ଭୁବନେଶ୍ୱର(ବାସ୍ତବ ଟିଭି): ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଠିକ୍ ନୁର୍ହେ ବୋଲି ସୂଚନା ଦେିଛନ୍ତି କଂଗ୍ରେସର ମିଡ଼ିଆ ସେଲ ଅଧକ୍ଷ ସତ୍ୟ ନାୟକ । ସେ କହିଛନ୍ତିକି, ପିସିସି ଅଫିସରୁ ଏଭଳି କୌଣସି ତାଲିକା ପ୍ରକାଶ ପାଇନାହିଁ । ଗଣମାଧ୍ରମରେ ବୁଲୁଥିବା ଏଭଳି ତାଲିକା କେବଳ ଦ୍ୱନ୍ଦ ସୃଷ୍ଯି କରୁଛି । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ତେବେ ପିଇସି […]
ରାଜ୍ୟ ରାଜନୀତି
ଭୁବନେଶ୍ୱର(ବାସ୍ତବ ଟିଭି): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଦି । କୋରାପୁଟର ଜୟପୁର ଉପକଣ୍ଠ ଏକମ୍ବା ଠାରେ ସାଧରଣ ସଭା କରିବେ ରାହୁଲ । ସଭାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ଆସନ୍ତା କାଲି ଦିନ ୧୧ଟାରେ ସଭାକାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିବାପରେ କଂଗ୍ରେସ ପାଖରେ ଉତ୍ସାହିତ ହେବାର ଦେଖିବାକୁ ମିଳିଛି । ତେଣୁଓଡ଼ିଶାରେ ମଧ୍ୟ କଂଗ୍ରେସ ପ୍ରଭାବ ବିସ୍ତାର […]
ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ କାଳିଆ ଯୋଜନାରେ […]


