ବାସ୍ତବ ବ୍ୟୁରୋ-ଯାଜପୁର ରେ ୫ ନୂଆ କଣ୍ଟେନମେଣ୍ଟ ଜୋନ । ପୁଣି ୫୪ ଘଣ୍ଟା ପାଇଁ ସଟ୍ ଡାଉନ୍ ହେଲା ଯାଜପୁର । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍ଡାଉନ ଘୋଷଣା କରାଯାଇଛି । ଯାଜପୁରର […]
ରାଜ୍ୟ
ବାସ୍ତବ ବ୍ୟୁରୋ-ମହାରାଷ୍ଟ୍ର ଓ ଗୁଜରାଟ ରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ନବୀନ ଆଲୋଚନା କରିଥିଲେ । ସମସ୍ତଙ୍କୁ ବସ୍ […]
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୬୪ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଏହି ଯୁଦ୍ଧରେ ଲଢୁଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ’ […]
୧-ସେଲୁନ କିମ୍ୱା ମଦ ଦୋକାନ ଖୋଲିବା ପାଇଁ କୌଣସି ବି ଆଦେଶ ଦିଆ ଯାଇନାହିଁ – କେନ୍ଦ୍ର ଗୃହମନ୍ତ୍ରାଳୟ। ୨-ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ୩-ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ୪-କାଳବୈଶାଖୀ […]
୍ ଗଣପର୍ବ ଅକ୍ଷୟ ତୃତୀୟା ଓ ଅଖିମୁଠି ,ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରାର ପ୍ରଥମ ପର୍ବ ରଥାନୁକୂଳ ଓ ପବିତ୍ର ଚନ୍ଦନ ଯାତ୍ରାର ଶୁଭାରମ୍ଭ ମଧ୍ୟରେ ଗଣପର୍ବ ଅକ୍ଷୟ ତୃତୀୟା। କୃଷି ର ଦେବତା ବଳଦେବ ଙ୍କ ପାବନ ତିଥି ଆଜିର ଦିନରେ ତାଙ୍କ ଦାୟାଦ କୃଷକ ବର୍ଗ ଅଖିମୁଠି ନେଇ କ୍ଷେତପୂଜା ସହ ବିହନ ଅନୁକୂଳ କରିଥା’ନ୍ତି। ଓଡ଼ିଶାର ଅଶୀ ପ୍ରତିଶତ କୃଷକ ପରିବାରରେ ଏ […]
ବାସ୍ତବ ବ୍ୟୁରୋ-ଏୟାର କଣ୍ଡିସିନର, କୁଲର୍ ଏବଂ ଫ୍ୟାନ୍ ବ୍ୟବହାର ପାଇଁ କେନ୍ଦ୍ର ସରକାର ଜାରି କଲେ ଗାଇଡ୍ ଲାଇନ୍। କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ AC,କୁଲର୍ ଏବଂ ଫ୍ୟାନ୍ ର ବ୍ୟବହାର କରିବାରେ ଲାଗିଛନ୍ତି । କିଛି ବିଶେଷଜ୍ଞମାନେ କହିଛନ୍ତି ଯେ, ଘରର ACରେ କରୋନା ବିପଦ ନାହିଁ […]
ବାସ୍ତବ ବ୍ୟୁରୋ- ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁଥିଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାର ନମ୍ବର ଓ ମୋବାଇଲ ନମ୍ବର ପଞ୍ଜୀକରଣ ବେଳେ ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଲାଗିରହିବ ବର୍ଷା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ଏପ୍ରିଲ ୩୦ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଂଚଳ ଓ ଦକ୍ଷିଣ ବଙ୍ଗୋପସାଗରରେ ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ଉତ୍ତର , ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରି ଆଗକୁ […]
୧-କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରୁଛି ପ୍ଲାଜମା ଥେରାପୀ: ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ପ୍ରାରମ୍ଭିକ ଫଳାଫଳ ସନ୍ତୋଷଜନକ । ୨-ପେଟ୍ରୋଲ- ଡିଜେଲ ବିକ୍ରି ୮୦% ହ୍ରାସ, ରାଜ୍ୟ ସରକାରଙ୍କ କ୍ଷତି ୩୦୦ କୋଟି। ୩-ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଲେ ସୃଜନଶୀଳ ପଦକ୍ଷେପ, ଆରମ୍ଭ କଲେ “ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ। ୪-ଚିନ୍ତାରେ ୨୦ହଜାର ଖଲିପତ୍ର ସିଲେଇ ପରିବାର,ତେଣେ ମଞ୍ଚ ଅନ୍ଧାର, […]
ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାର ଦେଲେ ଅନୁମତି,ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । କରୋନା ପାଇଁ ସାରା ଦେଶରେ କଟକଣା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା ।ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]


