ଆଜି ୨୫ ଡିସେମ୍ବର ଆପଣଙ୍କର ଜନ୍ମଦିନ ଜାଣିବା ଆପଣଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ |

ବାସ୍ତବବ୍ୟୁରୋ: ଆଜି ୨୫ ଡିସେମ୍ବର ୨୦୨୦ ଆପଣଙ୍କର ଜନ୍ମଦିନ…. |
ଜନ୍ମଦିନର ଶୁଭେଚ୍ଛା ସହିତ ବାସ୍ତବଟିଭି ର ବିଶେଷ ଉପସ୍ଥାପନାକୁ ଆପଣଙ୍କୁ ସ୍ୱାଗତ |ଏହି ସ୍ତମ୍ଭ ନିୟମିତ ଭାବରେ ଉକ୍ତ ଦିବସରେ ଜନ୍ମିତ ବ୍ୟକ୍ତିଙ୍କ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଆସୁଛି, ଆମର ଏ ପ୍ରୟାସ ସହ ଆପଣମାଙ୍କର ବଲପାଈବା ଓ ସଦିଛା ଯୋଡିହୋଇଥିବାରୁ ଆମେ ଋଣୀ |ଆଜି ଯେଉଁମାନଙ୍କର ଜନ୍ମଦିନ ଅଛି ଆସନ୍ତୁ ଜାଣିବା ସେମାନଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ବଧୀୟ କିଛି ଜଣା ଅଜଣା ସୂଚନା :-

୨୫ ଡିସେମ୍ବର ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଳଅଙ୍କ ୭ ଅଟେ |ଏହି ୭ ଅଙ୍କ ଦ୍ୱାରା ପରିଚାଳିତ ବ୍ୟକ୍ତିଙ୍କର,ଅଧିଷ୍ଟାତା ଗ୍ରହ ବରୁଣ’| ଏହି ଗ୍ରହର ବ୍ୟକ୍ତିଙ୍କ ଭିତରେ ଅନେକ ବିଶେଷତା ଭାରି ରହିଥାଏ | ଆପଣ ଜଣେ ଖୋଲା ହୃଦୟ ବ୍ୟକ୍ତି | ଏମାନଙ୍କ ପ୍ରବୃତ୍ତି ଜଳ ପରି | ଜଳ ଯେପରି ନିଜ ପଥ ନିଜେ ତିଆରି କରେ, ସେହିଭଳି ଏହି ଗ୍ରହ ଦ୍ୱାରା ପରିଚାଳିତ ହେତୁ ଆପଣ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ବାଧାବିଘ୍ନ ଅତିକ୍ରମ କରିବାରେ ସଫଳ ହୁଅନ୍ତି | ୨୫ ଡିସେମ୍ବରରେ
ଜନ୍ମିତ ବ୍ୟକ୍ତି ତୀକ୍ଷ୍ଣ ବୁଦ୍ଧି ସମ୍ପନ, ତୁରନ୍ତ ଅନ୍ୟର ମନ ବୁଝିବାର କ୍ଷମତା ରହିଥାଏ |
ଶୁଭ ତାରିଖ: ୭ , ୧୬ , ୨୫
ଶୁଭ ସଂଖ୍ୟା: ୭ , ୧୬ , ୨୫ , ୩୪
ଶୁଭ ବର୍ଷ: ୨୦୨୩
ଇଷ୍ଟଦେବ: ଭଗବାନ ଶିବ ଓ ବିଷ୍ଣୁ |
ଶୁଭ ରଙ୍ଗ: ଧଳା, ଗୋଲାପୀ, ବାଇଗଣୀ, ମେରୁନ |

ନୂଆ ବର୍ଷ ଆପଣଙ୍କ ପାଇଁ କିପରି ହେବ |
ଆପଣଙ୍କ କାର୍ଯ୍ୟରେ ଏକ ଦ୍ରୁତ ପରିବର୍ତନ ଆପଣଂକୁଅପେକ୍ଷା କରିଛି |ଆପଣ ପ୍ରତ୍ୟେକ କାର୍ଯ୍ୟରେ ନିଷ୍ଠାର ସହ ଜଡିତ ହୋଇ ସଫଳତା ପାଇବେ | ବାଣିଜ୍ୟ-ବ୍ୟବସାୟ ପରିସ୍ଥିତି ଭଲ ରହିବ | ଚାକିରୀରେ ଉଚ୍ଚ ଅଧିକାରୀଙ୍କ ସମର୍ଥନ ରହିବ | ଅଫିସରେ ସମୟ ଆନନ୍ଦଦାୟକ ହେବ|ଏକ ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ,ଏକ କେଶର ତିଲକ ଲଗାନ୍ତୁ ଏବଂ ମନ୍ଦିରରେ ଏକ ପତାକା ଚଢନ୍ତୁ |

ଆଲେଖ୍ୟ :- ଡ଼. ନବକିଶୋର ମିଶ୍ର , ସଂସ୍କୃତ ଅଧ୍ୟାପକ, କାନପୁର ଆଂଚଳିକ ମହାବିଦ୍ୟାଳୟ,କାନପୁର କଟକ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Fri Dec 25 , 2020
୧୦ ଡିଗ୍ରୀ ତଳକୁ ରହିଛି ୧୧ ଟି ସହରର ତାପମାତ୍ରା । ଫୁଲବାଣୀ ଏବଂ ଅନୁଗୁଳରେ ଅଧିକ ଶୀତ ।  ଆହୁରି ୩ ଦିନ ହାଡଭଙ୍ଗା ଶୀତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଉରକେଲା ସେକ୍ଟର ୨୧ ରହମତ ନଗର ବସ୍ତିରେ ଭୟବାହ ଅଗ୍ନିକାଣ୍ଡ ଘଟିଛି । ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଡିସେମ୍ବର ୨୪ ଓ ୨୫ […]

You May Like

Pin It on Pinterest