ବାସ୍ତବ ବ୍ୟୁରୋ: ୭୦ ଦଶକ ପରେ ପ୍ରଥମ ଥର ପାଇଁ LAC ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଗଲ୍‌ୱାନ୍ ଘାଟିରେ ଭାରତୀୟ ଏବଂ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ‌ଘଟି ଭାରତୀୟ ସେନାର ୩ଜଣ ଯବାନ ଏବଂ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଜଣା ପଡିଛି । ପୂର୍ବ ଲଦାଖ ସେକ୍ଟର୍‌ର ଚାରି ବିବାଦୀୟ ସ୍ଥାନ […]

୧-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି ।୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨-ରାଜ୍ୟରେ ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି । ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ […]

ବାସ୍ତବ ବ୍ୟୁରୋ: ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ଆୟତ୍ତାଧୀନ ଅବସ୍ଥାରେ ରହିଛି । ହଁ, ଏକଥା ଅବଶ୍ୟ ସତ ଯେ ଲକ୍‌ଡାଉନ୍‌ ନିୟମ କୋହଳ ହେବାପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କୋଭିଡ୍‌-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ […]

୧-ରାଜ୍ୟରେ ଆଜି ନୂଆ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି । ୨୭୦୮ଜଣ ସୁସ୍ଥ ୧୩୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ୨- ମୁମ୍ବାଇରେ ଅତ୍ୟାବଶ୍ୟକ କର୍ମଚାରୀଙ୍କ ଲାଗି ଲୋକାଲ୍‌ ଟ୍ରେନ୍ ସେବା ଆରମ୍ଭ କଲା ରେଳବାଇ । ୩-ଅଫିସ୍‌ କାର୍ଯ୍ୟରେ ପାକିସ୍ତାନର ଇସ୍‌ଲାମାବାଦ ଯାଇଥିବା ୨ ଭାରତୀୟ ହାଇକମିସନ୍ କର୍ମଚାରୀ ନିରୁଦ୍ଦିଷ୍ଟ । ୪-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା […]

ବାସ୍ତବ ବ୍ୟୁରୋ  : ଅଭିନେତା ଶୁଶାନ୍ତ ସିଂ ରାଜପୁତ୍ ଙ୍କ ଆତ୍ମହତ୍ୟା ,ବଲିଉଡ୍ କୁ ଆଚମ୍ବିତ କରିଛିସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ…. କାହିଁକି…? ୩୪ବର୍ଷ ବୟସ୍କ ପ୍ରିିୟ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି । ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି। […]

ପୂଣ୍ୟଭୂମି ଭାରତ ବର୍ଷର ରାଜ୍ୟ ମାନଙ୍କ ମଧ୍ୟରୁ ଆଧ୍ୟାତ୍ମିକ , ସାଂସ୍କୃତିକ ଓ ନୈତିକ ଚେତନାର ପ୍ରାଣକେନ୍ଦ୍ର ଦେବଭୂମି ଉତ୍କଳ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଭୂମିର ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମାସ୍ଥ ଇଛାପୁରଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବିଦ୍ୟମାନ । ପ୍ରାୟ ୨ ଏକର ୮ ଡିସିମିଲ ବେଷ୍ଟିତ ଭୂମି ଉପରେ ଏହି ମନ୍ଦିର ଅବସ୍ଥିତ ମନ୍ଦିର ସମ୍ମୁଖରେ ୪୦ ଫୁଟ ଉଚ୍ଚର […]

ରଜ ପର୍ବ ଉପଲକ୍ଷ ସମଗ୍ର ରାଜ୍ୟବାସୀ ତଥା ବାସ୍ତବ ଟିଭି କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅନେକ ଅନେକ ଶୁଭେଚ୍ଛା। ରଜ ଆସିଛି ପ୍ରତି ବର୍ଷ ବି ଆସିବ ଏ ବର୍ଷ ମନ ଫିକା ହୋଇପାରେ କିନ୍ତୁ ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ, ଟିକିିଏ ତ୍ୟାଗ ଆମେ କଣ କରିପାରିବାନି । ଘରେ ରହିବା ସୁସ୍ଥ ରହିବା, ଆସନ୍ତା ବର୍ଷ ରଜ ପାଳିବା […]

୧-ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪୭୪ ସୁସ୍ଥ ହୋଇଥିବା ବେଳେ ୧୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା,ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୧,୪୫୫ । ୩-ଜାପାନର ‘ମିଶନ ମୁନ’ ସ୍ବପ୍ନ ସାକାର କରିବ ଭାରତ,ସମ୍ପୂର୍ଣ ରୋବୋଟିକ ହେବ ପୁରା […]

ବାସ୍ତବ ବ୍ୟୁରୋ- ରାଜପଥ କଡ଼ ରେ ଥିବା ଢାବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣାକୁ‌ ସାମାନ୍ୟ କୋହଳ କଲେ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ କେହି ବସି ଖାଇପାରିବେ ନାହିଁ, କେବଳ ଖାଦ୍ୟ ପ୍ୟାକ […]

ବାସ୍ତବ ବ୍ୟୁରୋ:ରଜ-ସଜ-ବାଜ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କରୋନା ଗାଇଡଲାଇନ ଏଥିପାଇଁ ବିଏମସି ସିଲ୍ କଲା ୟୁନିଟ୍-୨ ମାର୍କେଟ ବିଲ୍ଡିଂ । ରଜ ପାଇ ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି […]

Pin It on Pinterest