୧-କରୋନା ଡର, 10 ଲକ୍ଷ ଅର୍ଦ୍ଧସାମରିକ ଯବାନଙ୍କ ଛୁଟିକୁ ବାତିଲ କଲା ଗୃହ ମନ୍ତ୍ରାଳୟ। ୨-ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍‌ ୩୦ ତାରିଖରେ ନେଇ ଥାଆନ୍ତେ ଅବସର। ୩-କରୋନା ଡରରେ ସ୍ଥଗିତ ହେଲା ଓପିଏସସିର ସମସ୍ତ ପରୀକ୍ଷା। ୪-କୋରାପୁଟ୍:’କରୋନା’ ପାଇଁ ସବୁ ଡରିଲେ, ବିଦେଶୀଙ୍କୁ ନିଜ ବାଇକ୍‌ରେ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍‌। ୫-କରୋନା ଡର, ପଞ୍ଜାବ ଜେଲରେ […]

୧-ବୁଧବାର ହଟିବ ୟେସ୍‌ ବ୍ୟାଙ୍କ କଟକଣା: ଆରବିଆଇ ୨-କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର। ୩-କରୋନା ଡରରେ ବନ୍ଦ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟ, ସ୍ଥଗିତ ହେଲା ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା।ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ। ୪-ଜନସମାଗମ ରୋକିବାକୁ […]

୧-ବ୍ରହ୍ମପୁର ମେଡ଼ିକାଲ ଛାତ୍ର ଜ୍ୟୋତି ରଞ୍ଜନ ଦାସଙ୍କ ବାପା ଜଣେ ଦରଜୀ, ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ, ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ୨-ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ କଟକ-ଭୁବନେଶ୍ବରର ସବୁ ମଲ ବନ୍ଦ:CP ୩-ଓଡ଼ିଶାରେ କରୋନା। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱର, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ। ୪-ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା ,ପରବର୍ତ୍ତୀ ନିର୍ଦ୍ଦେଶ […]

୧-କରୋନା : ୧୨ ଦିନରେ ରେଳବାଇର ୮୫କୋଟି ଟଙ୍କା କ୍ଷତି, ଟିକେଟ୍ ରଦ୍ଦ କଲେ ୧୨ଲକ୍ଷ ଯାତ୍ରୀ। ୨-କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ KISSକୁ ଛୁଟି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୩-ଆଜି ଠାରୁ କୋଚିଙ୍ଗ ସେଣ୍ଟର ଓ ଟ୍ଯୁସନ ବି ବନ୍ଦ:CP ୪-ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଜିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ […]

୧-ଓଡ଼ିଶା ପରେ ଉତ୍ତରପ୍ରଦେଶରେ କରୋନା ଭାଇରସକୁ ଘୋଷଣା କରାଗଲା ମହାମାରୀ, 22 ପର୍ଯ୍ୟନ୍ତ ସ୍କୁଲ କଲେଜ ସବୁ ବନ୍ଦ। ୨-କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ସରକାର: ସ୍କୁଲ ଓ ସିନେମା ହଲ୍ ବନ୍ଦ, ସାମାଜିକ ଉତ୍ସବ ଉପରେ ବି କଟକଣା। ୩-ଦେଶରେ ଦ୍ୱିତୀୟ କରୋନା ମୃତ୍ୟୁ, କୋଟ୍ଟାୟମ ହସ୍ପିଟାଲର ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ ସନ୍ଦିଗ୍ଧ। ୪-ବିଧାନସଭା ୨୯ ଯାଏଁ ବନ୍ଦ, ହାତ ଧୋଇ ସଚେତନତାର ବାର୍ତା ଦେଲେ […]

୧-ରୋମ୍‍, ମିଲାନ ଓ ସିଓଲକୁ ଏୟାର୍‍ ଇଣ୍ଡିଆ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ। ୨-କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି। ୩-ପାଠ ଇଞ୍ଜିନିୟରିଂ କାମ ନିଶା କାରବାର: ଧରା ପଡିଲେ ୩, ଦେଢ଼ କୋଟିର ବ୍ରାଉନ ସୁଗାର ଜବତ। ୪-ୟୁରୋପୀୟାନ ପାଇଁ ଆମେରିକାକୁ ଭିସା ମନା, […]

୧-ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି । ୨-ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ।ମ୍ୟାଚ୍ ଅପରାହ୍ଣ ୧.୩୦ରେ। ୩-ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ୪-ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ସୁଭାଷ ଚନ୍ଦ୍ରାଙ୍କ ଉପରେ ୟେସ୍ ବ୍ୟାଙ୍କର ରହିଛି ୨୧ ହଜାର ଟଙ୍କାର […]

୧-କରୋନା ଅପଡେଟ : ୧୦୫ ଦେଶକୁ ବ୍ୟାପିଲା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୮୧୭। ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ। ୨-ବାଲେଶ୍ବର:ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟି କୋଟି ଟଙ୍କାର ସଂପତ୍ତି। ୩-କଟକ:ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ। ୪-ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ୫-ଭଦ୍ରକ: ନରସିଂହପୁରରେ ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା […]

ବାସ୍ତବ ବ୍ୟୁରୋ-ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆଜି କଂଗ୍ରେସ ଛାଡ଼ି […]

୧-ବର୍ଷା ପାଇଁ ଫିକା ପଡ଼ିବ ହୋଲି! ବର୍ଷା ସହ ପବନ ବହିବା ସମ୍ଭାବନା। ୨-ଗୋପରେ ଗୋଟା କୁକୁଡା ହୋଇଗଲା ମାତ୍ର ୧୦ ଟଙ୍କା, ଚିକେନ ପ୍ରେମୀଙ୍କ ପାଇଁ ହୋଲି ପୁରା ରଙ୍ଗିଲା। ୩-ପୁଣି ଟଙ୍କା ଲୁଟି ନେଲା ମ୍ୟାଜିକ୍ ପେନ୍ । ତିନି ଦିନରେ ଆସିଲାଣି ୩ଟି ଭିନ୍ନ ଭିନ୍ନ ଲୁଟର କାହାଣୀ । ଚାଲିଛି ତଦନ୍ତ, ହେଲେ ଧରାପଡୁନି ଲୁଟେରା। ୪-ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆଜି ୨ଟା ଯାଏଁ […]

Pin It on Pinterest