୧-ଏପ୍ରିଲ ୯ ସୁଦ୍ଧା ସରକାରୀ କର୍ମଚାରୀ ଙ୍କୁ ଦରମା ଏବଂ ପେନସନ ଦେବାକୁ ସବୁ ଟ୍ରେଜେରୀ କୁ ନିର୍ଦେଶ। ୨ -ସମ୍ପ୍ରତି ଜରୁରୀକାଳୀନ କାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ଙ୍କ ବୀମା କରିବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ସରକାର ଙ୍କୁ ଦେଲେ ପ୍ରସ୍ତାବ। ୩ -ଭୁବନେଶ୍ୱର ରେ ନକଲି ସାନିଟାଇଜର କାରଖାନା ଠାବ, ସାମଗ୍ରୀ ଜବତ। କଳାହାଣ୍ଡି ରେ ବିପୁଳ ବିଦେଶୀ ମଦ ଜବତ କରି ନାମୀ ହୋଟେଲ […]
ରାଜ୍ୟ
୧-ଦେଶରେ ହଜାର ଟପିଲେ କରୋନା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହେଲା ୨୭। ୨ -କରୋନା ଭୟ, ଆଜି ଲୋକସଭା ଭବନ କନଭେସନ ହଲରେ ବସିବ ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ ଅଧିବେଶନ।ଏକ ତୃତୀୟାଂଶ ସଭ୍ୟଙ୍କୁ ନେଇ ଚାଲିବ ଗୃହ। ୩-ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହେଲେ ୧୧ ନୋଡ଼ାଲ ଅଧିକାରୀ । ୪ -ତତଲା କଡେଇ ପାଲଟିବ ଓଡ଼ିଶା, ବଢିବ ତାପମାତ୍ରା।ଆସନ୍ତା ୨ ତାରିଖ […]
୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା। ୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା। ୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ। ୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି […]
୧-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫। ୨-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା। ୩-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ। ୪-ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ […]
୧-କରୋନା ମୁକାବିଲା ନିମନ୍ତେ ହାତ ଖୋଲିଲେ କେନ୍ଦ୍ର ସରକାର, ବାଣ୍ଟିଲେ 1ଲକ୍ଷ 76 ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା। ୨-ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ : କର କ୍ଲିନିକ୍କୁ ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ। ୩-୩ମାସ ଯାଏଁ ମାଗଣା ରନ୍ଧନ ଗ୍ୟାସ୍ ବଂଟନ ପାଇଁ ନିଷ୍ପତି ନେଲେ କେନ୍ଦ୍ର ସରକାର । ୮ କୋଟି ୩୦ ଲକ୍ଷ ବିପିଏଲ ପରିବାରକୁ ମିଳିବ ମାଗଣାରେ ଏଲପିଜି […]
ବାସ୍ତବ ବ୍ୟୁରୋ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିବାର ୩୬ ଘଣ୍ଟା ରେ, ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଦେଶର ଶ୍ରମିକ, ଗରିବ ଏବଂ ସାଧାରଣ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନରେ ଏହି ପ୍ୟାକେଜ ବାବଦ ଅର୍ଥ ବିନିଯୋଗ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜ୍ ଘୋଷଣା […]
ବାସ୍ତବ ବ୍ୟୁରୋ- ପୂର୍ବରୁ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ସଂକ୍ରମିତ ହୋଇଥିବା ରୋଗୀ ଜଣଙ୍କ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି। H & FW Dept Odisha✔@HFWOdisha One […]
୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା। ୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍ ଡେଲିଭରି ସୁବିଧା। ୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ। ୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର […]
୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍ ଲିଙ୍କ୍ ସମୟସୀମା। ୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ। ୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ […]
ବାସ୍ତବ ବ୍ୟୁରୋ:- ଘାତକ କରୋନା ଭୂତାଣୁର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍ଡାଉନ୍’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ […]


