ଖୁବଶୀଘ୍ର ହୋଇପାରେ ପାକିସ୍ତାନ ସହ ଭାରତର ବୁଝାମଣା I

ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା l ଭୁଲିଯାଇପାରେ ଭାରତ ଫେବୃଆରୀ ୧୪ର ପୁଲ୍‌ୱାମା ଆକ୍ରମଣର ସେ ଅଭୁଲା ଦିନକୁ l ଯେଉଁ ଦିନରେ ଭାରତର ୪୪ ଯବାନଙ୍କୁ ପାକିସ୍ତାନ ତାର କୂଟନୀତି କରି ଜୀବନ ନେଇଥିଲା I ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ବୁଝାମଣା କରିବା ନିମନ୍ତେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା କରିଛନ୍ତି I ଏବଂ ସେ କହିଛନ୍ତିକି ଆମେରିକା, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରୟାସ କରୁଛି ଏବଂ ଖୁବଶୀଘ୍ର ଏହି ବିବାଦର ଅନ୍ତ ଘଟିବ । ତାହା ସହ ସେ ଆହୁରି ମଧ୍ୟ କହିଛନ୍ତି ଏହି ବହୁତ ଦିନ ଧରି ଚାଲି ଆସୁଥିବା ଏହିବିବାଦର ଅନ୍ତ ଘଟିବା ନିହାତି ଦରକାର I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାରା ବିଶ୍ୱରେ ମୋଦିଙ୍କ ଜୟଜୟକାର !

Thu Feb 28 , 2019
ବଢୁଛି କେନ୍ଦ୍ରସରକାରଙ୍କ ପ୍ରତି ଲୋକପ୍ରିୟତା I ରାଜନେତା ଠୁ ଆରମ୍ଭକରି ଜନସାଧାରଣଙ୍କ ନିକଟରେ ବଢିଚାଲିଛି ମୋଦିଙ୍କ ପ୍ରତି ଭରପୁର ଭଲପାଇବା ଓ ସନମାନ I ଖାଲିସେତିକି ନୁହେଁ ଦେଶ କଣ ବାହାର ଦେଶବି ମୋଦିଙ୍କର ସପକ୍ଷରେ ଯିବାର ଦେଖିବାକୁ ମିଳିଛି I ଆମେରିକା ରୁଷିଆ ପରି ବଡ ବଡ ଦେଶ ମଧ୍ୟ ମୋଦିଙ୍କର ସପକ୍ଷରେ ପାକିସ୍ତାନ ଉପରକୁ ନାଲି ଆଖି ସହ ତାଗିତ କରିବା ଦେଖିବାକୁ ମିଳିଲାଣି I ନିକଟରେ […]
Governing Council of NITI Aayog meeting

You May Like

Pin It on Pinterest