ବାସ୍ତବବ୍ୟୁରୋ କେନ୍ଦ୍ରାପଡା:ଛାତ୍ର ଜୀବନରୁ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଉତ୍କଳ କେଶରୀପରିଡାଙ୍କୁ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ସଭାପତିର ଗୁରୁଦାୟିତ୍ୱ ରେ ଅଧିଷ୍ଠିତ କରିଛନ୍ତି । ଶୁକ୍ରବାର ସାଙ୍ଗଠନିକ ନିର୍ବାଚନ ହେବାର ଥିଲା। ହେଲେ ଏକମାତ୍ର ପ୍ରାର୍ଥୀ ଭାବରେ ଉତ୍କଳ ତାଙ୍କର ପ୍ରସ୍ତାବକ ଓ ସମର୍ଥକମାନଙ୍କ ସହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବକ ରହିଥିବା ବେଳେପୂର୍ବତନ […]

୧-କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨। ୨-ସ୍କୁଲ ପିଲାଙ୍କୁ ଅଟୋରେ ଯିବା ମନା, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ। ୩-ପୁରୀ:ଶବ ମାଗୁଛି ନ୍ୟାୟ! ସ୍ଥାନ ଅଭାବ ଯୋଗୁଁ ,ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ୪ରୁ ୫ ଘଣ୍ଟା ଅପେକ୍ଷା କରୁଛନ୍ତି ସମ୍ପର୍କୀୟ। ୪-ପାଞ୍ଚ ମାସ ମଧ୍ୟରେ 38 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ବାବଦରେ ଆଦାୟ କରିଛି ପରିବହନ ବିଭାଗ। ୫-ଆଉ ବଢିବନି ସର୍ବକ୍ଷମା […]

ବିଶାଖାପାଟଣା ଡିଜେଲ ଲୋକୋ ଶେଡ଼ କର୍ମଚାରୀମାନଙ୍କ ଦ୍ୱାରା ଅବ୍ୟବହୃତ ପଦାର୍ଥରୁ ବିଭିନ୍ନ ମାନବ କଳାକୃତି ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଥିବାବେଳେ ପୂର୍ବତଟ ରେଳପଥ ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ […]

୧-ଭାଇରାଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ। ୨-ଭୁବନେଶ୍ୱର ରାସ୍ତା ନିର୍ମାଣକୁ ନେଇ ସାଲିଆ ସାହି ବସ୍ତିରେ ଉତ୍ତେଜନା, 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ୩-ନୁଆ ଦିଲ୍ଲୀ:ଗଠିତ ହେଲା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ମହନ୍ତ ନୃତ୍ୟଗୋପାଳ ଦାସ ଅଧ୍ୟକ୍ଷ ମନୋନୀତ। ଏପ୍ରିଲ ୪ରୁ ନିର୍ମାଣ ଆରମ୍ଭ। ୪-ଭୁବନେଶ୍ୱର: ବାଚନିକ ଭୋଟରେ କୃପାଳୁଜୀ ବିଶ୍ବବିଦ୍ୟାଳୟ ବିଲ୍ ବିଧାନ ସଭାରେ ପାରିତ। ୫-ସଜେଇ ହୋଇଛି […]

୧-ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍‌, ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨-ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା।୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ୩-୩ ଦଫା ଦାବୀରେ ଆଜିଠୁ ୨ଦିନିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା। […]

୧-ଅର୍ଥ କମିଶନଙ୍କ ସୁପାରିସ୍ : ପଞ୍ଚାୟତ ଓ ପୌର ସଂସ୍ଥାକୁ ମିଳିବ ୫୦ ହଜାର କୋଟି। ୨-ତିହିଡି: ବ୍ୟାଟେରୀରେ ଖେଳୁଥିବା ବେଳେ ଅଘଟଣ, ବିସ୍ଫୋରଣରେ ଚତୁର୍ଥ ଶ୍ରେଣୀ ଛାତ୍ରର ୩ଟି ଆଙ୍ଗୁଳି ନଷ୍ଟ। ୩-ନ୍ୟୁୟର୍କ:ବୈଜ୍ଞାନିକ ଚିନ୍ତିତ -ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ।୫୦ କୋଟି ଆଲୋକ ବର୍ଷ ଦୂରରେ ଥିବା ଏକ ସ୍ପାଇରାଲ ଗାଲାକ୍ସିରୁ ଆସୁଛି ତରଙ୍ଗ।ପ୍ରତି ୧୬.୩୫ଦିନ ବ୍ୟବଧାନରେ ଏହି ତରଙ୍ଗ ପୃଥିବୀକୁ ଆସୁଛି। ୪-OUAT ପରିଦର୍ଶନ କଲେ […]

୧-ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶାର କିଛି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ। ୨-ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା। ୩-କମାଲ କରିଛନ୍ତି ଓଡ଼ିଆ ପୁଅ, ମାଷ୍ଟରସେଫ୍‌-୬ର ବିଜେତା ହେଲେ ଅବିନାଶ ନାୟକ। ୪-ମହଙ୍ଗା ଭତ୍ତା,ବକେୟା ଦରମାର ମାତ୍ର ୧୦ପ୍ରତିଶତ ପ୍ରଦାନକୁ ବିରୋଧ […]

୧-କରୋନା ଅପଡେଟ: ଫ୍ରାନ୍ସରେ ପ୍ରଥମ ମୃତ୍ୟୁ – ବିଶ୍ୱରେ ୬୭ ହଜାର ଆକ୍ରାନ୍ତ। ୨-ଆଉ ଲାଗିବନି ଟ୍ରାଫିକ୍ ଜାମ, ଜାଭିୟରରୁ ପଟିଆ ଯାଏ ନୂଆ ରାସ୍ତା।ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ୩-ବଲାଙ୍ଗିରରେ ମୋତିଲାଲ୍ ଓସୱାଲ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ହୋଇଛି ବ୍ୟବସ୍ଥା। ୪-ଆଜି କେଜେରିଓ୍ବାଲଙ୍କ ଶପଥଗ୍ରହଣ, […]

୧-ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ୨-ଯାଜପୁର:କିନ୍ନରଙ୍କୁ ଗୁରୁଦାୟିତ୍ୱ , ସରକାରୀ ଯୋଜନାକୁ ପହଂଚାଇବେ ସାଧାରଣ ଲୋକଙ୍କ ପାଖରେ। ୩-୧୦ ଜୀବନ ଗଲାପରେ ଶକ୍ତି ବିଭାଗର ଭାଙ୍ଗିଲା ନିଦ, କମ୍ ଉଚ୍ଚତାରେ ଝୁଲିଥିବା ୧୧ କେଭି ତାରର ସ୍ଥାନ ଚିହ୍ନଟ କଲା ଶକ୍ତି ବିଭାଗ। ୪-ଖୋଲିଲା ଅନୁପ ସାଏଙ୍କ ଡବଲ ମର୍ଡର ମିଷ୍ଟ୍ରି, ପରକୀୟା ପ୍ରୀତିରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ। […]

୧-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ୨-ଭୁବନେଶ୍ୱର:April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ। ୩-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ୪-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବାଚସ୍ପତି। […]

Pin It on Pinterest