ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା […]

୧-ପୁରୀରେ ଚାଲିଥିବା ଉଚ୍ଛେଦ କାମକୁ ଆମିକସ୍‌ କ୍ୟୁରୀଙ୍କ କ୍ଲିନ୍‌ଚିଟ୍‌, କହିଲେ ବିକାଶ ପାଇଁ ଏହି କାମରେ ରୋକ୍‌ ଲଗାଇବା ଠିକ୍‌ ନୁହଁ। ୨-ମୋଟର ଯାନ ଆଇନକୁ ଅଟୋଚାଳକ ମହାସଂଘର ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ। ୩-ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍‌ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ରାଜମହଲ ଛକରେ ହେଲା ପୁଲିସ-ପବ୍ଲିକ ଖଣ୍ଡଯୁଦ୍ଧ। ୪-ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର […]

ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ସାରା ରାଜ୍ୟରେ ମୋଟ୍ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଂଟର ଖୋଲିଛି ରାଜ୍ୟ ପରିବହନ ବିଭାଗ । ତେବେ ରାଜଧାନୀ ଭୁବନେଶ୍ୱରର ମୋଟ୍ ୧୧ଟି ସ୍ଥାନରେ ଏହି ସେଂଟର ଖୋଲାଯାଇଛି । ଦେଖନ୍ତୁ କେଉଁଠାରୁ ଆପଣ ପାଇପାରିବେ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ୧.ଭୁବନେଶ୍ୱର ନୟାପଲ୍ଲୀ  ଅଂଚଳର ଗାର୍ଗସନ୍ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ୨. ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋମୋବାଇଲ୍ସ ୩. ମଂଚେଶ୍ୱର ଏସବିଆଇ ଛକରେ […]

୧-ଆଜି ବି ଲାଗି ରହିବ ବର୍ଷା,ଅରେଞ୍ଜ ଓ୍ବାର୍ଣି ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ୨-ଚନ୍ଦ୍ରଯାନ ଅଭିଯାନ -୨: ଶେଷ ମୂହୁର୍ତ୍ତରେ ଲ୍ଯାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ଛିନ୍ନ। ୩-ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ। ୪-ସଚେତନ ନ କରି ଫାଇନ କାଟିବା ନୀତିକୁ ଉଚ୍ଛେଦ କରିବାକୁ ଦାବି, ଆନ୍ଦୋଳନର ଚେତାବନୀ ଦେଲା ଅଟୋ-ଟ୍ୟାକ୍ସି-ଟ୍ରକ-ବସ ମିଳିତ ସଂଘ। ୫-ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସାଂସଦ ତଥା […]

୧-ଚାରି ଦିନରେ ଦୁଇଟି ରାଜ୍ୟରୁ ଚାଲାଣରେ ଆଦାୟ ହୋଇଛି 1.41 କୋଟି, ଓଡିଶାରୁ 88.90 ଲକ୍ଷ ଟଙ୍କା। ୨-କଟକ: ବେଆଇନ ରନ୍ଧନଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ, ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ। ୩-ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବର୍ଜ୍ୟବସ୍ତୁ ପରିଚାଳନା ।ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ ହେବେ SHG ଗ୍ରୁପ୍। ୪-ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି । ୮ଯାଏଁ ପ୍ରବଳ […]

୧-ସୁପ୍ରିମକୋର୍ଟରେ ପହଞ୍ଚିଲା ମଠ ଉଚ୍ଛେଦ ମାମଲା, ରହିତାଦେଶ ପାଇଁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ମଠ ମହନ୍ତ। ୨-ମାନ୍ଦାବସ୍ଥାର ମହାପ୍ରଭାବ: ଉତ୍ପାଦନ ବନ୍ଦ କଲା ମାରୁତି।୮ ମାସରେ ଛଟେଇ ହେଲେଣି ୩ ଲକ୍ଷ ୫୦ହଜାର କର୍ମଚାରୀ। ୩-ଆସନ୍ତା ସାତ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍‌ସ ଗଲା ଏସସିବିର ଏକ ଟିମ। ୪-ଟ୍ରାଫିକ ପୋଲିସର କଡ଼ା ଆଇନ ସହିତ ମୋଟା ଫାଇନ୍!ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଅଟୋ […]

୧-ମଠ ମହନ୍ତ ଓ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ହେଲାନି ଆଖଡ଼ା ମଠ ଉଚ୍ଛେଦ, ସହମତି ଭିତ୍ତିରେ ଭାଙ୍ଗିବାକୁ ମଠ ମହନ୍ତଙ୍କ ପ୍ରସ୍ତାବ। ୨-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା। ୩-ସ୍ଵଚ୍ଛତା ମାମଲାରେ ବୈଷ୍ଣ ଦେବୀ ଧାମ ହେଲା ଦେଶର ଏକ ନମ୍ବର ‘ଆଇକନିକ ସ୍ଥାନ’। ୪-ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରୁ ନକଲି ସୋରିଷ ତେଲ କାରଖାନା ଠାବ, ୩ ଗିରଫ। ୫-ଲୁହା ଭାରାରୁ […]

୧-ଟ୍ରାଫିକ ଛାଟର ପ୍ରଭାବ:୭ ଦିନରେ ୧୦ ହଜାର ଲାଇସେନ୍ସ ଆବେଦନ। ୨-ଚାରିମାସ ମଧ୍ୟରେ ୯ ଲକ୍ଷ ବଜ୍ରପାତ, ଗଲାଣି ୧୨୯ ଜୀବନ।୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ୩-ଆଜି ନୂଆଁଖାଇ, ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ୪-ପୁରୀ କ୍ଷତିଗ୍ରସ୍ତଙ୍କ ଥଇଥାନ: ସ୍ଥାନାନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା, ସର୍ତ୍ତ ବି ରଖିଲେ ସରକାର। ଆଜି ଭଙ୍ଗା ଯିବ ବଡ଼ […]

୧-ସବୁ ଶିକ୍ଷାନୁଷ୍ଠାନରେ ବ୍ଯାନ ହେଲା ପ୍ଲାଷ୍ଟିକ, ୟୁଜିସି ଜାରି କଲା ଗାଇଡଲାଇନ୍। ୨-ଟ୍ରାଫିକ ଛାଟର ପ୍ରଥମ ଦିନ,ଗଣିଲେ ୨.୧୩ ଲକ୍ଷର ତଣ୍ଡ।ଚେକିଂ କଡାକଡି କଲା କମିଶନରେଟ ପୋଲିସ। ୩ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର, ଏମାର ମଠର ଜମିରେ ହେବ ପାଠାଗାର। ୪-ଝାରପଡା ଜେଲରେ ଅପରାଧିଙ୍କୁ ନେଇ ପରେଡ଼୍ କରାଇଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ୫-ନ୍ୟୁଜ ପେପର ଅନ ହ୍ଵିଲ୍, ଏଣିକି ମୋ ବସରେ […]

ବାସ୍ତବ ବ୍ୟୁରୋ : ପ୍ରତି ଘରେ ଘରେ ପହଞ୍ଚିବା ପାଇଁ,ଇଡ୍କୋଲ ଅଡିଟୋରିଅମରେ ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନରେ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି | ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାମାନଙ୍କୁ ସାଥିରେ ନେଇ ଓଡ଼ିଶାରେ ପ୍ରତି ଘରେ ନେତାମାନେ ଦଳର ବାର୍ତ୍ତା ନିହାତି ପହଞ୍ଚାଇବା ଦରକାର | ନବୀନ […]

Breaking News

Pin It on Pinterest