ଆପଣ କୋଟିପତି ହେବାକୁ ଚାହାଁନ୍ତି ..? କରନ୍ତୁ ଏହି ଛୋଟିଆ ଉପାୟ…..

ବାସ୍ତୁଶାସ୍ତ୍ର ରେ ଏପରି କିଛି ଅଜବ କଥା ଲେଖାଅଛି ଯାହା ଅବିଶ୍ୱାସ ହେଲେବି ସତ.ଦାନ ରୁ ଧର୍ମ ଧର୍ମରୁ ପୁଣ୍ୟ,ଦାନ,ଧ୍ୟାନ କରୁଥିବା ମନ୍ୟୁଷ ଯେତେବଡ ବିପଦ ରେ ପଡିଲେ ମଧ୍ୟ ତାର କିଛି ଅସୁବିଧା ହୋଇ ନଥାଏ,ସେ ସୁଖଶାନ୍ତି ରେ କାଳାତିପାତ କରିଥାଏ.

ଶାସ୍ତ୍ର ରେ ଏହା ମଧ୍ୟ ଲେଖା ଅଛି ଦାନ ଠାରୁ ପୁଣ୍ୟ ଏ ସଂସାର ରେ ଅନ୍ୟକିଛି ନାହିଁ.ସେ ଅନ୍ନ ଦାନ ହେଉ ବା ବସ୍ତ୍ର ଅଥବା ରକ୍ତ ଦାନ ହେଉ ବା ଅଙ୍ଗ ଦାନ, ଆଜି ର ବିଜ୍ଞାନ ମନ୍ୟୁଷ ର ମୃତ୍ୟୁ ପରେବି ତା ଶରୀର ର କିଛି ଅଙ୍ଗ କୁ ଅନ୍ୟ ଲୋକ ର ଶରୀର ରେ ପ୍ରତିରୋପଣ କରି ନୂଆ ଜୀବନ ଦାନ ଦେଇପାରୁଚି.ଦାନ ଦେଉଥିବା ବ୍ୟକ୍ତି ଈଶ୍ବର ଙ୍କ ଆଶୀର୍ବାଦ ପ୍ରାପ୍ତି ର ପାତ୍ର ହୋଇଥାଏ . ଆହୁରି ମଧ୍ୟ କୁହାଯାଏ ଯେ ଦାନ ଦେବା ର ସମୟ ସହ କେଉଁ ଦାନ ସହ କଣ ଦେଲେ କି ଫଳ ପ୍ରାପ୍ତି ହୁଏ,ଏ ସମ୍ବଦ୍ଧ ରେ ଅନେକ ଉପାୟ ରହିଛି, ଆଜି ଆମେ ଏହିପରି ଏକ ଉପାୟ ସଂମ୍ପର୍କରେ ଜାଣିବା.ଆସନ୍ତୁ ଜାଣିବା ଭିକାରି କୁ ଦାନ ଦେବା ବେଳେ କଣ ଦେଲେ, ଆପଣ ଙ୍କ ସବୁ ଦୁଃଖ କଷ୍ଟ ଲାଘବ ହେବା ସହ ସମୃଦ୍ଧି ପ୍ରାପ୍ତି ହୁଏ.
କୁହାଯାଏ କି କୌଣସି ଭିକାରୀ କୁ ଲବଙ୍ଗ ଦାନ କଲେ ଜୀବନ ର ସବୁ କଷ୍ଟ ଲାଘବ ହୁଏ, ଶାସ୍ତ୍ର ରେ ଲେଖାଅଛି ଏହି ଦାନ ଅମାବାସ୍ୟା ତିଥି ରେ ଦିନ ବା ରାତି ରେ କରିଲେ ହିଁ ଆପଣଙ୍କୁ ଲାଭ ମିଳିଥାଏ.ଏହା ମଧ୍ୟ ଧ୍ୟାନ ରହିବା ଦରକାର ଯେ ଏହି ଦାନ କରିବା ସମୟ ରେ ଦଶ ଟଙ୍କିଆ ନୋଟ ଦେବା ଜରୁରୀ, ଏପରି କଲେ ଧନଧାନ୍ୟ ରେ ଘର ପୁରିଉଠିବ,ଜୀବନ ରେ ବିଗିଡି ଯାଇଥିବା କାମ ବି ସୁଧୁରି ଯାଏ, ମାଆ ମହାଲକ୍ଷ୍ମୀ ଙ୍କ ଅପାର କରୁଣା ଲାଭ ହୁଏ.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଡ ଓ ଜିରା ପାଣି ରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ...

Sat Aug 10 , 2019
ଗୁଡ ଓ ଜିରା, ଏହି ଦୁଇଟି ରୋଷେଇ ଘର ର ଜରୁରୀ ସାମଗ୍ରୀ, ସାଧା ହେଉ ବା ଆମିଷ. ତରକାରୀ କୁ ସ୍ୱାଦିଷ୍ଟ କରିବା ପାଇଁ ଜିରା ର ପ୍ରୟୋଗ ନିହାତି ଜରୁରୀ.ତରକାରୀ କୁ ସ୍ୱାଦିଷ୍ଟ କରିବା ପାଇଁ ଜିରା ର ପ୍ରୟୋଗ ନିହାତି ଜରୁରୀ. ସେହିପରି ଗୁଡ ର ଚାହିଦା ଘରେ ଘରେ, ସେ ଆମ୍ବ ଖଟ୍ଟା ହେଉ ବା ବିଲାତି କିମ୍ବା ଖଜୁରୀ ସେଉ ର ଜେଲି, […]

You May Like

Pin It on Pinterest