୧-ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍, ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨-ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା।୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ୩-୩ ଦଫା ଦାବୀରେ ଆଜିଠୁ ୨ଦିନିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା। […]
ରାଜ୍ୟ
୧-ଅର୍ଥ କମିଶନଙ୍କ ସୁପାରିସ୍ : ପଞ୍ଚାୟତ ଓ ପୌର ସଂସ୍ଥାକୁ ମିଳିବ ୫୦ ହଜାର କୋଟି। ୨-ତିହିଡି: ବ୍ୟାଟେରୀରେ ଖେଳୁଥିବା ବେଳେ ଅଘଟଣ, ବିସ୍ଫୋରଣରେ ଚତୁର୍ଥ ଶ୍ରେଣୀ ଛାତ୍ରର ୩ଟି ଆଙ୍ଗୁଳି ନଷ୍ଟ। ୩-ନ୍ୟୁୟର୍କ:ବୈଜ୍ଞାନିକ ଚିନ୍ତିତ -ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ।୫୦ କୋଟି ଆଲୋକ ବର୍ଷ ଦୂରରେ ଥିବା ଏକ ସ୍ପାଇରାଲ ଗାଲାକ୍ସିରୁ ଆସୁଛି ତରଙ୍ଗ।ପ୍ରତି ୧୬.୩୫ଦିନ ବ୍ୟବଧାନରେ ଏହି ତରଙ୍ଗ ପୃଥିବୀକୁ ଆସୁଛି। ୪-OUAT ପରିଦର୍ଶନ କଲେ […]
୧-ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶାର କିଛି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ। ୨-ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା। ୩-କମାଲ କରିଛନ୍ତି ଓଡ଼ିଆ ପୁଅ, ମାଷ୍ଟରସେଫ୍-୬ର ବିଜେତା ହେଲେ ଅବିନାଶ ନାୟକ। ୪-ମହଙ୍ଗା ଭତ୍ତା,ବକେୟା ଦରମାର ମାତ୍ର ୧୦ପ୍ରତିଶତ ପ୍ରଦାନକୁ ବିରୋଧ […]
୧-କରୋନା ଅପଡେଟ: ଫ୍ରାନ୍ସରେ ପ୍ରଥମ ମୃତ୍ୟୁ – ବିଶ୍ୱରେ ୬୭ ହଜାର ଆକ୍ରାନ୍ତ। ୨-ଆଉ ଲାଗିବନି ଟ୍ରାଫିକ୍ ଜାମ, ଜାଭିୟରରୁ ପଟିଆ ଯାଏ ନୂଆ ରାସ୍ତା।ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ୩-ବଲାଙ୍ଗିରରେ ମୋତିଲାଲ୍ ଓସୱାଲ କିସ୍ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ହୋଇଛି ବ୍ୟବସ୍ଥା। ୪-ଆଜି କେଜେରିଓ୍ବାଲଙ୍କ ଶପଥଗ୍ରହଣ, […]
୧-ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ୨-ଯାଜପୁର:କିନ୍ନରଙ୍କୁ ଗୁରୁଦାୟିତ୍ୱ , ସରକାରୀ ଯୋଜନାକୁ ପହଂଚାଇବେ ସାଧାରଣ ଲୋକଙ୍କ ପାଖରେ। ୩-୧୦ ଜୀବନ ଗଲାପରେ ଶକ୍ତି ବିଭାଗର ଭାଙ୍ଗିଲା ନିଦ, କମ୍ ଉଚ୍ଚତାରେ ଝୁଲିଥିବା ୧୧ କେଭି ତାରର ସ୍ଥାନ ଚିହ୍ନଟ କଲା ଶକ୍ତି ବିଭାଗ। ୪-ଖୋଲିଲା ଅନୁପ ସାଏଙ୍କ ଡବଲ ମର୍ଡର ମିଷ୍ଟ୍ରି, ପରକୀୟା ପ୍ରୀତିରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ। […]
୧-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ୨-ଭୁବନେଶ୍ୱର:April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ। ୩-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ୪-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବାଚସ୍ପତି। […]
୧-ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି କରୋନା, 1100 ଟପିଲା ଚୀନରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା। ୨-ନୁଆ ଦିଲ୍ଲୀ:LPG ସିଲିଣ୍ଡର ପିଛା ୧୪୫ ଟଙ୍କା ବଢିଲା। ୩-୧୬ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମଇଦାନରେ। ୪-ରାଉରକେଲାରେ ନିର୍ମାଣ ହେବ TRT ସେଣ୍ଟର, 200 କୋଟି ଖର୍ଚ୍ଚ କରିବ କେନ୍ଦ୍ର, ଜମି ଯୋଗାଇଦେବ ରାଜ୍ୟ। ୫-25%ରୁ କମ୍ ନାମଲେଖା ହେଉଥିବା ୧୦ଟି ଡିଗ୍ରୀ କଲେଜକୁ […]
୧-ଖୁବଶୀଘ୍ର ଏକ ଟଙ୍କିଆ ନୋଟ୍ ଜାରି କରିବେ କେନ୍ଦ୍ର ସରକାର। ୨-ସଂସଦରେ, IIT ପାଠ୍ୟକ୍ରମରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ସୁରକ୍ଷା ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରମନ୍ତ୍ରୀ ରଖିଲେ ଉତ୍ତର। ୩-କଂଗ୍ରେସ ନେତା ହାର୍ଦିକ ପଟେଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା, ଏନବିଡବ୍ଲୁ ଜାରି। ୪-ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ, ୪ଯନ୍ତ୍ରୀଙ୍କୁ ନିଲମ୍ୱିତ କରିଲେ ସରକାର। ୫-ଭୁବନେଶ୍ୱର:ଚୋରା ବନ୍ଧୁକ ବେପାର କରୁଥିବା ଅଭିଯୋଗରେ ଦୁଇ […]
୧-ମାର୍ଚ୍ଚ ୧୧ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତାର ୬ଦିନ ବନ୍ଦ ରହିବ ବ୍ୟାଙ୍କ। ୨-ପୂର୍ବତଟ ରେଳପଥ ର ସ୍ୱଚ୍ଛତା ମିସନ, ଏଣିକି ଛେପ ପକାଇଲେ ଗଣିବେ ତୁଣ୍ଡ। ୩-ଆଳି:ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ୧୬ ଲକ୍ଷ ଟଙ୍କା ଆତ୍ମସାତ୍; ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ। ୪-ପାଣିପାଗ: ଆଜିଠୁ ବଢ଼ିବ ଶୀତ ଓ କୁହୁଡି,ପାଗ ମୁଖ୍ୟତଃ ଶୁଖିଲା ରହିବ। ୫-ପୋଚେଫ୍ଷ୍ଟ୍ରୁମ୍ : ଦକ୍ଷିଣ […]
୧-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟଣାର ହନୁମାନ ମନ୍ଦିର ଦାନ କରିବ ୧୦ କୋଟି ଟଙ୍କା। ୨-ଭୁବନେଶ୍ୱର: FIH ହକି ପ୍ରୋ ଲିଗ୍ ରେ ବିଶ୍ୱ ଚାମ୍ପିଅନ ବେଲଜିୟମକୁ ହରାଇଲା ଭାରତ। ୩-ଓଡ଼ିଶାରେ ୬୦୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରାର୍ଥୀ ନିଟ୍ ଯୋଗ୍ୟତା ଅର୍ଜନ କରିଥିବା ଆବଶ୍ୟକ। ୪-ହନ୍ତସନ୍ତ କରୁଛି ଅଦିନିଆ ବର୍ଷା ସାଙ୍ଗକୁ ଶୀତ, କୋହଲା ପାଗ ସାଙ୍ଗକୁ ପୁଣି ଝିପଝିପ […]


