ବାସ୍ତବ ବ୍ୟୁରୋ: ପଦ୍ମପୁର ଉପ-ନିର୍ବାଚନରେ ବିଜେଡିର ବାଜିମାତ୍ । ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବର୍ଷା ସିଂହ ବରିହା ୧ ଲକ୍ଷ ୧୯ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨, ୧୦୬ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପିର ପ୍ରଦୀପ ପୁରୋହିତ ୭୭ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ […]
ରାଜ୍ୟ ରାଜନୀତି
ବାସ୍ତବ ବ୍ୟୁରୋ : ପଦ୍ମପୁର ରେ ଆଜି (ଶନିବାର) ପ୍ରଚାରର ଶେଷ ଦିନ । ପ୍ରଚାରରେ କମ୍ପୁଛି ପଦ୍ମପୁର । ଝାରବନ୍ଧରେ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ଯାହା କହିଥିଲେ ତା’ର କଡା ଜବାବ ରଖିବା ସହ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ […]
ବାସ୍ତବ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି (ବୁଧବାର)ଠାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆରମ୍ଭ ହେଉଥିବା ବେଳେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ଏହି କ୍ୟାବିନେଟ ବୈଠକରେ ନିଆଯାଇଛି। ଏବେ ବିଧାନସଭା ଚାଲିଥିବାରୁ ସରକାର ଏ ନେଇ ଗତକାଲି କିଛି ସୂଚନା ଦେଇ […]
ପ୍ରମୋଦ ନାଏକ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୯୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ :(ମାହାଙ୍ଗା)ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାତ୍ଯା ୟାସ ରେ କ୍ଷୟକ୍ଷତି ହୋଇଥିବା ପଞ୍ଚାୟତ ରେ ସରକାର ସଠିକ ଆକଳନ କରି ଯେତେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଗୋଟିଏ ମାସର ରିଲିଫ, ଗୋ ଖାଦ୍ୟ ପ୍ରଦାନ କରିବା ସହ ଯୁଦ୍ଧ କାଳୀନ ପରିସ୍ଥିତି ପାନୀୟ ଜଳ, ବିଜୁଲି ସହ ମେଡିକାଲ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଯେଉଁ ଠି ପାଣି ଛାଡିଜାଇଛି ସେଠାରେ ରାଜ୍ୟ ସରକାର ସଠିକ […]
ଆମେରିକାର ନିର୍ବାଚନ ଫଳାଫଳ ୨୦୨୦ : ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର ଦଳ ଦାବି କରିଛି -ଫ୍ଲୋରିଡାଠାରେ ଜିତିଛନ୍ତି |ଫ୍ଲୋରିଡା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଟ୍ରମ୍ପ ଏବଂ ବିଡେନଙ୍କ ମଧ୍ୟରେ କଡ଼ା ସଂଘର୍ଷ ରହିଛି। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ଉଭୟଙ୍କ ମଧ୍ୟରେ ଅତି କଡା ଟକ୍କର ଚାଲିଛି। ତେବେ ଏହି ରିପୋର୍ଟଗୁଡିକ ମଧ୍ୟରେ ଟ୍ରମ୍ପଙ୍କ ପ୍ରଚାର ଦଳ ଦାବି କରିଛନ୍ତି ଯେ ଟ୍ରମ୍ପ ଫ୍ଲୋରିଡାଠାରେ ଜିତିଛନ୍ତି।ଆମେରିକାରେ ରାଷ୍ଟ୍ରପତି […]
ବାସ୍ତବବ୍ୟୁରୋ : ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀଙ୍କ ପକ୍ଷରୁ ଜାରି ସୂଚନା ଅନୁଯାଇ , ଆଜି ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ଶେଷ ହୋଇଛି। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୭୦.୦୪ ପ୍ରତିଶତ ମତଦାନ ହୋଇଛି। ତିର୍ତ୍ତୋଲରେ ଏହା ୬୯.୯ ପ୍ରତିଶତ ଓ ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇନନିର୍ବାଚ […]
ବାସ୍ତବବ୍ୟୁରୋ :କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ହେବାନେଇ ସୂଚନା ଦେଇଛନ୍ତି|ନିକଟରେ ସ୍ମୃତି ଇରାନୀ ଗୁଜୁରାଟର ମୋର୍ବିରୁ ବିଜେପି ପ୍ରାର୍ଥୀ ବ୍ରିଜେଶ ମର୍ଜାଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଗୁଜୁରାଟର ଆଠଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ମୋର୍ବି ହେଉଛି, ଯେଉଁଠାରେ ନଭେମ୍ବର ୩ ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଅମେଥୀ, […]


