ବାସ୍ତବ ବ୍ୟୁରୋ-ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ବର୍ଷସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି ।
ରାଜ୍ୟ
୧-ପାକ୍ ର ପୁଣି ଅସ୍ତ୍ର ବିରତି ଉଲଂଘନ, ତିନି ଭାରତୀୟ ନାଗରିକ ମୃତ,୧୫ ପାକ୍ ସୈନିକ ଓ ୮ ଆତଙ୍କବାଦୀ ନିପାତ। ୨-ଆଜି ଚଳିବ ପାଞ୍ଜି,ଜମିବନି ପଣା ,ଫିକାପଡିବ ବିଷୁବ ମିଳନ। ୩-ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ରେ ବିଭକ୍ତ ହେବ ଦେଶ। ୪-ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି […]
ବାସ୍ତବ ବ୍ୟୁରୋ- ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଦିଆଯାଇଥିବା ଏକ ତଥ୍ୟରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହେଲା ପରେ ‘ଓଲା’ର ସବୁ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ଯଦି ବା ଲୋକେ ଲକ୍ଡାଉନ୍ରେ ଘରେ ଅଛନ୍ତି କିନ୍ତୁ ଲକଡାଉନ୍ ସମୟରେ ବରିଷ୍ଠ ନାଗରିକ ଅଥବା ଜରୁରୀଭାବେ ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଯେଉଁମାନେ ଡାକ୍ତରଖାନା କୁ ଯିବା ଆସିବା ପାଇଁ ‘ଓଲା’ କ୍ୟାବ୍ ସେବା ଉପରେ ନିର୍ଭର କରୁଥିଲେ, ଏହି ସେବା ବନ୍ଦ ହୋଇଯିବା ପରେ ବହୁ ସମସ୍ୟାର ସମ୍ମୁଖୀନ […]
ବାସ୍ତବ ବ୍ୟୁରୋ-ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ କେନ୍ଦ୍ରାପଡ଼ାରେ ଜଣେ ରୋଗୀ ଆଳି ଅଞ୍ଚଳରେ ଚିହ୍ନଟ ହୋଇଥିଲେ । କେନ୍ଦ୍ରାପଡ଼ାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
୧-ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର ଠାକୁର ରାଜବୀର। ୨-ସୁରଟରେ ଓଡ଼ିଆ ଶ୍ରମିକ ଓପାସ, ମାନିଲେ ନାହିଁ ଲକଡାଉନ୍,ରାସ୍ତାକୁ ଓହ୍ଲାଇଲେ, ଜାଳିଲେ। ୩-ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା। ୪-ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ। ୫-ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ […]
ବାସ୍ତବ ବ୍ୟୁରୋ- ଆଜିଠାରୁ ଭୁବନେଶ୍ୱରର ୫ଟି ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ଏହି ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲ । ସ୍କୁଲରେ ୨ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ୱାଚମ୍ୟାନ୍ ରହିବେ । ୧୭ତାରିଖ ଯାଏଁ […]
ବାସ୍ତବ ବ୍ୟୁରୋ-ସାରା ଦେଶରେ୨୧ଦିନିଆ ଲକଡାଉନ୍ ଲକଡାଉନର ଅବଧିକୁ ବଢାଇବା ସମ୍ପର୍କରେ ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି। ସମଗ୍ର ଭାରତରେ ଲକଡାଉନର […]
୧-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ । ୨-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି। ୩-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି […]
ବାସ୍ତବ ବ୍ୟୁରୋ-ସାବଧାନ! ଏବେ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍ କୋଭିଡ୍-୧୯ ମହାମାରୀ ନାଁରେ ସାଧାରଣଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ଏଭଳି ଫେକ୍ ଇ-ମେଲ ପଠାଉଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି। ଇ-ମେଲ୍ର ଲିଙ୍କ୍ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀ ଅନଲାଇନରେ ଚୋରି କରିନେଉଛନ୍ତି। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି, ଗଲା ଜାନୁଆରିରୁ ଆଜି ସୁଦ୍ଧା ଦେଶରେ କୋଭିଡ୍-୧୯ […]


