୧-ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪୭୪ ସୁସ୍ଥ ହୋଇଥିବା ବେଳେ ୧୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା,ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୧,୪୫୫ । ୩-ଜାପାନର ‘ମିଶନ ମୁନ’ ସ୍ବପ୍ନ ସାକାର କରିବ ଭାରତ,ସମ୍ପୂର୍ଣ ରୋବୋଟିକ ହେବ ପୁରା […]
ରାଜ୍ୟ
ବାସ୍ତବ ବ୍ୟୁରୋ- ରାଜପଥ କଡ଼ ରେ ଥିବା ଢାବା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କଲେ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ କେହି ବସି ଖାଇପାରିବେ ନାହିଁ, କେବଳ ଖାଦ୍ୟ ପ୍ୟାକ […]
ବାସ୍ତବ ବ୍ୟୁରୋ:ରଜ-ସଜ-ବାଜ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କରୋନା ଗାଇଡଲାଇନ ଏଥିପାଇଁ ବିଏମସି ସିଲ୍ କଲା ୟୁନିଟ୍-୨ ମାର୍କେଟ ବିଲ୍ଡିଂ । ରଜ ପାଇ ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି […]
୧- ରାଜ୍ୟରେ ପୁଣି ୧୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି,୨୩୫୪ଜଣ ସୁସ୍ଥ, ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ୨-ଭାରତରେ ଗତ ୨୪ ଘଣ୍ଟାରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦,୯୫୬ । କରୋନାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ । ୩-ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ, ପାଞ୍ଚଜଣ କର୍ମଚାରୀ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ । ୪-ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ […]
ବାସ୍ତବ ବ୍ୟୁରୋ–ରାଜ୍ୟରେ କରୋନା କଟକଣା ଯୋଗୁ ବାତିଲ ହେଲା ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାର । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନଫରେନସିଙ୍ଗ ଜରିଆରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ପରେ ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । UGC ପ୍ରସ୍ତାବ ଅନୁସାରେ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା […]
ବାସ୍ତବ ବ୍ୟୁରୋ:ଓଡ଼ିଶାର ଗଣପର୍ବ ରଜ ପର୍ବ ପାଇଁ ରାଜ୍ୟ ସରକାର କୋହଳ କଲେ ଶୁକ୍ରବାର ରାତିର କର୍ଫ୍ୟୁ । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି […]
୧-ରାଜ୍ୟର ୧୪ଟି ଜିଲ୍ଲାରୁ ନୂଆ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ୩୩୮୬କୁ ବୃଦ୍ଧି । ସୁସ୍ଥ ହେଲେଣି ୨୨୮୨, ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୦୯୨ । ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୫୭୯, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୯୬ । ୩-ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା […]
ବାସ୍ତବ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଫରେନିଂସିରେ ଜରିଆରେ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି । ଚିନ୍ତା ବଢାଉଛି କୋଭିଡ ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । କରୋନା ଲଢେଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ ଏବେ ଦିନ କୁ ଦିନ ବଢ଼ି ଚାଲିଛି । ଆଜି ଭୁବନେଶ୍ବର ଏମ୍ସରେ ଆଉ […]
୧- କରୋନାଭାଇରସ୍ ସଂକ୍ରମଣ ବଢୁଥିବା ୧୫ଟି ରାଜ୍ୟ ରେ ଉଚ୍ଚସ୍ତରୀୟ ଟିମ୍ ମୁତୟନ କଲେ କେନ୍ଦ୍ର ସରକାର । ୨-ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି । ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ୩-ଭାରତରେ […]
ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ଅନୁଯାୟୀ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ବୁଧବାର ଅପରାହ୍ଣ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, […]

 
		 
		 
		 
		 
		 
		 
		 
		 
		
