୧- ଆଜି ଓଡିଶା ରେ ନୂଆ ୫ ଜଣ covid-19 ରୋଗୀ ଚିହ୍ନଟ। ସମସ୍ତ ୫ ଜଣ ରୋଗୀ ଯାଜପୁର ଜିଲ୍ଲା ର ସମସ୍ତ ସଂକ୍ରମିତ କୋଲକାତା ଲିକ୍। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୪ରେ ପହଁଚିଲା। ୨-ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି । ୩-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା […]
ରାଜ୍ୟ
ବାସ୍ତବ ବ୍ୟୁରୋ– ଲକଡାଉନ୍ ବଳବତ୍ତର ଥିବାବେଳେ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି । ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ୍ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ । ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ ଆସୁଛି । ମେ ୧ ତାରିଖରୁ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ହ୍ରାସ କରାଯିବ । ଏଥି […]
ବାସ୍ତବ ବ୍ୟୁରୋ- ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା କୋଭିଡ୍୧୯ ୱେବସାଇଟରେ ପଞ୍ଜୀକରଣ କରିବା ଜରୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଶାସନକୁ ସେଠାରୁ ଓଡ଼ିଶା ଆସିବା ଲାଗି ଅନୁମତି ଦେବା ପୂର୍ବରୁ ପଞ୍ଜୀକରଣ ହୋଇଛି ନା ନାହିଁ ତାହା ଯାଞ୍ଚ […]
ବାସ୍ତବ ବ୍ୟୁରୋ-ଦେଶରେ ତୃତୀୟଥର ବଢ଼ିଲା ଲକଡାଉନ୍ ଅବଧି । ଲକଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ତେବେ ଏଥର ଗ୍ରୀନ ଜୋନ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ । ୧୪ଜଣ କରୋନାରେ ଆକ୍ରାନ୍ତ ଥିବା ସୁସ୍ଥ ହୋଇଛନ୍ତି । ୧୪ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରେ ଜଣେ ହୋଇଥିବା ବେଳେ ଭୁବନେଶ୍ୱରର ୩, ବାଲେଶ୍ୱରର ୩ ଓ ଭଦ୍ରକରେ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ […]
ବାସ୍ତବ ବ୍ୟୁରୋ-ରେଡ ଜୋନ୍ ରୁ ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । ଅଧିକ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହେବାରୁ ଏହା ହଟସ୍ପଟ୍ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଦୀର୍ଘ ଦିନ ହେବ ଖୋର୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶି କିଛି ନଆସିବାରୁ ଜିଲ୍ଲାକୁ ବର୍ତ୍ତମାନ ରେଡରୁ ଅରେଂଜ ଜୋନରେ ସାମିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ […]
ବାସ୍ତବ ବ୍ୟୁରୋ- ଆଉଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ଯାଜପୁରର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ସେପଟେ ବଲାଙ୍ଗୀର ଜିଲ୍ଲାରେ କରୋନା । ପ୍ରଥମ ଥର ଲାଗି ବଲାଙ୍ଗୀର ଜିଲ୍ଲାରେ ଆଜି ଦୁଇ କରୋନା ଆକ୍ରାନ୍ତ […]
୧-ରାଜ୍ୟରେ ଆଉ ଏକ କୋରୋନା ସଂକ୍ରମଣ ଚିହ୍ନଟ ,ପଜିଟିଭ୍ ବ୍ୟକ୍ତି ଜଣକ ବାଲେଶ୍ଵରର ,ବାଲେଶ୍ୱର କୋରୋନା ସଂକ୍ରମଣ ସଂଖ୍ୟା: ଏବେ ୨୦ ରେ ପହଞ୍ଚିଲା । ୨-ଯାଜପୁର ପାଲଟିଲା ଦ୍ଵିତୀୟ କରୋନା ପ୍ରବଣ ଜିଲ୍ଲା ,ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ । ୩- ଦେଶରେ ଗୋଟିଏ ଦିନରେ ୧୭୧୮ ସଂକ୍ରମିତ ଚିହ୍ନଟ,୭୨ ମୃତ। ୪-UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନୂନ୍ୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ହେବାର ସମ୍ଭବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏହାସହ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ […]
ବାସ୍ତବ ବ୍ୟୁରୋ-କୋଭିଡ୍-୧୯ର ମୁକାବିଲା ପାଇଁ ଭାରତକୁ ସାହାଯ୍ୟ କରିବା ନିମନ୍ତେ ‘ପାର୍ଟନର୍ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍ ହେଲ୍ଥ୍କେୟାର୍ ଆକ୍ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭେଲପ୍ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ […]


