ଭୁବନେଶ୍ୱର(ବାସ୍ତବଟିଭି): ଘଟିଲା ସମସ୍ତ ମନ୍ତ୍ରୀଙ୍କ ପ୍ରତିକ୍ଷାର ଅନ୍ତ । ଘୋଷଣା ହେଲା ୯ ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ । ତାହା ସହ ପ୍ରଥମ ଓ ଦିତୀୟ ପର୍ଯ୍ୟାୟର ନିର୍ବାଚନୀ ତାଲିକା ଘୋଷଣାକରି ନବୀନ ନିଜ ହାତକୁ ପକେଟରୁ କାଢ଼ି ବସିଗଲେ । ବୋଧହୁଏ ଯେମିତି କିଛି ଦିନପାଇଁ ଆଉ ପ୍ରାର୍ଥୀଙ୍କ କହଳି ତାଙ୍କ ଦୁଆରେ ଦେଥିବାକୁ ଚାହୁଁନାହାନ୍ତି ନବୀନ । ହେଲେ ପ୍ରଥମ ଓ ଦିତୀୟ […]
ରାଜ୍ୟ
ପ୍ରକାଶ ପାଇଲା ବିଜେଡ଼ିର ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଆସନ୍ତା ନିର୍ବାଚନ ପାଇଁ ବିଜେଡ଼ି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକାରେ ମୋଟ୍ ୯ଟି ଲୋକସଭା ସମେତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।ଏଇ ମାତ୍ର କିଛି ଦିନହେବ ନବୀନ ନିବାସରେ ଟିକେଟ ପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ନିଜର ବାୟୋଡ଼ାଟା ଧରି ନିଜର […]
ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତି କାରିବ ପଦ୍ମଶ୍ରୀ ହଳଧର ନାଗ । ଏନେଇ ଆଜି କୋଶଳୀ କବି ହଳଧର ନାଗ ନବୀନ ନିବାସରେ ପହଁଚି ନବୀନ ନିବାସରେ ପହଁଚିଛନ୍ତି । ତେବେ ସେ କେଉଁ ଆସନରୁ ଲଡଢ଼ିବେ ତାହାନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ବାରି ହୋଇ ପଡ଼ୁଛି । ଅପରପକ୍ଷରେ ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର […]
ଭୁବନେଶ୍ୱର(ବାସ୍ତବ ଟିଭି): ତା୧୫/୦୩/୨୦୧୯ରିଖ କଟକ ଜିଲ୍ଲାର କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୨ୟ ଓ ୧ମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ୩ୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଥିଲା। ୨୦୦୯ମସିହା ରେ ସଂସ୍କୃତ +୩ ରେ ଖୋଲିଥିଲା। ୨୦୧୫ ରେ ସଂସ୍କୃତ ସମ୍ମାନ ଖୋଲିଥିଲା।୨୦୧୬ବ୍ୟାଚ୍ ୩ୟବର୍ଷପିଲାମାନଙ୍କୁ ବିଭାଗର୨ୟ ଓ ୧ମବର୍ଷ ତରଫରୁ ସମ୍ମାନ ତଥା କୋହଭରା କଣ୍ଠରେ ବିଦାୟ ସମ୍ବୋର୍ଦ୍ଧନା ଦିଆଯାଇଥିଲା। ଏହି […]
ଭୁବନେଶ୍ୱର(ବାସ୍ତବ ଟିଭି): ଆସୁଛି ବର୍ଷା, ଏନେଇ ପାଣିପାର କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଝଡ଼ତୋଫାନ […]
ଭୁବନେଶ୍ୱର(ବାସ୍ତବ ଟିଭି): ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନକୁ ନେଇ ଦେଲେ ବିଷ୍ଫୋରକ ବୟାନ । ବିଜେଡ଼ିକୁ ନେଇ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ତାଛଡ଼ା ସେ କହିଛନ୍ତିକି ନବୀନ […]
ଭୁବନେଶ୍ୱର(ବାସ୍ତବ ଟିଭି): ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ନିର୍ବାଚନ ପାଇଁ ଚାଲିଛି ସମସ୍ତ ରାଜନୈତିକ ଦଳର ଘର ସଜଡ଼ା । କାଲି ଯାହା ସହିତ କଳି ଆଜି ତାକୁ କୋଳାକୋଳି । ଏମିତି ରାନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଖିବାକୁ ମିଳିଛି କିଛି ରୋମାଞ୍ଚକର ଉଚ୍ଚସ୍ତରୀୟ ଦଳୀୟ କର୍ମୀଙ୍କ ନାଟକ । ଯେଇଁଠିକି ଗୋଟିଏ ରାଜନୈତିକ ଦଳର କର୍ମୀ ଆଉ ଏକ ରାଜନୈତିକ ଦଳକୁ ବାରମ୍ବାର ବିଧୋର କରିଆସିବାସହ କଡ଼ା ଭାଷାରେ […]
ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ । କିଏ କୁଆଡ଼େ ଯିବ ଆଉ କିଏ କେଉଁ ଦଳର ନୂଆ ମୁହଁ ହେବ । ତାହା ନେଇ ଚାଲିଛି ମାନସମନ୍ଥନ । କିଏ ବିଜେପିରେ ମିଶୁଛିତ କିଏ ବିଜେଡ଼ିରେ ଆଉ କିଏ କଂଗ୍ରେସକୁ ଗୋଡ଼ ବଢ଼ାଉଛି । ଏମତି କହିବାକୁ ଗଲେ ରାଜନୀତିରେ ଅଭିନେତା, ଗାୟକ, ଶିକ୍ଷକ, ଆଇଏସ୍ ପରି ଅନେକ ସାଧାରଣ ଜୀବନୀରୁ ନେତା ପାଲଟିଥିବାବେଳେ, ଏବେ ସେହି ରାଜନୀତି ବହିରେ ଆଉ […]
ଭୁବନେଶ୍ୱର(ବାସ୍ତବ ଟିଭି): ରାଜ୍ୟରେ ଜାରି ରହିଛି ରାଜନୈତିକ ଉଷ୍ମତା । କିଏ ବିଜେଡ଼ିରୁ ଡ଼େଇଁ ବିଜେପିରୁ ମିଶୁଛିତ କିଏ କଂଗ୍ରେସରୁ ଡ଼େଇଁ ବିଜେଡ଼ିରେ ମିଶୁଛି । ଚାଲିଛି ଦଳ ଅଦଳବଦଳର ଋତୁ । ମାତ୍ର କେଇଟା ଦିନ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ରାଜନୀତିରେ ଲାଗିଛି ଦଳ ଡ଼ିଆଁ କାର୍ଯ୍ୟକ୍ରମ । ଏବେ ଏବେ ବୈଜୟନ୍ତ ଓ ଦାମଙ୍କ ପରି ଟାଣୁଆ ନେତା ବିଜେପିରେ ସାମିଲ ହେବାପରେ ବିଜୟଙ୍କ […]
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ […]