ବାସ୍ତବ ବ୍ୟୁରୋ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର୧୧୪ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି । ଏହା ଦ୍ୱାରା ସାଢେ ୪ ଲକ୍ଷ ଶ୍ରମିକ ପରିବାର ଉପକୃତ ହେବେ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା ଯିବ ।  ଏହା ଦ୍ୱାରା ଶ୍ରମିକ, ଗରିବ […]

୧-UGC ପକ୍ଷରୁ ଅଧ୍ଯକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ। ୨-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬ ୩-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା। ୪-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା […]

ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ରେ ଅତ୍ୟଧିକ କରୋନା ରୋଗୀ ଚିନ୍ହଟ ହେଉଥିବାରୁ ଏଥିପାଇଁ କରୋନାର କେନ୍ଦ୍ରସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।ଭୁବନେଶ୍ବରରେ ସଂକ୍ରମଣ ରୋକିବା ଲାଗି ଏକ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ‌ପ୍ରାଥମିକତା ଭିତ୍ତିରେ କାହାର ନମୁନା ପରୀକ୍ଷା ହେବ ସେ ନିଷ୍ପତ୍ତି ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ। […]

ଏନସିସ ନିର୍ଦ୍ଦେଶାଳୟ ଓଡିଶାର ଏନସିସି କ୍ୟାଡେଟ୍ ଏବଂ ଆସୋସିଏଟ୍ ଏନସିସି ଅଧିକାରୀମାନେ କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢ଼େଇରେ ଯୋଗଦେବାକୁ ଆଗେଇ ଆସିଛନ୍ତି। COVID 19 ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଏହି ମହାମାରୀରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ପର୍ଯ୍ୟାପ୍ତ ତାଲିମ ଦିଆଯିବା ପରେ ସ୍ୱେଚ୍ଛାସେବୀ NCC କ୍ୟାଡେଟ ମନେ ରାଜ୍ୟ ପ୍ରଶାସନକୁ ସାହାଯ୍ୟ କରି ଏହି ଉତ୍ତମ କାର୍ଯ୍ୟ ପାଇଁ ନିୟୋଜିତ ହେବେ। ସ୍ଥାନୀୟ ପ୍ରଶାସନ ସହିତ […]

ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ , ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଦୁଃସାହସିକ ରାଜନୀତିଜ୍ଞ , ବିଶ୍ଵବନ୍ଦିତ ଭୂମିପୁତ୍ର , ଝଡର ଇଗଲ୍ , ମାଟିର ମୂର୍ତ୍ତିକାର , ନବ ଉତ୍କଳର ବିଚିତ୍ର ବିନ୍ଧାଣି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ତେଇଶିତମ ଶ୍ରାଦ୍ଧବାର୍ଷିକୀରେ “ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି […]

ବାସ୍ତବ ବ୍ୟୁରୋ-ସେସୁ ପକ୍ଷରୁ ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯଦି ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, […]

ବାସ୍ତବ ବ୍ୟୁରୋ-ଲକଡାଉନ୍ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା କୁ ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍‌ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍‌ ନମ୍ବର ୮୭୬୩୫୪୩୦୧୩ । ଆଉ ଏକ ହ୍ୱାଟସ୍ଆପ୍‌ ନମ୍ବର ଗତକାଲି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ହୋଇଛି ।  ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍‌ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ […]

ବାସ୍ତବ ବ୍ୟୁରୋ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୪ ଜଣ ସକ୍ରିୟ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି ।

ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।  କରୋନା ମୁକାବିଲା ନେଇ ସବୁ ଜିଲ୍ଲାରେ କୋଭିଡ଼୍-୧୯ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ମୋଟ୍ ୩୫ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ […]

ବାସ୍ତବ ବ୍ୟୁରୋ-ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ଯେମିତି କି ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି । […]

Breaking News

Pin It on Pinterest