ବାସ୍ତବ ବ୍ୟୁରୋ-ସୂଚନା ଅନୁଯାୟୀ,ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ଗଳାରେ ଯନ୍ତ୍ରଣା ଓ ଜ୍ୱର ହେବାରୁ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା, ତାଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ […]

ମହାନ ସ୍ୱାଧୀନତା ସଂଗ୍ରାମୀ ,ତଥା ଜନଜାତି ଜନନାୟକ, ଶହିଦ୍ ବିର୍ଶାମୁଣ୍ଡାଙ୍କ ପୁଣ୍ୟତିଥୀରେ ,ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-ରାଜ୍ୟରେ ଆଜି ନୂଆ ୧୪୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି,୧୧୩୬ ଜଣ ଆକ୍ଟିଭ କେସ୍ ଥିବା ବେଳେ ୧୯୯୩ ସୁସ୍ଥ ହୋଇଛନ୍ତି। ୨-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଲା । ୨୪ ଘଣ୍ଟାରେ ପ୍ରାୟ ୧୦,୦୦୦ ନୂଆ […]

ବାସ୍ତବ ବ୍ୟୁରୋ : ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଥିଲା ଯେ, ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖରେ ପରୀକ୍ଷା ଶେଷ ହେବ । ଯାହାକୁ ନେଇ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ପରୀକ୍ଷା ବନ୍ଦ ଦାବିରେ ବିକ୍ଷୋଭ କରିଥିଲେ । ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଉ ନହେଲେ ଅନଲାଇନ ପରୀକ୍ଷା ହେବ ବୋଲି ଦାବି କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟ […]

ବାସ୍ତବ ବ୍ୟୁରୋ : ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ,ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ଆଜି ଆୟୋଜିତ ହୋଇଥିବା ଏହି ଭର୍ଚୁଆଲ ର‍୍ୟାଲିରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି ଯେ, ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ଏଥିପାଇଁ […]

୧-ଆଜି ରାଜ୍ୟରେ ୧୩୮ଜଣ କରୋନା ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି, ଆକ୍ଟିଭ କେସ୍ ୧୦୮୯ ଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ୨-କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ । ୩-ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଲେ ଅପରାଜିତା ଷଡ଼ଙ୍ଗୀ । ୪-ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ । ୫-ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ଆଉ ଏକ ସଫଳତା-ଏନକାଉଣ୍ଟରରେ […]

ବାସ୍ତବ ବ୍ୟୁରୋ : ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଂକ୍ରାନ୍ତରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି । ସାଡେ ୪ କୋଟି ଓଡ଼ିଆଙ୍କ ଦାବି […]

୧- ଆଜି ରାଜ୍ୟରେ ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୨୯ରେ ପହଞ୍ଚିଥିବା ବେଳେ ୧୭୭୬ ଜଣ ସୁସ୍ଥ ଏବଂ ୯ ଜଣଙ୍କର ମୃତ୍ୟୁ ହେଇଛି। ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୬୨୮, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୭୧ । ୩-ପୁଣି ସଟ୍‌ଡାଉନ୍‌ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ। ୪-କୋଭିଡ ଆଣିଲା […]

ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮ ଜୁନ ବେଳକୁ ବଙ୍ଗୋପସାଗର ରେ ଲଘୁଚାପ ପ୍ରବାବରେ ଓଡିଶା ର ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା […]

ବାସ୍ତବ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ପୀୟୁଷ ଗୋୟଲ । ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରି ଲେଖିଛନ୍ତି ଯେ, “ମୋର ସମ୍ମାନିତ ମା’ , ଯିଏ ମୋତେ ସର୍ବଦା ନିଜ ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ଦେହାନ୍ତ […]

୧-ଆଜି ରାଜ୍ୟରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ ଜଣ ଆକ୍ରାନ୍ତ, ଖୋର୍ଦ୍ଧାରେ ୯, ନୟାଗଡ଼ରେ ୭, ମୟୂରଭଞ୍ଜ, କଟକ ୧୩, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ […]

Pin It on Pinterest