ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର । ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ବାହାର ରାଜ୍ୟରୁ ଅନେକ ପରୀକ୍ଷାର୍ଥୀ ଟ୍ରେନ୍‌ରେ ଯାତାୟାତ କରିଥାଆନ୍ତି । ଏହି ସମୟରେ ଟ୍ରେନ୍‌ରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଥାଏ। ପରୀକ୍ଷାର୍ଥୀ କିପରି ସହଜ ଓ ସୁବିଧାରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ଆଜିଠାରୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିଛି। ପାସେଞ୍ଜର […]

୧-ଭୁବନେଶ୍ୱରକୁ ଆର୍ମି ପରୀକ୍ଷା ପାଇଁ ଆସିଥିବା ଅଣଓଡ଼ିଆ ପରୀକ୍ଷାର୍ଥୀମାନେ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟକୁ ଜବରଦସ୍ତ ଧସେଇ ପଶିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି । ଷ୍ଟେସନରେ ଲାଠିମାଡ। ୨-ବାର ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା।୮ଦିନ ଧରି ଚାଲିବ।ଷ୍ଟଲରେ ପଲିଥିନ ମନା। ୩-୨୦ ବର୍ଷ ଶାସନ ପରେ ସରକାରଙ୍କର 5T ମନେପଡ଼ିଲା, ଏହି ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ?: ଅପରାଜିତା ୪-ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ପାଳି, […]

କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ସ୍ଥାନରେ ସେବା ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା […]

ଓଡିଶାର ଅନେକ ରୋଗୀ କ୍ୟାନ୍ସର ରେ ପୀଡିତ ହୋଇ କଟକ ଭୁବନେଶ୍ୱର ତଥା ଅନ୍ୟ ସହରକୁ ଯାଉଛନ୍ତି l ଲକ୍ଷ ଲକ୍ଷ ଟଙ୍କା ପଇସା ଖର୍ଚ୍ଚ କରୁଛନ୍ତି ହେଲେ ରୋଗୀ ସମ୍ପୂର୍ଣ ସୁସ୍ଥ ହୋଇପାରୁ ନାହାନ୍ତି l ପ୍ରକୃତରେ ଏଲୋପାଥିରେ କେମୋ ଓ ରେଡ଼ିଏସନ ଛଡା ଏହାର ଚିକିତ୍ସା ନାହିଁ l ବାରିପଦା ରେ ପ୍ରଥମ ଥର ଏଥିପାଇଁ ଆୟୁର୍ବେଦିକ ଚିକିତ୍ସା ସୁବିଧା ଅଛି l କମ ଖର୍ଚ୍ଚ ରେ […]

୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

ବ୍ରହ୍ମପୂର୍ ଗଜପତି ନଗର ଏମକେସିଜି ମେଡିକାଲ ପ୍ରଫେସର୍ ଙ୍କ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଜଂଗଲୀ ବାଘ ର ଦୃଶ୍ୟ କୟେଦ ହୋଇଛି । https://www.bastabtv.in/wp-content/uploads/2019/10/VID-20191015-WA0001-2.mp4 ସାରା ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେଇଛି । ବାହାରକୁ ବାହାରିବା ପାଇଁ ଲୋକମାନଙ୍କ ମନରେ କୋକୁଆ ଭୟ । ହେଲେ ଏପର୍ଯ୍ୟନ୍ତ କୌଣସି ସରକାରୀ ପଦକ୍ଷେପ ନିଆଯାଇନାହିଁ । ବାସ୍ତବ ବ୍ୟୁରୋ ବ୍ରହ୍ମପୁର

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦ୍ଘାଟନ କରିବେ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନ କୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ ଅପରାହ୍ନ ୧ଘ.୩୦ମି. ସମୟରେ ଏହାର ପ୍ରାରମ୍ଭିକ ଯାତ୍ରା ଆରମ୍ଭ କରିବ I କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) – ଏ ମାସ ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର […]

୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର […]

ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ […]

Pin It on Pinterest