୧-କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରୁଛି ପ୍ଲାଜମା ଥେରାପୀ: ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ପ୍ରାରମ୍ଭିକ ଫଳାଫଳ ସନ୍ତୋଷଜନକ । ୨-ପେଟ୍ରୋଲ- ଡିଜେଲ ବିକ୍ରି ୮୦% ହ୍ରାସ, ରାଜ୍ୟ ସରକାରଙ୍କ କ୍ଷତି ୩୦୦ କୋଟି। ୩-ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଲେ ସୃଜନଶୀଳ ପଦକ୍ଷେପ, ଆରମ୍ଭ କଲେ “ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ। ୪-ଚିନ୍ତାରେ ୨୦ହଜାର ଖଲିପତ୍ର ସିଲେଇ ପରିବାର,ତେଣେ ମଞ୍ଚ ଅନ୍ଧାର, […]

ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାର ଦେଲେ ଅନୁମତି,ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । କରୋନା ପାଇଁ ସାରା ଦେଶରେ କଟକଣା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା ।ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]

ବାସ୍ତବ ବ୍ୟୁରୋ-ଭଦ୍ରକରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଚାରି ଆକ୍ରାନ୍ତ ଙ୍କ ମଧ୍ୟରୁ ଭଦ୍ରକର ତିହିଡ଼ି ବ୍ଳକର ୨ଜଣ ହୋଇଥିବା ବେଳେ ଧାମନଗର ବ୍ଲକର ୨ଜଣ ବୋଲି ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ବୟସ ୪୦, ୪୧, ୨୯, ୨୪ବର୍ଷ । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ […]

ବାସ୍ତବ ବ୍ୟୁରୋ-ଆଜି ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଦେଶର ଲକ୍ଷାଧିକ ସରପଞ୍ଚକୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି କରୋନା ଯୋଗୁଁ କାମ କରିବାର ତରିକା ବଦଳିଛି । କରୋନା ପାଇଁ ନୂଆ ନୂଆ ସମସ୍ୟା ଉପୁଜିବାରେ ଲାଗିଛି । କରୋନା ଆମ ସମସ୍ତଙ୍କୁ ନୂଆ ଶିକ୍ଷା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମକୁ […]

୧-ମଣିଷ ଦେହରେ ଟୀକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍ , ଅକ୍ସଫୋର୍ଡ ୟୁନିଭରସିଟିର ପରୀକ୍ଷଣ ସଫଳ ହେଲେ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରିବ ୧୦ ଲକ୍ଷ ଡୋଜ୍ । ୨-ବଦଳିଲା ବ୍ୟାଙ୍କ ସମୟ; ସକାଳ ୮ରୁ ଅପରାହ୍ନ ୨ଟା,ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟରେ ବାଦ୍। ୩-ବର୍ଦ୍ଧିିତ ମହଙ୍ଗା ଭତ୍ତା ବାତିଲ୍ : କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ […]

ବାସ୍ତବ ବ୍ୟୁରୋ-ସଟ୍ ଡାଉନ୍ ହେଲା ରାଜ୍ୟର ତିନି ଜିଲ୍ଲା-ବାଲେଶ୍ୱର, ଭଦ୍ରକ, ଯାଜପୁର । ଏହି ତିନି ଜିଲ୍ଲା ସଟ୍ ଡାଉନ୍ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଅର୍ଥାତ୍ ପରବର୍ତ୍ତୀ ୬୦ ଘଣ୍ଟା ଯାଏଁ ସଟ୍ ଡ଼ାଉନ୍ ହେବ । ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହିପରି ପଦକ୍ଷେପ ନିଆଯାଇଛି […]

ବାସ୍ତବ ବ୍ୟୁରୋ-ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଂଚିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି […]

୧-ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା। ୨-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ହେଲ୍‌ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ। ୩-ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍। ୪-ଅବରୋଧ ଅଞ୍ଚଳ ମୁକ୍ତ ହେଲା […]

ବାସ୍ତବ ବ୍ୟୁରୋ-କରୋନା ଆଗରେ ଅସହାୟ ହେଇଗଲାଣି ସାରା ବିଶ୍ଵ । ଦିନ କୁ ଦିନ ଏହା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ, ଏହାର ନିରାକରଣ ପାଇଁ ଏବେ ଯାଇଁ କିଛି ଔଷଧ ବା ଟୀକା ବାହାରିନଥିବାରୁ ସାରା ବିଶ୍ୱ ଏବେ ଚିନ୍ତା ରେ ।  ବିଶ୍ଵବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ,‌ ଏଥିରେ ୧ ଲକ୍ଷ ୮୧ ହଜାର ଲୋକଙ୍କର […]

ବାସ୍ତବ ବ୍ୟୁରୋ-କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆମକୁ ୩ଟି ପର୍ଯ୍ୟାୟ ଉପରେ ନଜର ରଖବିାକୁ ହେବ । ଏହାପରେ ୪ର୍ଥ ପର୍ଯ୍ୟାୟ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ୧ମ ପର୍ଯ୍ୟାୟରେ ଭାରତକୁ କରୋନା ବିଦେଶ ଫେରନ୍ତାଙ୍କ ଦ୍ୱାରା ଆସିଥିଲା । ସେତେବେଳେ ରାଜ୍ୟ ସରକାର ପଞ୍ଜୀକରଣ , ସ୍ୱେଚ୍ଛାକୃତ କ୍ୱାରେଣ୍ଟିନ୍ କଥା କହିଥିଲେ । ସେହିପରି୨ୟ ପର୍ଯ୍ୟାୟରେ […]

Pin It on Pinterest