ବାସ୍ତବ ବ୍ୟୁରୋ-କରୋନା ମୁକାବିଲା ପାଇଁ ମେ’ ୩ ଲକ୍-ଡାଉନ୍ ର ଅବଧି ବଢିବାପରେ, ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଦେଶବ୍ୟାପୀ ମେ ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗଡିବନି ବୋଲି ରେଲୱେ କହିଛି । ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସେପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍ ଟ୍ରେନ୍, କୋଲ୍କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍ୱେ […]
ରାଜ୍ୟ
ବାସ୍ତବ ବ୍ୟୁରୋ-ଦେଶ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଥିବା ବେଳେ, ରାଜ୍ୟରେ ଏହି ସଂଖ୍ୟା କମୁଛି । ଏହା ଏକ ଆସ୍ୱସ୍ଥି ର ଖବର ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହି ବିଷୟ କହିଛନ୍ତି । ଯେଉଁମାନେ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି […]
୧-ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କାର୍ଯ୍ୟାଳୟକୁ ଫେରିଲେ କେନ୍ଦ୍ରମନ୍ତ୍ରୀ, ଅଫିସର । କମ କର୍ମଚାରୀରେ ଚାଲିଲା କାମ, ସାମାଜିକ ଦୂରତା ଉପରେ ଗୁରୁତ୍ୱ । ୨-ଆଜି ସକାଳ 10 ଟା ସମୟରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩-ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ : ରାଜଧାନୀ ପାଇଁ ଆସିବ ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ୪-ଲକଡାଉନ୍ କଟକଣା ଟିକିଏ ହେଲା କୋହଳ, ବିନା ବାଧାରେ ଚାଲିବ କୃଷି,ନରେଗା […]
ବାସ୍ତବ ବ୍ୟୁରୋ-ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜଧାନୀରେ,କୋହଳ ହେବନି ଲକଡାଉନ୍ ନିୟମ ।ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି । ଚାଷକାର୍ଯ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରାଜଧାନୀ ପାଇଁ ଭିନ୍ନ ନିୟମ ଆଣିବାକୁ ଚିନ୍ତା ଭୁବନେଶ୍ୱର […]
ବାସ୍ତବ ବ୍ୟୁରୋ-କଟକ,ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ ମହମାରୀ କରୋନା ନେଇ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ କବଳରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା […]
ବାସ୍ତବ ବ୍ୟୁରୋ-ଆଜି ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ଯାଏଁ ତାଲାବନ୍ଦ କଟକଣା ବଳବତ୍ତର ରହିବ । ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି । ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ । କୃଷି […]
ବାସ୍ତବ ବ୍ୟୁରୋ-ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ବର୍ଷସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି ।
୧-ପାକ୍ ର ପୁଣି ଅସ୍ତ୍ର ବିରତି ଉଲଂଘନ, ତିନି ଭାରତୀୟ ନାଗରିକ ମୃତ,୧୫ ପାକ୍ ସୈନିକ ଓ ୮ ଆତଙ୍କବାଦୀ ନିପାତ। ୨-ଆଜି ଚଳିବ ପାଞ୍ଜି,ଜମିବନି ପଣା ,ଫିକାପଡିବ ବିଷୁବ ମିଳନ। ୩-ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ରେ ବିଭକ୍ତ ହେବ ଦେଶ। ୪-ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି […]
ବାସ୍ତବ ବ୍ୟୁରୋ- ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଦିଆଯାଇଥିବା ଏକ ତଥ୍ୟରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହେଲା ପରେ ‘ଓଲା’ର ସବୁ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ଯଦି ବା ଲୋକେ ଲକ୍ଡାଉନ୍ରେ ଘରେ ଅଛନ୍ତି କିନ୍ତୁ ଲକଡାଉନ୍ ସମୟରେ ବରିଷ୍ଠ ନାଗରିକ ଅଥବା ଜରୁରୀଭାବେ ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଯେଉଁମାନେ ଡାକ୍ତରଖାନା କୁ ଯିବା ଆସିବା ପାଇଁ ‘ଓଲା’ କ୍ୟାବ୍ ସେବା ଉପରେ ନିର୍ଭର କରୁଥିଲେ, ଏହି ସେବା ବନ୍ଦ ହୋଇଯିବା ପରେ ବହୁ ସମସ୍ୟାର ସମ୍ମୁଖୀନ […]


