
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଆଜି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା ଙ୍କ ନେତୃତ୍ୱ ରେ, କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି , ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ,ପ୍ରଦେଶ କଂଗ୍ରେସ ସୋସିଆଲ ମେଡ଼ିଆ ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ,ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟ ପ୍ରିୟ ସାମଲ ଓ ଛାତ୍ର କଂଗ୍ରେସ ସଭାପତି ପରବେଜ ଅକ୍ଷତର, ମୁକ୍ତାର ଖାନ, ଆକବର ଅଲ୍ଲୀ, ସମ୍ରାଟ ଜେନା, ପ୍ରଭାତ ଉଡାଣ ସିଂ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ରେ ପରମ ଆଦରଣୀୟ ରାହୁଲ ଗାନ୍ଧୀଜୀ ଙ୍କ ଜନ୍ମଦିନ ଉପଲକ୍ଷେ ଜମଧର ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରି ସ୍ଥିତ କୁଷ୍ଠlଆଶ୍ରମ,ପୌର ପାଳିକା ଅନ୍ତର୍ଗତ ରେସୱା ଅନ୍ତୋବାସୀ ଓ ଚଉରି ବରହମପୁର ସଫେଇ କର୍ମଚାରୀ କଲୋନୀ ରେ ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଅଛି |