ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ , ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଦୁଃସାହସିକ ରାଜନୀତିଜ୍ଞ , ବିଶ୍ଵବନ୍ଦିତ ଭୂମିପୁତ୍ର , ଝଡର ଇଗଲ୍ , ମାଟିର ମୂର୍ତ୍ତିକାର , ନବ ଉତ୍କଳର ବିଚିତ୍ର ବିନ୍ଧାଣି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ତେଇଶିତମ ଶ୍ରାଦ୍ଧବାର୍ଷିକୀରେ “ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି […]
ରାଜ୍ୟ
ବାସ୍ତବ ବ୍ୟୁରୋ-ସେସୁ ପକ୍ଷରୁ ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯଦି ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, […]
ବାସ୍ତବ ବ୍ୟୁରୋ-ଲକଡାଉନ୍ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା କୁ ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍ ନମ୍ବର ୮୭୬୩୫୪୩୦୧୩ । ଆଉ ଏକ ହ୍ୱାଟସ୍ଆପ୍ ନମ୍ବର ଗତକାଲି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ହୋଇଛି । ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ […]
ବାସ୍ତବ ବ୍ୟୁରୋ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୪ ଜଣ ସକ୍ରିୟ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି ।
ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । କରୋନା ମୁକାବିଲା ନେଇ ସବୁ ଜିଲ୍ଲାରେ କୋଭିଡ଼୍-୧୯ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମୋଟ୍ ୩୫ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ […]
ବାସ୍ତବ ବ୍ୟୁରୋ-ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ଯେମିତି କି ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି । […]
୧-ଆରୋଗ୍ୟ ସେତୁ ଆପ ଭାଙ୍ଗିଲା ସମସ୍ତ ରେକର୍ଡ, 13 ଦିନ ମଧ୍ୟରେ ଡାଉନଲୋଡ କଲେ 5 କୋଟିରୁ ଉର୍ଦ୍ଧ ଲୋକ। ୨-ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନ 13ରେ ଓଡିଶା ଛୁଇଁବ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ। ୩-ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍-୧୯ ହସ୍ପିଟାଲ୍, ଜିଲ୍ଲାପାଳ କଲେ ଉଦଘାଟନ। ୪-WHOକୁ ଆମେରିକାର ପାଣ୍ଠି ବନ୍ଦ। ବାର୍ଷିକ ୪୦୦ରୁ ୫୦୦ ନିୟୂତ ଡ଼ଲାର […]
ବାସ୍ତବ ବ୍ୟୁରୋ-ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି ଦୋକାନ ଖୋଲା ରହିବ । ସାର ଓ ପରିବହନ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି […]
ବାସ୍ତବ ବ୍ୟୁରୋ-ଜାରି ହେଲା ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ୱର । ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ପାଇଁ ଆଜି ସରକାର ଏହି ପଦକ୍ଷପ ନେଇଛନ୍ତି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା […]
ବାସ୍ତବ ବ୍ୟୁରୋ- ନୂଆ ଗାଇଡଲାଇନର ୧୦ ଅତି ଗୁରୁତ୍ବପୂର୍ଣ୍ଣ ନିୟମ । ୧. ମାସ୍କ୍ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ। ୩. ଗୁଟ୍କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି। ୪. ସାର୍ବଜନୀନ ସ୍ଥାନ କିଂବା କୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ […]


