୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ। ୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, […]
ରାଜ୍ୟ
୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର। ୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ। ୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି। ୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା। ୫-ବର୍ତ୍ତିଲାନି ବିଏମ୍ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍। ୬-ପ୍ରଥମ ଥର କଟକ […]
୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ। ୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ । ୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ […]
୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା। ୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ। ୩-କଟକ:ଡେଡ୍ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ […]
୧-ଚଳିତ ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ। ୨-ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ। ୩-ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ଓ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ। ୪-ଇସ୍ପାତ ଓ ତାପଜ ବିଦ୍ୟୁତ ଉତ୍ପାଦନକୁ ସରକାର ଙ୍କ ଗୁରୁତ୍ୱ, ୬୯୨୩ କୋଟିର ୩ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ। ୫-ଆଜିଠାରୁ କଟକ-ଭୁବନେଶ୍ବର ମଧ୍ୟରେ ଚାଲିବ ସ୍ବତନ୍ତ୍ର […]
ବିବାଦ ସାଂସଦଙ୍କ ପିଛା ଛାଡୁ ନଥିବାବେଳେ । ପୁଣି ଫସିଲେ ସାସଂଦ ଅନୁଭବ ମହାନ୍ତି । ଏମିତି ଏକ ଅଡୁଆରେ ଛନ୍ଦି ହୋଇ ପଡିଛନ୍ତି କେନ୍ଦ୍ରାପଡା ସାଂସଦ । ବିଗତ ଦିନରେ ଯଦି ଆମେ ସାସଂଦଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା । ତେବେ ନିଶ୍ଚିନ୍ତ ରୂପେ ମାନ୍ୟବର ସାଂସଦଙ୍କ ନାମରେ ଛୋଟବଡ ବହୁ ଘଟଣାକୁ ନେଇ ବିଭିନ୍ନ କେସ୍ ମାନ ଦାୟର କରାଯାଇଥିବା ବେଳେ । ଆଜି […]
୧-ମେଲବର୍ଣ୍ଣ:ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ କ୍ରିକେଟ୍ , ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି। ୨-ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦;ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ଭାଙ୍ଗିବ ସବୁବର୍ଷର ରେକର୍ଡ। ୩-ହୋମଗାର୍ଡଙ୍କୁ ଦରମା ଦିଅ:ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:କିଟ୍ ମହିଳା ରଗ୍ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ। ୫-ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ […]
୧-ହେଲଥ କେୟାର ଆଣ୍ଡ ଏଜୁକେସନ୍ ସମିଟ୍ରେ କିମ୍ସକୁ ପୁରସ୍କାର, ମୋଷ୍ଟ ଇନୋଭେଟିଭ୍ ମେଡିକାଲ କଲେଜ ଓ ହସ୍ପିଟାଲର ପୁରସ୍କାର ପାଇଲା KIMS. ୨-ଓଡ଼ିଶାର ସମସ୍ତ ଗ୍ରୁପ୍-୩ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏଣିକି ପଦୋନ୍ନତି ପାଇଁ ଦେବାକୁ ପଡିବନାହିଁ ସିସିଆର। ୩-ଆଜି ଚାରି ରାଜ୍ୟ ସହ ବିକାଶ ଚର୍ଚ୍ଚା,ଯୋଗଦେବେ ଅମିତଶାହା। ସାମିଲ ହେବେ ନବୀନ,ମମତା ଓ ନିତିଶ। ୪-ଭୁବନେଶ୍ୱର: ପ୍ରମୁଖ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ବିକାଶ ପାଇଁ […]
ବାସ୍ତବ ବ୍ୟୁରୋ: ରାଜ୍ୟସଭା ପାଇଁ ରେସ୍ ଆରମ୍ଭ ହେଇଯାଇଛି । ରାଜ୍ୟ ସଭାର ୫୫ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଏସବୁ ଆସନ ପାଇଁ ନିର୍ବାଚନ ହେବ। ୧୭ ରାଜ୍ୟରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ, ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ […]
୧-ଆମେରିକା ପହଞ୍ଚିବା ପରେ ଟ୍ରମ୍ପଙ୍କ ଟ୍ୱିଟ୍ : ‘India was great, trip very sucessful’। ୨-ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ମୂଲ୍ୟାୟନ କାର୍ଯ୍ୟରେ ଅବହେଳା କଲେ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ୩-୩୦ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ – ୯ଟିରେ ସ୍ଥିତି ଉଦବେଗଜନକ,୧୨ ହଜାର ସଂକ୍ରମିତ ଏବେ ସୁସ୍ଥ। ୪-ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡ଼ୁଛନ୍ତି। ୫-ଭୁବନେଶ୍ୱର:ଏଥର ୭୦୦କୋଟି ଟଙ୍କାର ବଜେଟ୍ […]


