇଁ ସମୁଚିତ ତରିକା ରେ […]

କୋଟିଆ କୁ ନେଇ ଆନ୍ଧ୍ର ଓଡିଶା ଏହି ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ରାଜ୍ୟସରକାର ଦାଖଲ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଜି କଟକ, ଭୁବନେଶ୍ୱରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଏତେ କୁହୁଡି କାରଣରୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଯାନବାହାନ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଲାଗୁ ହେଉଛି ନୂଆ ଏସଓପି ।  ଏଣିକି ରବିବାର ବି ଶ୍ରୀଜୀଉଙ୍କ […]

ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହିଞ୍ଜିଳିକାଟୁର ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବାସ୍ତବବ୍ୟୁରୋ:ଆଜି (ଗୁରୁବାର) ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର, ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦ୍‌ଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ […]

ଆଜି(ଗୁରୁବାର) ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ […]

ବାସ୍ତବବ୍ୟୁରୋ:ୟୁପି: ୮୦ ଫୁଟ ଗଭୀର କୂଅରୁ ନଅ ବର୍ଷର ବାଳକ ତିନି ଦିନ ପରେ ଜୀବନ୍ତ ଉଦ୍ଧାର ହେବାପରେ ଭୟଙ୍କର ସତ୍ୟ ପଦାକୁ ଆସିଲା | କୁହାଯାଏ ଯେ ‘ଜାକୋ ରାଖେ ସାଇୟାନ୍, ମାର ସକେ ନ କୋଇ ‘ | ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏହି କଥା ସତ୍ୟ ପ୍ରମାଣିତ ହୋଇଛି। ଏଠାରେ ଏକ ନଅ ବର୍ଷର ବାଳକକୁ ୮୦ ଫୁଟ ଗଭୀର କୂଅରେ ଫିଙ୍ଗି ଦିଆଯାଇଥିଲା […]

ବାସ୍ତବବ୍ୟୁରୋ:ଫ୍ରେବୁୟାରୀ ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମା ,ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି।ପୂର୍ବରୁ ଶେଷ ତାରିଖ ଫ୍ରେବୁୟାରୀ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମା ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିବାର ଅଭିଯୋଗ ହେବାପରେ, ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନାନୁଯାୟୀ,ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ […]

Pin It on Pinterest