1.ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି।  2.ଭାରତୀୟ ରେଳପଥ ପକ୍ଷରୁ ଦକ୍ଷିଣ ଭାରତକୁ ଏକ ପର୍ଯ୍ୟଟନ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରି ୨ ତାରିଖ ରାତି ୧୦ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଏହା ରାମେଶ୍ୱରମ୍‌, ମଦୁରାଇ ଓ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ। 3.ଏକ୍ସକ୍ଲୁସିଭ୍‌ ୱାର୍ଲଡ଼୍‌ ବୁକ୍‌ […]

ଦେଶରେ ବଢୁଥିବା କରୋନା ସଂକ୍ରମଣ ମାମଲା ସମ୍ଵଧ୍ୟରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ଅଧିକାରୀଙ୍କ ସହ ଏକ ବ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟିକା ସମ୍ବନ୍ଧରେ ଦେଶରେ ପ୍ରସ୍ତୁତ ହେଉଥିବା ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପିଏମ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଭାରତର ଟିକା ରଣନୀତି ଏବଂ […]

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇପାରେ। ଏହି ପରୀକ୍ଷଣ ସମୟରେ, ଲୋକଙ୍କୁ ଏକ ଚାପରେ ଭର୍ତ୍ତି ଅମ୍ଳଜାନ ଚାମ୍ବରରେ ରଖାଯାଇଥିଲା | ଏହି ପରୀକ୍ଷଣରେ ଏହା ଜଣାପଡିଛି ଯେ ଟେଲୋମେରସରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଟେଲୋମେର ମଣିଷର କ୍ରୋମୋଜୋମକୁ ସୁରକ୍ଷା ଦେଇଥାଏ, ଯେଉଁ କାରଣରୁ ଲୋକଙ୍କ ବୟସର ଓଲଟା ଅର୍ଥ ହେଉଛି ବାର୍ଦ୍ଧକ୍ୟ ପ୍ରକ୍ରିୟା ଧୀର ହୋଇଯାଏ | ବଢ଼ୁଥିବା ବୟସ […]

1.ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୌଣସି ମାମଲାର ତଦନ୍ତ ପୂର୍ବରୁ ବାଧ୍ୟତାମୂଳକ ଭାବେ ସେହି ରାଜ୍ୟର ସମ୍ମତି ହାସଲ କରିବା ଆବଶ୍ୟକ। ଆଠଟି ରାଜ୍ୟ ଦ୍ୱାରା ସାଧାରଣ ସମ୍ମତି ପ୍ରତ୍ୟାହାର ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏକ ରାୟରେ ସୁପ୍ରିମକୋର୍ଟ ଏହା ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ବ୍ୟବସ୍ଥା ସମ୍ବିଧାନର ଫେଡେରାଲ୍ ଚରିତ୍ର ଅନୁଯାୟୀ ଅଟେ। ଅଦାଲତ କହିଛନ୍ତି ଯେ ଦିଲ୍ଲୀ […]

ବାସ୍ତବବ୍ୟୁରୋ:ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ , ଡିଜିପି ଏବଂ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠି ଅନୁଯାଇ, ହେଲମେଟ ନ ପିନ୍ଧି, ଦୁଇ ଚକିଆ ଯାନ ଚଲାଇବା‌ ଏଣିକି ଚାଳକଙ୍କୁ ମହଙ୍ଗା ପଡ଼ିବ। ରାସ୍ତାରେ ବିନା ହେଲମେଟରେ ଯଦି ପୁଲିସ ହାତରେ ଧରାପଡ଼ନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯିବ ବୋଲି,ଶ୍ରୀ ପାଢ଼ୀ ରାଜ୍ୟ ପୁଲିସ ଏବଂ ପରିବହନ କମିସନରଙ୍କୁ ଜଣାଇ ଦେଇଛନ୍ତି। ପୁରୀରୁ ହାଜତ ମୃତ୍ୟୁର ସଙ୍ଗୀନ୍ […]

1.୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କମିଶନରେଟ୍ ପୋଲିସ୍‌ର ଏଏସ୍‌ଆଇ। ଧଉଳି ଥାନାର ଏଏସ୍‌ଆଇ ହେଉଛନ୍ତି ତୋଫାନ ଗୁରୁ। ପ୍ରଶାନ୍ତ କୁମାର ସାହୁଙ୍କଠୁ ଲାଞ୍ଚ ନେବା ବେଳେ ତୋଫାନ ଗୁରୁଙ୍କୁ ଭିଜିଲାନ୍ସ ଧରିଛି। ଏହି ଅଭିଯୋଗରେ ତୋଫାନ ଗୁରୁଙ୍କୁ ଗିରଫ କରାଯାଇଛି । 2.ଗଜପତି ଜିଲ୍ଲା ମୋହନା ଥାନା ର କପୁରୀପଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା […]

1.ମୁଖ୍ୟମନ୍ତ୍ରୀ ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ କହିଥିଲେ ଯେ ଟିକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ। ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । 2.ବିଜେପିର ଡ. ଲେଖାଶ୍ରୀଙ୍କ ବିବାଦୀୟ ବୟାନ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର […]

ସାଧାରଣତ ,, ଯେତେବେଳେ ଡାକ୍ତରଖାନାର ଅପରେସନ୍ ଟେବୁଲରେ ଜଣେ ରୋଗୀଙ୍କୁ ଅପରେସନ୍ କରାଯାଏ, ସେଠାରେ ସ୍ଥାପିତ ମେସିନ୍ଗୁଡ଼ିକର ବିପିଙ୍ଗ୍ ଶବ୍ଦ ଶୁଣାଯାଏ | କିନ୍ତୁ ଇଟାଲୀରେ ଏକ ହସ୍ପିଟାଲରେ ମେସିନଗୁଡିକର ବିପ୍ ଶବ୍ଦ ବଦଳରେ ପିଆନୋର ମେଲୋଡି ମ୍ୟୁଜିକ୍ ଧ୍ୟରେ ଏକ ଶିଶୁର ଅପରେସନ୍ କରିଥିଲେ |ବାସ୍ତବରେ, ନଭେମ୍ବର ୧୬ ରେ, ଯେତେବେଳେ ଜଣେ ୧୦ ବର୍ଷର ଶିଶୁ ଇଟାଲୀରେ ଅସ୍ତ୍ରୋପଚାର ହେଲା ,ସେତେବେଳେ ତାଙ୍କ ଚାରିପାଖରେ ବିପିଂ ମେସିନ୍ […]

ବାସ୍ତବବ୍ୟୁରୋ :ସ୍ବାଭିମାନ ଅଞ୍ଚଳ ପାଇଁ ମଙ୍ଗଳବାର ଥିଲା ଏକ ଐତିହାସିକ ଦିନ। ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହେବା ସହିତ ଅଞ୍ଚଳବାସୀଙ୍କୁ ଆଉ ୧୧୫କୋଟିର ପ୍ୟାକେଜ୍ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବାଭିମାନ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନୂଆ ନକ୍ସା ତିଆରି କରିଛନ୍ତି । ବିକାଶ ଯୋଜନାର ଅଂଶ ‌ସ୍ବରୂପ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍ […]

ଦୁଇ ଜଣ ମହିଳା ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି ,ବାଲେଶ୍ବରର ସହଦେବଖୁଣ୍ଟା ଥାନା ପୁଲିସ। ଉଭୟଙ୍କଠାରୁ ୮୬ ଗ୍ରାମ ବ୍ରାଉନ୍‌ସୁଗାର ଓ ୧୮ହଜାର ୭ଶହ ଟଙ୍କା ଜବତ କରିଛି। ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ସାଢ଼େ ୮ଲକ୍ଷ ଟଙ୍କା ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଦିନ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ ଅଥରିଟି ପକ୍ଷରୁ ୪୬୪.୭୨ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ […]

Pin It on Pinterest