ବାସ୍ତବ ବ୍ୟୁରୋ :ଆଜି ରାଜ୍ୟ ସରକାର +୩ ଛାତ୍ରଛାତ୍ରୀମାନଙ୍କର ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍‌ ଓ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କର ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା‌କୁ ବାତିଲ୍‌ କରିଛନ୍ତି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ଭାଇସଚାନ୍‌ସେଲର୍‌ଙ୍କ ସହ ମନ୍ତ୍ରୀଙ୍କର ହୋଇଥିବା ଭିଡିଓ କନ୍‌ଫରେନ୍ସଂ ବୈଠକ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଛି ।ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ବିକଳ୍ପ ବ୍ୟବସ୍ଥା […]

ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ଅଛି । ସେଥିପାଇଁ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି […]

୧-୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି । ୨-ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ୩ -ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ। ୪-କିସ୍ ର ୩୦,୦୦୦ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଖାଦ୍ୟ ଓ ପାଠ୍ଯୋପକରଣ ୨୫ ଟି ବସ୍ […]

ବାସ୍ତବ ବ୍ୟୁରୋ:  ଆଜି ରାଜ୍ୟ ପାଇଁ ପୁଣି ଆସିଛି ଭଲ ଖବର, ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି । ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]

୧-ନୂଆ ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି । ୨-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରହିବ। ୪-ଗ୍ରାହକଙ୍କୁ CESUର କରୋନା ମାଡ଼:ଦୁଇ ମାସରେ ଆସିଲାଣି ଦୁଇଗୁଣ ବିଲ୍। […]

୧-ଆଜିଠୁ ରାଜଧାନୀ ପରୀକ୍ଷାମୂଳକ ଭାବେ ଖୋଲିଲା ପ୍ରମୁଖ ପାର୍କ। ସକାଳ ୭ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପାର୍କ ରେ ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ପ୍ରମୁଖ ପାର୍କ ହେଲା ଫରେଷ୍ଟ , ବୁଦ୍ଧ ଓ ଆଇଜି ପାର୍କ। ୨-ଆଜି ନୂଆ ୮୧ କୋରୋନା ପଜିଟିଭ୍। ବରଗଡ଼ ଓ ନୂଆପଡ଼ା ରେ ନୂଆ କରି ଯୋଡ଼ି ହୋଇ […]

ବାସ୍ତବ ବ୍ୟୁରୋ– ଆସନ୍ତା କାଲିଠାରୁ ଅନ୍-ଲାଇନରେ ଅଡର୍ କଲେ ଆପଣଙ୍କ ଘରେ ପହଂଚିବ ମଦ । ଓଡିଶା ଅବକାରୀ ନିୟମ-୨୦୧୭ ରେ ଆବଶ୍ୟକୀୟ ପରିବର୍ତନ କରି, ଓଡିଶା ଅବକାରୀ ବିଭାଗ ପକ୍ଷରୁ ଏଇ ସୁବିଧା ଉପଲବ୍ଧ କରାଯାଇଅଛି । ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଅଛନ୍ତି । ଏ ନେଇ ଆଜି ଅବକାରୀ କମିସନର […]

ବାସ୍ତବ ବ୍ୟୁରୋ– ଆଜି ଟିଟିଟାଲଗଡ଼ରେ ସର୍ବାଧିକ ୪୫.୫ ଡି୍ରଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୪୪.୨ ଡିଗ୍ରି, ତାଳଚେରରେ ୪୩.୮ ଡିଗ୍ରି, ବଲାଙ୍ଗୀରରେ ୪୩.୫ ଡିଗ୍ରି, ମାଲକାନଗିରିରେ ୪୩ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ାରେ ୪୨.୨ଡିଗ୍ରି, ପାରଳାଖେମୁଣ୍ଡିରେ ୪୨ ଡିଗ୍ରି ଓ ଫୁଲବାଣୀରେ ୪୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୧୨ଟି ସହରର ତାପମାତ୍ରା […]

ବାସ୍ତବ ବ୍ୟୁରୋ : ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋଡିଲେ ସେନା ସହାୟତା । ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ଠାରୁ ମଧ୍ୟ ସହଯୋଗ ମାଗିଛନ୍ତି ।  ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ୨୪ ପ୍ରଗଣା, କୋଲକତା ଆଦି ମୋଟ ୬ଟି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ଲୋକଙ୍କ ପାଖରେ ଏବେ ବି ସହାୟତା ପହଞ୍ଚିନାହିଁ । କିନ୍ତୁ ରିଲିଫ […]

୧-୯ ବର୍ଷ ପରେ ମେ’ ୨୭ରେ ମହାକାଶକୁ ଯିବ ସ୍ପେସ – ଏକ୍ସ, ନାସା ପ୍ରସ୍ତୁତ। ୨-ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗକୁ 1000 କୋଟି ପ୍ରାରମ୍ଭିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩-ମହାମାରୀ ବେଳେ ମହାବାତ୍ୟା ମୁକାବିଲା କରିଥିବାରୁ ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ନବୀନ ବାବୁଙ୍କ ଟିମ୍ ଭଲ ପ୍ରଦର୍ଶନ କରିଛନ୍ତି, ବାତ୍ୟା ମୁହଁରୁ […]

Pin It on Pinterest