୧-୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି । ୨-ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ୩ -ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ। ୪-କିସ୍ ର ୩୦,୦୦୦ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଖାଦ୍ୟ ଓ ପାଠ୍ଯୋପକରଣ ୨୫ ଟି ବସ୍ […]
ରାଜ୍ୟ
ବାସ୍ତବ ବ୍ୟୁରୋ: ଆଜି ରାଜ୍ୟ ପାଇଁ ପୁଣି ଆସିଛି ଭଲ ଖବର, ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି । ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]
୧-ନୂଆ ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି । ୨-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରହିବ। ୪-ଗ୍ରାହକଙ୍କୁ CESUର କରୋନା ମାଡ଼:ଦୁଇ ମାସରେ ଆସିଲାଣି ଦୁଇଗୁଣ ବିଲ୍। […]
୧-ଆଜିଠୁ ରାଜଧାନୀ ପରୀକ୍ଷାମୂଳକ ଭାବେ ଖୋଲିଲା ପ୍ରମୁଖ ପାର୍କ। ସକାଳ ୭ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପାର୍କ ରେ ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ପ୍ରମୁଖ ପାର୍କ ହେଲା ଫରେଷ୍ଟ , ବୁଦ୍ଧ ଓ ଆଇଜି ପାର୍କ। ୨-ଆଜି ନୂଆ ୮୧ କୋରୋନା ପଜିଟିଭ୍। ବରଗଡ଼ ଓ ନୂଆପଡ଼ା ରେ ନୂଆ କରି ଯୋଡ଼ି ହୋଇ […]
ବାସ୍ତବ ବ୍ୟୁରୋ– ଆସନ୍ତା କାଲିଠାରୁ ଅନ୍-ଲାଇନରେ ଅଡର୍ କଲେ ଆପଣଙ୍କ ଘରେ ପହଂଚିବ ମଦ । ଓଡିଶା ଅବକାରୀ ନିୟମ-୨୦୧୭ ରେ ଆବଶ୍ୟକୀୟ ପରିବର୍ତନ କରି, ଓଡିଶା ଅବକାରୀ ବିଭାଗ ପକ୍ଷରୁ ଏଇ ସୁବିଧା ଉପଲବ୍ଧ କରାଯାଇଅଛି । ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଅଛନ୍ତି । ଏ ନେଇ ଆଜି ଅବକାରୀ କମିସନର […]
ବାସ୍ତବ ବ୍ୟୁରୋ– ଆଜି ଟିଟିଟାଲଗଡ଼ରେ ସର୍ବାଧିକ ୪୫.୫ ଡି୍ରଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୪୪.୨ ଡିଗ୍ରି, ତାଳଚେରରେ ୪୩.୮ ଡିଗ୍ରି, ବଲାଙ୍ଗୀରରେ ୪୩.୫ ଡିଗ୍ରି, ମାଲକାନଗିରିରେ ୪୩ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ାରେ ୪୨.୨ଡିଗ୍ରି, ପାରଳାଖେମୁଣ୍ଡିରେ ୪୨ ଡିଗ୍ରି ଓ ଫୁଲବାଣୀରେ ୪୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୧୨ଟି ସହରର ତାପମାତ୍ରା […]
ବାସ୍ତବ ବ୍ୟୁରୋ : ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋଡିଲେ ସେନା ସହାୟତା । ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ଠାରୁ ମଧ୍ୟ ସହଯୋଗ ମାଗିଛନ୍ତି । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ୨୪ ପ୍ରଗଣା, କୋଲକତା ଆଦି ମୋଟ ୬ଟି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ଲୋକଙ୍କ ପାଖରେ ଏବେ ବି ସହାୟତା ପହଞ୍ଚିନାହିଁ । କିନ୍ତୁ ରିଲିଫ […]
୧-୯ ବର୍ଷ ପରେ ମେ’ ୨୭ରେ ମହାକାଶକୁ ଯିବ ସ୍ପେସ – ଏକ୍ସ, ନାସା ପ୍ରସ୍ତୁତ। ୨-ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗକୁ 1000 କୋଟି ପ୍ରାରମ୍ଭିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩-ମହାମାରୀ ବେଳେ ମହାବାତ୍ୟା ମୁକାବିଲା କରିଥିବାରୁ ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ନବୀନ ବାବୁଙ୍କ ଟିମ୍ ଭଲ ପ୍ରଦର୍ଶନ କରିଛନ୍ତି, ବାତ୍ୟା ମୁହଁରୁ […]
ବାସ୍ତବ ବ୍ୟୁରୋ-ଆଜି ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଥିବାବେଳେ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଅପରାହ ୩ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ ଏବଂ ଦୀର୍ଘ ଦେଢ଼ ଘଣ୍ଟା ଧରି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ […]
ବାସ୍ତବ ବ୍ୟୁରୋ-ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରାଯାଇ ଅଛି । ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍ର ରିଜର୍ଭ ରୋପୋ ରେଟ୍ରେ ସମନ୍ବୟ ଅଣାଯାଇ ଅଛି । ଛଅଜଣ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ […]


