କେନ୍ଦ୍ରାପଡ଼ା ଆଳି ଥାନା ଠାରୁ 2-3 କିଲୋମିଟର ଦୂର ଗୋଟିଏ ଗାଁର ଜଣେ ଓଡ଼ିଆ ଯୁବକ ଆବୁଧାବିରେ ପାଣିପାଇପ୍ ମିସ୍ତ୍ରୀ କାମ କରନ୍ତି ! କରୋନା ପାଇଁ ସାରା ଦେଶ ଯେତେବେଳ ଥରହର ସେ ସମୟରେ ସେ ଦୁବାଇ ବାଟ ଦେଇ ଗାଁକୁ ଫେରି ଆସିଲେ ! 22 ରେ ଆନ୍ତର୍ଜାତୀୟ ଉଡାଣ ବନ୍ଦ ର ପୂର୍ବଦିନ ଅର୍ଥାତ୍ 21 ତାରିଖରେ ଦୁବାଇରୁ ଆସି ଦିଲ୍ଲୀରେ ପହଂଚିବା ପରେ ସେଠି […]
ରାଜ୍ୟ
ବାସ୍ତବ ବ୍ୟୁରୋ-ଗତକାଲି ରାତିରେ କେନ୍ଦ୍ରାପଡାର ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସେ ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା […]
୧-ପାଣିପାଗ: ରାଜ୍ୟର ଅନେକ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ।୩ଦିନ କାଳବୈଶାଖୀ ସମ୍ଭାବନା। ୨-ବରଗଡ଼: ଦନ୍ତାହାତୀ ଆକ୍ରମଣରେ ୪ ମୃତ।ମୃତକମାନଙ୍କ ମଧ୍ୟରେ ବାପା-ପୁଅ ଓ ନାତି ସାମିଲ ଅଛନ୍ତି। ୩-ଭୁବନେଶ୍ୱର:BMC ପକ୍ଷରୁ ମୋବାଇଲ୍ ଭ୍ୟାନ୍ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା। ୪-ଭୁବନେଶ୍ୱରରେ ନିୟମ ଉଲଙ୍ଘନ କରିଥିବା ୮୭୪ ଓ କଟକରେ ୧୦୧୯ ଗାଡିକୁ ସିଜ୍ କଲା ପୋଲିସ୍। ୫-ମିଥ୍ୟା ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା […]
ବାସ୍ତବ ବ୍ୟୁରୋ-କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ । ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି । ଘରୁ ଗୋଢ କାଢି ଅସହାୟଙ୍କୁ ସହାୟତା ହେବାକୁ, ଲୋକଙ୍କୁ ସଚେତନ କରିବାକୁ ମହିଳାଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ କହିଛନ୍ତି । ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ […]
୧-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍ ୯ ନିହତ, ୩ ସହିଦ୍। ୨-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର । ୩-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍ କମିଶନରଙ୍କ କଡ଼ା ନିର୍ଦ୍ଦେଶ। ୪-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । […]
ବାସ୍ତବ ବ୍ୟୁରୋ-ଓଡ଼ିଶାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି […]
-ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସ୍ମିଟରେ ସୂଚନା -ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍ଡାଉନ -ସୂର୍ଯ୍ୟନଗର କେସ୍ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି, ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ -୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ , ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ କରାଯାଇଥିଲା, -ସଟଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ […]
କୋରୋନା ମୁକାବିଲା ପାଇଁ ପୁରୀରେ ଏପ୍ରିଲ ୧୪ ଯାଏ ପନିପରିବା ମାର୍କେଟ ବନ୍ଦ କଲା ପୋଲିସ, ବଡ଼ଶଙ୍ଖ, ମାର୍କେଟ ଛକ ଓ ଲକ୍ଷ୍ନୀବଜାର ମାର୍କେଟ ବନ୍ଦ, ସାହିରେ ଠେଲା ଗାଡ଼ିରେ ବିକ୍ରି ହୋଇପାରିବ ପରିବା କଳାହାଣ୍ଡିରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ୍, ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣ ଚିହ୍ନଟ, ସମସ୍ତଙ୍କ ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ […]
୧-୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ। ୨-ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ। ୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ବୃଦ୍ଧିପାଇବାରେ ଲାଗିଲାନି । ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ । ପ୍ରଦୀପ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଭଡାରେ ରହୁଥିବା ବ୍ୟକ୍ତି ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର […]


